ନଡ୍ଡାଙ୍କ ପରେ କିଏ ହେବ BJPର ପରବର୍ତ୍ତୀ ଅଧ୍ୟକ୍ଷ: ଆଗରେ ଓଡ଼ିଆ ପୁଅ ଧର୍ମେନ୍ଦ୍ରଙ୍କ ନାମ

ନୂଆଦିଲ୍ଲୀ: ଚଳିତ ମାସ ଶେଷରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ୩ ବର୍ଷିଆ କାର୍ଯ୍ୟକାଳ ସମାପ୍ତ ହେବ । ଏପରି ସ୍ଥିତିରେ ନଡ୍ଡାଙ୍କ କାର୍ଯ୍ୟକାଳକୁ ପୁଣି ବୃଦ୍ଧି କରାଯିବ ନା ଜଣେ ନୂଆ…

ବୁଧ ପ୍ରଦୋଷ ବ୍ରତ ଆଜି: ୧୦ଟି ଭୁଲ୍ ଜମା କରନ୍ତୁନି, ପଡ଼ିପାରେ ମହାଦେବଙ୍କ କୋପଦୃଷ୍ଟି

ଆଜି ହେଉଛି ବର୍ଷର ପ୍ରଥମ ବୁଧ ପ୍ରଦୋଷ ବ୍ରତ । ଏହି ଦିବସରେ ଭଗବାନ ଶିବଙ୍କୁ ପୂଜା କରାଯାଇଥାଏ । ସନ୍ଧ୍ୟା ସମୟରେ ସୂର୍ଯ୍ୟାସ୍ତ ପୂର୍ବରୁ ଓ ପରେ ପ୍ରଦୋଷ ବ୍ରତ ପୂଜା କରାଯାଇଥାଏ । ପ୍ରଥା ଅନୁସାରେ, ଯେଉଁ ଭକ୍ତମାନେ…

ମୃତ ଋଷୀୟ ନାଗରିକଙ୍କ ପୋଷ୍ଟ ମର୍ଟମ ଆଜି: ରିପୋର୍ଟ କହିବ ମୃତ୍ୟୁ ପଛର କାରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୃତ ଋଷୀୟ ନାଗରିକ ଚିଫ୍ ଇଞ୍ଜିନିୟର ମିଲ୍ ୟାକୁବ ସର୍ଜଇଙ୍କର ଆଜି ହେବ ପୋର୍ଟ ମର୍ଟମ । ଗତ ୨ ତାରିଖ ବିଳମ୍ବିତ ରାତ୍ରିରେ ପାରାଦୀପ ପୋର୍ଟର ଆଙ୍କରେଜରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ…

OSSC ପକ୍ଷରୁ ବାହାରିଲା ୧୯୭ଟି ପଦବୀ: ୧୧ ପ୍ରକାରର ପଦରେ ମିଳିବ ନିଯୁକ୍ତି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ (ଓଏସଏସସି) ପକ୍ଷରୁ ୧୯୭ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଷ୍ଟାଫ ନର୍ସ, ଫାର୍ମାସିଷ୍ଟ, ଜୁନିୟର…

ଭାରତ-ଶ୍ରୀଲଙ୍କା ପ୍ରଥମ T-20: ଶେଷ ବଲରେ ଜିତିଲା ଭାରତ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ଟିମ୍ ଇଣ୍ଡିଆ ରୋମାଞ୍ଚକର ଭାବେ ବିଜୟ ହାସଲ କରିଛି । ୧୬୩ ରନର ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କା ଟିମ୍ ମାତ୍ର ୨ ରନ୍ ପାଇଁ ବିଜୟ ଲକ୍ଷ୍ୟରୁ ବଞ୍ଚିତ ହୋଇଥିଲା । ଏହି…

