୬ ମାସରେ ସର୍ବନିମ୍ନ ସ୍ତରରେ କରୋନା ମୃତ୍ୟୁ; ମେ ମାସ ପରଠାରୁ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ: ଚଳିତ ନଭେମ୍ବର ମାସରେ ସର୍ବନିମ୍ନ ସ୍ତରରେ ରହିଛି କରୋନା ମୃତ୍ୟୁ ସଂଖ୍ୟା । ମେ ମାସ ଠାରୁ ହିସାବକୁ ନେଲେ ବିଗତ ୬ ମାସରେ କରୋନା ମୃତ୍ୟୁ ସଂଖ୍ୟା ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଏହା ସହିତ କ୍ରମାଗତ…