ସିଡିଏସ୍‌ ବିିପିନ ରାୱତ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଲେ ଶିବଭାଇ ରାମ, ଉଠାଇଆଣିଲା ପୋଲିସ୍

ଅହମଦାବାଦ: ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିିପିନ ରାୱତ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରେ ସମଗ୍ର ଦେଶ ସ୍ତବ୍ଧ ହୋଇ ଯାଇଛି । ମାତ୍ର ତାଙ୍କ ମୃତ୍ୟୁକୁ ନେଇ ଗୁଜରାଟର ଜଣେ ୪୪ ବର୍ଷୀୟ ବ୍ୟକ୍ତି…

ବିଜ୍ଞାପନର ଲାଗାଇବା ବେଳେ ହୋଡିଂ ବୋର୍ଡରୁ ଖସି ପଡିଲେ ଯୁବକ, ଡାକ୍ତରଖାନା ଯିବା ବାଟରେ ଚାଲିଗଲା ଜୀବନ

ବାରଙ୍ଗ(ଭାସ୍କର ନ୍ୟୁଜ୍‌): ବାରଙ୍ଗ ଆନନ୍ଦ ବଜାର ଗୋଲେଇ ଛକ ନିକଟରେ ଏକ ହୋଡିଂ ଉପରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଖବରରୁ ପ୍ରକାଶ ବାରଙ୍ଗ ଥାନା ଅନ୍ତର୍ଗତ ଆନନ୍ଦ ବଜାର ନିକଟସ୍ଥ ଟ୍ରକ ମାଲିକ ସଂଘ…

ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ୩ଲକ୍ଷ ୭୦ହଜାର ଟଙ୍କା ଲୁଟି ନେଲ ଦୁର୍ବୃତ୍ତ

ଛତ୍ରପୁର (ଭାସ୍କା ନ୍ୟୁଜ୍‌): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ପ୍ରାୟଗୀ ନିକଟସ୍ଥ ସାହେବ କେନାଲ ରାସ୍ତାରେ  ଜଣେ ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ୩ଲକ୍ଷ ୭୦ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ ।…

ବନବିଭାଗ ଓ ହରିଣ ଶିକାରୀଙ୍କ ମଧୁଚନ୍ଦ୍ରିକା: ଶିକାରୀ ଫେରାର, ବିନା କାରଣରେ ଶିକ୍ଷକଙ୍କୁ ଘରୁ ଉଠାଇ ଆଣି କୋର୍ଟ ଚାଲାଣ

ରାଜନଗର (ଭାସ୍କର ନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବନ ବିଭାଗର ଦୁର୍ନୀତି ପିଛା ଛାଡୁନଥିବା ବେଳେ ରେଞ୍ଜରଙ୍କ ସମ୍ପୃକ୍ତି ନେଇ ସାଧାରଣରେ ଚର୍ଚ୍ଚା ଯୋର ଧରିଥିଲେ ମଧ୍ୟ ବନଖଣ୍ଡ ଅଧିକାରୀଙ୍କ ନିରବତା…

ଜାମିନ ସର୍ତ୍ତରେ କୋହଳ କରିବାକୁ ଆର୍ଯ୍ୟନ୍‌ ଖାନ୍‌ଙ୍କ ଆବେଦନ, ଆସନ୍ତା ସପ୍ତାହରେ ଶୁଣାଣି ହେବାର ସମ୍ଭାବନା

ମୁମ୍ବାଇ:ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲିଉଡ୍‌ ସୁପର୍‌ ଷ୍ଟାର୍‌ ଶାହରୁଖ୍‌ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ । ଡ୍ରଗ୍ସ ମାମଲାରେ ଜାମିନ ସର୍ତ୍ତରେ ସଂଶୋଧନ କରିବାକୁ ଆର୍ଯ୍ୟନ୍‌ ଖାନ୍‌ କୋର୍ଟଙ୍କୁ…

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ସ୍ଥଗିତ

ବରଗଡ଼, (ଭାସ୍କର ନ୍ୟୁଜ୍‌): ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । କୋଭିଡ କଟକଣାକୁ ଲକ୍ଷ୍ୟ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ହେଲେ ଜାନୁଆରୀ ଗାଇଡ୍‌ଲାଇନ୍‌ ଆସିବା ପରେ ଏନେଇ…

ଲାଲ ଶାଢୀର Reelରେ ନିଆଁ ଲଗାଇଦେଲେ ଶମା: ଦେଖନ୍ତୁ ଫଟୋ ଓ Video

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ମଡେଲ ଶମା ସିକନ୍ଦର ପୁଣି ଥରେ ଚର୍ଚ୍ଚାରେ । ଲାଲ ଶାଢୀରେ ଶମା ନିଜର ଫଟୋ ଶେୟାର କରିବା ସହିତ ଏକ ରିଲ ମଧ୍ୟ ଶେୟାର କରିଛନ୍ତି । ସର୍ବଦା ନିଜର ବୋଲ୍ଡ ଅବତାର ପାଇଁ ଚର୍ଚ୍ଚିତ ଶମା…

ସୁମିତ ମୋତେ ପଇସା ଯାଚିଥିଲେ: ସ୍ୱାମୀ ଉଭାନ ହେବା ପରେ କାନ୍ଦି କାନ୍ଦି କହିଲେ ତପସ୍ୱିନୀ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡାକ୍ତର ସୁମିତ ଏବଂ ତପସ୍ୱିନୀ ଦାସ ମାମଲା ଏବେ ନୂଆ ମୋଡ ନେବାକୁ ଲାଗିଛି । ଡାକ୍ତର ବାବୁ ୮ ଦିନିଆ ଛୁଟି ଆବେଦନ କରି ଅନ୍ତର୍ଦ୍ଧାନ ହୋଇଯିବା ପରେ ଏହାକୁ ନେଇ କାନ୍ଦି କାନ୍ଦି ଗୁହାରି…

ମହାରାଷ୍ଟ୍ରରୁ ଚିହ୍ନଟ ହେଲେ ଆଉ ୭ ଓମିକ୍ରନ ଆକ୍ରାନ୍ତ: ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୩

ମୁମ୍ବାଇ: ଦେଶର ଓମିକ୍ରନ ହବ ପାଲଟିବାରେ ଲାଗିଲାଣି ମହାରାଷ୍ଟ୍ର । ଶୁକ୍ରବାର ମହାରାଷ୍ଟ୍ରରୁ ଆଉ ୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଛୁଇଁଛି । ଏହା ସହିତ କେବଳ…