୨୨ ବର୍ଷ ତଳେ ହୋଇଥିଲେ ଦୁଷ୍କର୍ମର ଶିକାର: Live TV ଶୋରେ ଶେୟାର କଲେ ଯନ୍ତ୍ରଣାର କାହାଣୀ

ନୂଆଦିଲ୍ଲୀ: ୨୨ ବର୍ଷ ତଳେ ଦୁଷ୍କର୍ମର ଶିକାର ହୋଇଥିବା ଜଣେ ମହିଳା ନିଜର ଯନ୍ତ୍ରଣାର କାହାଣୀ ଶୁଣାଇଛନ୍ତି । ଗୁଡ ମର୍ଣ୍ଣିଂ ବ୍ରିଟେନ ନାମକ ଏହି ଶୋ ଟି ଅତ୍ୟନ୍ତ ପ୍ରସିଦ୍ଧ । ଏହି ଶୋରେ ବିଭିନ୍ନ ପୀଡିତ ବ୍ୟକ୍ତି…

ଶ୍ରେୟସ ଆୟାରଙ୍କ ପାଇଁ ବଡ ସୁଯୋଗ: ଅଧିନାୟକ କରିବା ପାଇଁ ଆଇପିଏଲ୍‌ର ତିନି ଫ୍ରାଞ୍ଚାଇଜ୍‌ ଆଗ୍ରହୀ

ନୂଆଦିଲ୍ଲୀ: ଶ୍ରେୟସ ଆୟାର ଚଳିତ ବର୍ଷର ଆଇପିଏଲରେ ଯେ କୌଣସି ଏକ ଫ୍ରାଞ୍ଚାଇଜର ଅଧିନାୟକ ନିଯୁକ୍ତି ହେବା ନିଶ୍ଚିତ ହୋଇ ଯାଇଛି । କାରଣ ମିଳିଥିବା ସୂଚନା ମୁତାବକ ବିରାଟ କୋହଲି ବହୁଦିନ ଧରି ବର୍ତ୍ତମାନ ରୟାଲ…

ପାକିସ୍ତାନ ଜେଲରେ ଭାରତୀୟ ଧୀବରଙ୍କ ସନ୍ଦେହ ଜନକ ମୃତ୍ୟୁ, ମୃତଦେହ ଆଣିବା ପାଇଁ ୱାଘା ବର୍ଡରରେ ପହଞ୍ଚିଲା ଟିମ୍

ନୂଆଦିଲ୍ଲୀ: ବର୍ଷକ ତଳେ ପାକିସ୍ତାନ ତଟରକ୍ଷୀ ବାହିନୀ ଦ୍ୱାରା ଗିରଫ ହୋଇ ପାକିସ୍ତାନ ଜେଲରେ ଥିବା ଗୁଜରାଟର ୫୦ ବର୍ଷୀୟ ମତ୍ସ୍ୟଜୀବୀ ଜୟନ୍ତୀ ପୋଲାଙ୍ଗିଙ୍କର ମୃତ୍ୟୁକୁ ନେଇ ସନ୍ଦେହ ଜାତ ହୋଇଛି । ତେବେ କେଉଁ କାରଣରୁ…

ବାଇଗଣ କିଆରିରେ ଗାଈପଶିବାରୁ ମାରପିଟ୍‌, ଗାଈ ମାଲିକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ବାଲିପାଟଣା (ଭାସ୍କର ନ୍ୟୁଜ୍‌): ବାଲିପାଟଣା ଥାନା ଅନ୍ତର୍ଗତ ପୂବାଗଡ଼ରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ବିଲରେ ପଶି ଗାଈ ବାଇଗଣ ଖାଇଯିବାରୁ ପାଟିତୁଣ୍ଡ ପରେ ମାର୍‌ ପିଟ୍‌ରେ ପରିଣତ ହୋଇ ଜଣଙ୍କ ମୁଣ୍ଡ ଫାଟି…

ନିର୍ଜନ ଜାଗାରେ ଅଙ୍ଗନୱାଡି କର୍ମୀ ଗ୍ରହଣ କରୁଛନ୍ତି ପେଟି ପେଟି ଜିନିଷ, ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ସାଧାରଣରେ ଚର୍ଚ୍ଚା

ଚିକିଟି, (ଭାସ୍କର ନ୍ୟୁଜ୍‌): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟି ବ୍ଲକର ଅଜବ ନୀତି ସମସ୍ତଙ୍କୁ ଚକିତ କରିଦେଇଛି । ସୂଚନା ପ୍ରକାରେ ସୋମବାର ସାନ୍ଧ୍ୟ ସମୟରେ ଚିକିଟି ପେଙଋର ଋଷିଦଲି ପାହାଡ଼ ନିକଟରେ ଏକ ନିଛାଟିଆ…

