ଟୁଇଟର ଇଣ୍ଡିଆର ପୂର୍ବତନ ଏମଡିଙ୍କ ବଢିଲା ଅଡୁଆ, ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବଢିଲା ଟୁଇଟର ଇଣ୍ଡିଆର ପୂର୍ବତନ ଏମଡିଙ୍କ ଅଡୁଆ । ପୂର୍ବତନ ଏମଡି ମନୀଷ ମାହେଶ୍ୱରୀଙ୍କ ବିରୋଧରେ ଏକ ମାମଲାରେ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ । ଏଥିସହ ସମ୍ବେଦନଶୀଳ ଭିଡିଓ ଅପଲୋଡିଂ ମାମଲାରେ ଉତ୍ତର…

ମହା ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ୟା, ତିନୋଟି ସ୍ଥାନ ପାଇଁ ଏବେ ବି କୌଣସି ଖେଳାଳି ସ୍ଥିର ହୋଇ ନାହାନ୍ତି

ନୂଆଦିଲ୍ଲୀ : ଦୁଇ ଅଭ୍ୟାସ୍ ମ୍ୟାଚ୍ ପରେ ୧୫ ଜଣିଆ ଭାରତୀୟ ଦଳ ପାକିସ୍ତାନର ମୁକାବିଲା କରିବାକୁ ପ୍ରସ୍ତୁତ । ଏହି ମ୍ୟାଚ୍ ଅକ୍ଟୋବର ୨୪ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ଇଂଲଣ୍ଡ ଓ…

ଚୀନକୁ ମୁହଁତୋଡ ଜବାବ ଦେବା ପାଇଁ ଭାରତ ତିଆରି କରୁଛି ବିପଦଜ୍ଜନକ ‘ହାଇପରସୋନିକ ମିସାଇଲ’- ରିପୋର୍ଟ

ନୂଆଦିଲ୍ଲୀ : ବିଶ୍ୱର କିଛି ବଛା ବଛା ଦେଶରେ ସାମିଲ୍ ହେଲା ଭାରତ । ଏହି ସବୁ ଦେଶ ହାଇପରସୋନିକ ମିସାଇଲ ବିକଶିତ କରୁଛନ୍ତି । ଆମେରିକା ସଂସଦର ଏକ ସ୍ୱତନ୍ତ୍ର ରିପୋର୍ଟରେ ଏହା କୁହାଯାଇଛି । ଆମେରିକାର ଏହି ରିପୋର୍ଟ…

‘ଓଡ଼ିଶା ଭାସ୍କର’ ର ମହାପ୍ରଭାବ: ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେଲା ବନବିଭାଗ, ବନ୍ଦ ହେଲା ଚୋରା କରତକଳ

କଣ୍ଟାପଡ଼ା (ଭାସ୍କର ନ୍ୟୁଜ୍‌): ଗୁଣାଦୋଳରେ ଚୋରା କରତକଳ ଚଳାଉଥିବା ବେଳେ ସେଠାରେ ଥିବା ଲକ୍ଷ୍ୟାଧିକ ଟଙ୍କାର କାଠ ଗଚ୍ଛିତ ଥିଲା । ଏହାର ଖବର ଓଡ଼ିଶା ଭାସ୍କର ଖବର କାଗଜରେ ଖବର ପ୍ରସାରଣ କରାଯାଇଥିଲା । ଏହି ଖବର…

ପ୍ରଥମ ଥର ପାଇଁ ଶାରୀରିକ ଶୁଣାଣି ପାଇଁ ଦ୍ୱାର ଖୋଲିଲେ ସୁପ୍ରିମ୍‌କୋର୍ଟ, ସାମ୍ବାଦିକଙ୍କୁ ମିଳିଲା କୋର୍ଟରୁମ୍‌ ଭିତରକୁ ପ୍ରବେଶ ଅନୁମତି

