AIASLରେ ଖାଲି ଅଛି ୬୪୮ଟି ପଦବୀ, ଶୀଘ୍ର ଆପ୍ଲାଏ କରନ୍ତୁ

ଚାକିରି ଖୋଜୁଥିବା ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଏୟାର ଇଣ୍ଡିଆ ଏୟାର ଟ୍ରାନ୍ସପୋର୍ଟ ସର୍ଭିସେସ ଲିମିଟେଡ (AIASL) ପକ୍ଷରୁ ୬୪୮ଟି ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ହାଣ୍ଡିମ୍ୟାନ, ଜୁନିୟର ଅଫିସର,…

ଦେଶରେ UG-PG ମେଡିକାଲ ସିଟ୍ ସଂଖ୍ୟା ସମାନ ହେବ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଗାମୀ ଦିନରେ ଦେଶରେ ସ୍ନାତକ ଓ ସ୍ନାତକୋତ୍ତର ମେଡିକାଲ ସିଟ୍ ସଂଖ୍ୟା ସମାନ ହେବ । ଆସନ୍ତା ୪ ବର୍ଷ ମଧ୍ୟରେ ଏହି କାର୍ଯ୍ୟ ସମାପନ ନେଇ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି । ଏହାଫଳରେ ସମସ୍ତ ଏମବିବିଏସ…

ନବ ଦାସଙ୍କ ହତ୍ୟା ପଛରେ ଦିଲ୍ଲୀ ଲିଙ୍କ? କିଏ ସେହି ପ୍ରଭାବଶାଳୀ, ସାମ୍ନାକୁ ଆସିଲା ବଡ଼ ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ଏହା ମଧ୍ୟରେ ୧୩ ଦିନ ବିତିଗଲାଣି । ଗତମାସ ୨୯ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗସ୍ତରେ ଯାଇଥିବା ସମୟରେ ଏକ…

ଚାଉଳ ଭାରତର ଖାଦ୍ୟ ସୁରକ୍ଷାର ମୁଖ୍ୟ ଆଧାର: ଦ୍ୱିତୀୟ ଭାରତୀୟ ରାଇସ୍ କଂଗ୍ରେସକୁ ଉଦଘାଟନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଗତକାଲି ପ୍ରଥମ ଦିନରେ ସେ ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ।…

Jio ଲଞ୍ଚ କଲା ଭାଲେଣ୍ଟାଇନ୍ସ ଡେ’ ଅଫର: ମାତ୍ର ୩୪୯ ଟଙ୍କାରେ ଦୈନିକ ୨.୫ GB ଡାଟା, ଅନଲିମିଟେଡ କଲିଂ ସୁବିଧା

ନୂଆଦିଲ୍ଲୀ: ଦିନକୁ ଦିନ ଇଣ୍ଟରନେଟର ଚାହିଦା ବଢ଼ିବାରେ ଲାଗିଛି । ତେଣୁ ଗ୍ରାହକମାନେ ଅଧିକ ସମୟ ସ୍ମାର୍ଟଫୋନରେ ବିତାଇବା ସହ ନୂଆ ନୂଆ ଅଫରକୁ ଉତ୍ସୁକତାର ସହ ଅପେକ୍ଷା କରି ରହିଥାନ୍ତି । ତେଣୁ ଟେଲିକମ୍ କମ୍ପାନୀମାନେ…

ତୁର୍କୀ ଭୂକମ୍ପରେ ଭାରତୀୟ ଯୁବକଙ୍କ ମୃତ୍ୟୁ: ଚେହେରା ନୁହେଁ ଟାଟୁ ଦେଲା ପରିଚୟ

ନୂଆଦିଲ୍ଲୀ: ତୁର୍କୀ-ସିରିଆରେ ଦେଖାଦେଇଥିବା ଭୟଙ୍କର ଭୂକମ୍ପରେ ଏହା ମଧ୍ୟରେ ମୃତ୍ୟୁସଂଖ୍ୟା ୨୬ ହଜାର ଟପିଯାଇଛି । ଏଥିସହିତ ୧୦ ହଜାର ଘର ଧ୍ୱଂସ ପାଇଯାଇଥିବା ବେଳେ ୧ ଲକ୍ଷ ଘରର କ୍ଷତି ଘଟିଛି । ଆହତଙ୍କ ଅବସ୍ଥା…