ଆଜିଠୁ ହାଇକୋର୍ଟରେ ହେବ ଶୁଣାଣି, ଦୁଇ ଜଣିଆ ଖଣ୍ଡପୀଠ ଓ ଜଣିକିଆ ଖଣ୍ଡପୀଠରେ କେବଳ ଅତି ଜରୁରୀ ମାମଲାର ହେବ ଶୁଣାଣି

କଟକ (ଭାସ୍କର ନ୍ୟୁଜ୍‌):  ଆଜିଠୁ ଓଡ଼ିଶା ହାଇକୋର୍ଟ ପୁଣି ଥରେ କାର୍ଯ୍ୟକ୍ଷମ ହେବ । ହାଇକୋର୍ଟ କର୍ମଚାରୀ ସମେତ ହାଇକୋର୍ଟର ଅନ୍ୟାନ୍ୟ ଜୁଡିସିଆଲ୍‌ ଷ୍ଟାଫ୍‌ କରୋନାରେ ଆକ୍ରାନ୍ତ ହେବା କାରଣରୁ ଗତ ୧୩ ତାରିଖରୁ ୧୭…

ରେଭେନ୍‌ସା ମହାନଦୀ କ୍ୟାମ୍ପସ୍‌ କେବେ ! ଶିଳାନ୍ୟାସକୁ ପୁରିଲା ୬ ବର୍ଷ

କଟକ (ଭାସ୍କର ନ୍ୟୁଜ୍‌): ରେଭେନ୍‌ସା ବିଶ୍ୱବିଦ୍ୟାଳୟର ଦି୍ୱତୀୟ କ୍ୟାମ୍ପସ୍‌’ର ଶିଳାନ୍ୟାସକୁ ଇତି ମଧ୍ୟରେ ଦୀର୍ଘଦିନ ବିତିଲାଣିା କଟକର ସାଟେଲାଇଟ୍‌ ସିଟି ମର୍କନନଗର ସେକ୍ଟର ୧୩ ନିକଟସ୍ଥ ବ୍ରଜବିହାରୀପୁର ଠାରେ…

ଭୁବନେଶ୍ୱର ସିଭ୍‌ଲ କୋର୍ଟରେ କରୋନା ଆତଙ୍କ: ଏକାଧିକ କର୍ମଚାରୀ ସଂକ୍ରମିତ ଚିହ୍ନଟ, ୨ ଦିନ ପାଇଁ କାର୍ଯ୍ୟାଳୟ ସିଲ୍

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ଭୁବନେଶ୍ୱର ସିଭ୍‌ଲ କୋର୍ଟରୁ ପୁଣି ଆତଙ୍କ ଖେଳାଇଲା କରୋନା।  ଏକାଧିକ କର୍ମଚାରୀ କୋଭିଡ଼ ପଜିଟିଭ୍‌ ବାହାରିବା ପରେ କୋର୍ଟକୁ  ସିଲ୍‌ କରିଛି ବିଏମ୍‌ସି ।  ଦୁଇ ଦିନ ଅର୍ଥାତ ୧୮…

ନିର୍ବାଚନ ପୂର୍ବରୁ ଅଘୋଷିତ ସରପଞ୍ଚ ପଦବୀ ନିଲାମ ପ୍ରସଙ୍ଗ, ନିର୍ବାଚନ କମିଶନଙ୍କ ଜବାବ ତଲବ

ବଲାଙ୍ଗୀର, (ଭାସ୍କର ନ୍ୟୁଜ) : ଚଳିତ ପଞ୍ଚାୟତ ନିର୍ବାଚନ ନାମାଙ୍କନ ଦାଖଲ ପୂର୍ବରୁ ଅଘୋଷିତ ସରପଞ୍ଚ ଚୟନ ହୋଇଛି । ସରପଞ୍ଚ ଚୟନ ପାଇଁ ଆପଣା ଯାଇଛି ନୂଆ ଫଣ୍ଡା । ନିଲାମ ମାଧ୍ୟମରେ ସରପଞ୍ଚ ଚୟନ କରାଯାଇଛି ।…

କରୋନା ନୂଆ ଭାରିଆଣ୍ଟକୁ ମାତ୍‌ ଦେବ ଭାରତୀୟ ଟିକା, ହ୍ୟୁମାନ ଟ୍ରାଏଲ ଖୁବ୍‌ ଶୀଘ୍ର

ପୁନେ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ମୁକାବିଲା କରିବା ପାଇଁ ଭାରତରେ ପ୍ରଚଳିତ ଟିକାକୁ ନେଇ ବିଶେଷଜ୍ଞମାନେ ବିଭିନ୍ନ ମତ ଦେଉଥିବା ବେଳେ ଖୁବ ଶୀଘ୍ର ଆଉ ଏକ ଭାରତୀୟ ଟିକା ବଜାରକୁ ଆସିବାକୁ ଯାଉଛି । ପୁନେସ୍ଥିତ…