ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା: ଭାରତୀୟ ମୁଦ୍ରାର ସ୍ଥିତି ନେଇ ଅର୍ଥମନ୍ତ୍ରୀ ରଖିଲେ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୮୧ ଟଙ୍କା ପାଖାପାଖି ପହଞ୍ଚି ଯାଇଛି । କିଛିଦିନ ଧରି ଭାରତୀୟ ମୁଦ୍ରାର ସ୍ଥିତିରେ ନିମ୍ନମୁଖୀ ଦେଖିବାକୁ ମିଳିଛି । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା…

ଚଣ୍ଡିଗଡ଼ ପରେ ଭୋପାଳ: ପୁଣି ଜଣେ ଛାତ୍ରୀଙ୍କ ବାଥରୁମ୍ Video ଶୁଟ୍ ଓ ବ୍ଲାକମେଲ୍

ନୂଆଦିଲ୍ଲୀ: ଚଣ୍ଡିଗଡ଼ ୟୁନିଭରସିଟିର ଛାତ୍ରୀଙ୍କ ଏମଏମସ ଘଟଣାକୁ ଗୋଟିଏ ସପ୍ତାହ ନ ପୂରୁଣୁ ପୁଣି ଦେଖିବାକୁ ମିଳିଛି ଆଉ ଏକ ଜଘନ୍ୟ କାଣ୍ଡ । ଜଣେ ଛାତ୍ରୀଙ୍କର ଖରାପ ଭିଡିଓ ଶୁଟ୍ କରି ତାଙ୍କୁ ବ୍ଲାକ କରାଯାଉଥିବା…

(Video) ହଠାତ୍ ଧସିଗଲା ସଡ଼କ, ଗାତ ଭିତରକୁ ଖସିପଡ଼ିଲେ ବୃଦ୍ଧ ଓ ସ୍କୁଟି

ନୂଆଦିଲ୍ଲୀ: ଆଜିକାଲିର ରାସ୍ତାଘାଟର ଅବସ୍ଥା ଯାହା ଅନେକ ସମୟରେ ତା’ର ଭୟଙ୍କର ପରିଣାମ ଆମକୁ ଭୋଗିବାକୁ ପଡ଼େ । ତେବେ ରାସ୍ତାର ଅବସ୍ଥା ଠିକଠାକ୍ ଥାଇ ଯଦି ଅଚାନକ କିଛି ଦୁର୍ଘଟଣା ଘଟିବ, ସେତେବେଳେ ଭାଗ୍ୟକୁ ଦୋଷ ଦେବା…

ମୁମ୍ବାଇର ପୂର୍ବତନ ପୋଲିସ କମିସନରଙ୍କୁ ଗିରଫ କଲା CBI, ମହଙ୍ଗା ପଡ଼ିଲା ଅବୈଧ ଫୋନ୍ ଟ୍ୟାପିଂ

ନୂଆଦିଲ୍ଲୀ: ମୁମ୍ବାଇର ପୂର୍ବତନ ପୋଲିସ କମିସନର ସଞ୍ଜୟ ପାଣ୍ଡେଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) । ଏହା ପୂର୍ବରୁ ସଞ୍ଜୟଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା ଓ ସେ…

(Video) କୁକୁର ଖୋଜିଲା ଧର୍ମେନ୍ଦ୍ରଙ୍କ ମୋବାଇଲ, ଖୋଲିବ ଏବେ ମୃତ୍ୟୁ ପଛର ସମସ୍ତ ରହସ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀ ଜିଲ୍ଲା ଗୋପର ୧୧ନଂ ଜେନାର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ନୂଆ ଅପଡେଟ୍ ଆସିଛି । ରାଜଧାନୀ ଭୁବନେଶ୍ୱରର ଶିଶୁପାଳଗଡ଼ ସ୍ଥିତ ଘର…

ସୂର୍ଯ୍ୟ ଯେଉଁ ଦିଗରେ ଥିବେ, ସେହି ଦିଗକୁ ଚାହିଁ ରହିଥାଏ ସୂର୍ଯ୍ୟମୁଖୀ ଫୁଲ: ଏହା ପଛର କାରଣ କ’ଣ, କ’ଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: ସୂର୍ଯ୍ୟ ଯେଉଁ ଦିଗରେ ରହିଥାନ୍ତି ସେହି ଦିଗକୁ ସର୍ବଦା ଚାହିଁ ରହିଥାଏ ସୂର୍ଯ୍ୟମୁଖୀ ଫୁଲ । ଏହା ପଛର ସତ୍ୟତା ଆପଣମାନେ ଜାଣନ୍ତି କି? ଏନେଇ କିଛି ପୌରାଣିକ ଲୋକକଥା ଶୁଣାଯାଇଥାଏ । ମାତ୍ର ଏହା ପଛରେ ଏକ…

AIIMS ପକ୍ଷରୁ ବାହାରିଲା ଅନେକ ପଦବୀ, ମିଳିବ ହାଇ ପେ’ ସ୍କେଲ ସାଲାରୀ

ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ମେଡିକାଲ ଫିଲ୍ଡରେ ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ବଢ଼ିଆ ସୁଯୋଗ । ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ (ଏମ୍ସ), ଯୋଦ୍ଧପୁର…

୨୧ ଜଣ TMC ବିଧାୟକ BJPକୁ ଡେଇଁବେ! ପୁଣି ହଲଚଲ ହେଲା ବଙ୍ଗ ରାଜନୀତି

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ରାଜ୍ୟରେ ଗେରୁଆ ବାନା ଉଡ଼ାଇବାର ନିଶା ବିଜେପିର ସତେ ଯେମିତି ନିଶା ପାଲଟି ଯାଇଛି । ଦୁଇମାସ ପୂର୍ବରୁ ବିଜେପି ମହାରାଷ୍ଟ୍ରରେ ସୁପର ପ୍ଲାନ ପ୍ରୟୋଗ କରି ଉଦ୍ଧବ ଠାକରେଙ୍କୁ ଗାଦିଚ୍ୟୁତ…

Sumo Wrestler ଖାଆନ୍ତି କ’ଣ: କେତେ ଘଣ୍ଟା ବ୍ୟାୟାମ କରନ୍ତି, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ପୁରୁଷ ହୁଅନ୍ତୁ କି ମହିଳା ଜଣଙ୍କର ଖାଦ୍ୟ କେତେ କେତେ ତାହା ଆପଣମାନେ ସହଜରେ ଅନୁମାନ କରିପାରିବେ । ତେବେ ଆପଣମାନେ କେବେ ଭାବିଛନ୍ତି ସୁମୋ କୁସ୍ତିଯୋଦ୍ଧାଙ୍କ ଡାଏଟ୍ ବିଷୟରେ । ଏହି ସୁମୋ ରେସଲର…

ଅକ୍ଟୋବର ୧ରୁ ଦେଶରେ ଲଞ୍ଚ ହେବ 5G ମୋବାଇଲ ସର୍ଭିସ, PM ମୋଦୀ କରିବେ ଶୁଭାରମ୍ଭ

ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆସନ୍ତା ଅକ୍ଟୋବର ମାସ ୧ ତାରିଖରୁ ଦେଶରେ ୫ଜି ମୋବାଇଲ ସେବା ଲଞ୍ଚ ହେବ । ଏହି ସେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ପ୍ରଗତି ମୈଦାନ ସ୍ଥିତ…