ଭୂକମ୍ପ ମୃତ୍ୟୁସଂଖ୍ୟା ୨୬ ହଜାର ଟପିଲା: ଅନ୍ତିମ ସଂସ୍କାର ପାଇଁ ଜାଗା ମିଳୁନି, ପରିସ୍ଥିତି ଜଟିଳ ହେବାରେ ଲାଗିଛି

ନୂଆଦିଲ୍ଲୀ: ତୁର୍କୀ-ସିରିଆରେ ଦେଖାଦେଇଥିବା ଭୟଙ୍କର ଭୂକମ୍ପ ପାଇଁ ଆଜି ସାରା ବିଶ୍ୱ ଭୟଭୀତ ଅବସ୍ଥାରେ ରହିଛି । ଏପରିକି ଆଗକୁ ଅନ୍ୟ କିଛି ଦେଶରେ ମଧ୍ୟ ଏପରି ସ୍ଥିତି ଦେଖିବାକୁ ମିଳିପାରେ ବୋଲି ଆଶଙ୍କା କରାଯାଉଛି ।…

ତାଳଚେରର ଚିନ୍ତା ବଢ଼ାଇଲା ତୁର୍କୀ-ସିରିଆ ଭୂକମ୍ପ: ୪ଟି କୋଇଲା ଖଣି ଫମ୍ପା, ସୂତାଖିଅରେ ଝୁଲୁଛି ୬୦ ହଜାର ଲୋକଙ୍କ ଜୀବନ, କେବେ ହେବ ସର୍ଭେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ପ୍ରମୁଖ କୋଇଲା ଖଣି ଅଞ୍ଚଳ ତାଳଚେରକୁ ନେଇ ଆସିଛି ଏକ ବଡ଼ ଖବର । ତାଳଚେରର ୬୦ ହଜାର ଲୋକଙ୍କର ଜୀବନ ସତେ ଯେମିତି ସୂତାଖିଅରେ ଝୁଲୁଛି । ତୁର୍କୀ-ସିରିଆ ଭୂକମ୍ପ ପରେ ଏବେ…

ଭାରତୀୟ କ୍ରୀଡ଼ା ପ୍ରାଧିକରଣ ପକ୍ଷରୁ ବାହାରିଲା ଅନେକ ପଦବୀ: ଅନଲାଇନରେ ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖବର । ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ହାଇ-ପରଫର୍ମାନ୍ସ କୋଚ, ଚିଫ କୋଚ, ସିନିୟର କୋଚ ଓ କୋଚ…

(Video) ଭାରତୀୟ ଯୁବକଙ୍କ ଗିନିଜ୍ ୱାର୍ଲ୍ଡ ରେକର୍ଡ: ପେଟରେ ୫୨୮ କେଜି ପଥର ରଖି ଭାଙ୍ଗିଲେ

ନୂଆଦିଲ୍ଲୀ: ଅନେକ ସମୟରେ ଆଜିର ମଣିଷମାନେ କିଛି ଅଦ୍ଭୂତ କାର୍ଯ୍ୟ କରି ସାରା ବିଶ୍ୱକୁ ଚମକାଇ ଦେଇଥାନ୍ତି । ତେବେ ନିକଟରେ ଦୁଇଜଣ ଭାରତୀୟ ଯୁବକ ଏଭଳି କିଛି ଦୁଃସାହିସିକ କାର୍ଯ୍ୟ କରି ଗିନିଜ୍ ୱାର୍ଲ୍ଡ ରେକର୍ଡ…