ମଣିଷ ଶାରୀରିକ ଓ ମାନସିକ ଭାବେ ଫିଟ୍ ରହିବ କିପରି: ଫଲୋ କରନ୍ତୁ ଏହି ଟିପ୍ସ

ସାଧାରଣ ଭାବେ ସୁସ୍ଥ ରହିବାକୁ ସମସ୍ତେ ଚାହାନ୍ତି । ମାତ୍ର ସମୟ ଅଭାବରୁ ବା ଅବହେଳାକୁ ଅନେକ ନିଜର ଶରୀରର ଉପଯୁକ୍ତ ଧ୍ୟାନ ଦେଇପାରନ୍ତି ନାହିଁ । ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାର ଭିଟାମିନର…

ବିଶ୍ୱରେ ପ୍ରଥମ ଘଟଣା: ଭାଇରସକୁ ଖାଉଥିବା ଜୀବକୁ ଠାବ କଲେ ବୈଜ୍ଞାନିକ, ସଂକ୍ରମିତ ବିମାରୀରୁ ମିଳିପାରେ ମୁକ୍ତି

ନୂଆଦିଲ୍ଲୀ: ଦୀର୍ଘ ତିନି ବର୍ଷ ଧରି ସାରା ବିଶ୍ୱକୁ କବଳିତ କରି ରଖିବା ପରେ କରୋନା ଭାଇରସର ଆତଙ୍କ ପୁଣି ଥରେ ଦେଖିବାକୁ ମିଳିଛି । ଚୀନ ସହିତ ବିଶ୍ୱର ଅନେକ ରାଷ୍ଟ୍ରକୁ ନୂଆ ଭାରିଆଣ୍ଟ ବ୍ୟାପି ଗଲାଣି । ଏହା ମଧ୍ୟରେ…

ଆପଣଙ୍କର ବ୍ରେକଅପ କେବେ ହେବ, ତିନିମାସ ପୂର୍ବରୁ ମିଳିବ ସୂଚନା: ବହୁ ଗବେଷଣା ପରେ ମିଳିଲା ନୂଆ ତରିକା

ନୂଆଦିଲ୍ଲୀ: ଆଜିକାଲିର ଯୁବକ-ଯୁବତୀ, ଦମ୍ପତିଙ୍କ ମଧ୍ୟରେ ବ୍ରେକଅପ ଏକ ସାଧାରଣ କଥା ହୋଇଗଲାଣି । କିଛି କ୍ଷେତ୍ରରେ କିଛି ଦିନ, କିଛି ମାସ ମଧ୍ୟରେ ସମ୍ପର୍କ ତୁଟି ଯାଉଥିବା ବେଳେ ଅନେକ କ୍ଷେତ୍ରରେ ବର୍ଷ ବର୍ଷର ଦୀର୍ଘ…

ଓଡ଼ିଶାରୁ ଚିହ୍ନଟ ହେଲା ଅଧିକ ଅମଳକ୍ଷମ ଓ ପୁଷ୍ଟିକର ମାଣ୍ଡିଆ: କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ବଡ଼ ସଫଳତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଣ୍ଡିଆକୁ ନେଇ ରାଜ୍ୟ ସରକାର ମିଲେଟ୍ ମିଶନ ଆରମ୍ଭ କରିବା ସହ ମାର୍ଗଶିର ମାସ ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରିଛନ୍ତି । ସେହି ହିସାବରେ ପ୍ରତିବର୍ଷ ନଭେମ୍ବର ମାସ ୧୦…

କ୍ୟାନସର ସେଲକୁ ବିନାଶ କରିବ Artificial DNA: ଜରାୟୁ ଓ ସ୍ତନ କର୍କଟ ରୋଗୀଙ୍କ ପାଇଁ ବାହାରିଲା ନୂଆ ଚିକିତ୍ସା ପଦ୍ଧତି

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ କ୍ୟାନସର ଏକ ଭୟଙ୍କର ବୀମାରୀ । ନବଜାତ ଶିଶୁ, ଯୁବକ, ବୃଦ୍ଧ ସମସ୍ତେ ଏଥିରେ ଆକ୍ରାନ୍ତ ହେଉଛନ୍ତି । ଏହି ଭୟଙ୍କର ରୋଗର ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ହୋଇଥିବା ବେଳେ ଅନେକ ରୋଗୀ…