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଶାରୀରିକ ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟ ପୁନଃ ଦ୍ୱାର ଖୋଲିଛନ୍ତି । ସର୍ବୋଚ୍ଚ ଅଦାଲତ ନିକଟରେ ଶୁଣାଣି ପାଇଁ ଏକ ନୂତନ ଏସଓପି ଜାରି କରିଥିଲେ । ଯାହା ଅନୁଯାୟୀ ବୁଧବାର ଏବଂ ଗୁରୁବାର…

ଟି-୨୦ ବିଶ୍ୱକପ: ୨୪ରେ ଇଣ୍ଡିଆ-ପାକ୍ ଫାଇଟ୍, ମ୍ୟାଚ୍‌କୁ ନେଇ ଚାଲିଛି ଚର୍ଚ୍ଚା

ଦୁବାଇ: ଆସନ୍ତା ୨୪ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ କ୍ରିକେଟ ମ୍ୟାଚକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । କାରଣ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ମ୍ୟାଚକୁ…

ଆଇପିଏଲ୍‌ର ନୂଆ ଫ୍ରାଞ୍ଚାଇଜ୍‌ ଦୌଡ଼ରେ ମାଞ୍ଚେଷ୍ଟର ୟୁନାଇଟେଡ୍‌ କ୍ଳବ୍‌ ମାଲିକ, କିଣିପାରନ୍ତି ନୂଆ ଟିମ୍

ମୁମ୍ବାଇ: ବିଶ୍ୱର ଅନ୍ୟତମ ଲୋକପ୍ରିୟ ଫୁଟବଲ କ୍ଳବ ଇଂଲଣ୍ଡର ମାଞ୍ଚେଷ୍ଟର ୟୁନାଇଟେଡ ଇଣ୍ଡିଆନ ପ୍ରିମିଏର ଲିଗ୍‌ (ଆଇପିଏଲ) ସହିତ ସଂପ୍ୟକ୍ତ ହେବାକୁ ଆଗ୍ରହୀ । ଇଂଲଣ୍ଡ ପ୍ରିମିୟର ଲିଗର ପ୍ରଖ୍ୟାତ କ୍ଳବ ମାଞ୍ଚେଷ୍ଟର…

ଦୀପାବଳିରେ ଧମାଲ୍‌ କରିବ ରୋହିତ ଶେଟ୍ଟୀଙ୍କ ବହୁ ପ୍ରତିକ୍ଷିତ ସିନେମା ‘ସୂର୍ଯ୍ୟବଂଶୀ’, ଫିଲ୍ମର ପ୍ରଥମ ଗୀତ ‘ଆଇଲା ରେ ଆଇଲା’ ରିଲିଜ୍‌

ମୁମ୍ବାଇ (ଭାସ୍କର ନ୍ୟୁଜ୍): ନଭେମ୍ବର ୫ରେ ରିଲିଜ୍‌ ହେବାକୁ ଯାଉଛି ରୋହିତ ଶେଟ୍ଟୀଙ୍କ ଅପକମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’ । ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍‌ଙ୍କ ଯୋଡିକୁ ଦେଖିବାକୁ ଦର୍ଶକେ ବହୁତ ଉତ୍ସାହର ସହ…

ଉତ୍ତରାଖଣ୍ଡର ପ୍ରଳୟଙ୍କରୀ ବନ୍ୟା: ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି, ଅନେକ ନିଖୋଜ

ଡେରାଡୁନ: ସଂପ୍ରତି ଉତ୍ତରାଖଣ୍ଡର ପ୍ରଳୟଙ୍କରୀ ବନ୍ୟା ଯୋଗଁୁ ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଛି । ଆହୁରି ଅନେକ ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ…

ବୟସ ମାତ୍ର ୧୨ ମାସ, କିନ୍ତୁ ମାସିକ ରୋଜଗାର ୭୫ ହଜାର; ଜାଣନ୍ତୁ କେମିତି ଏ କମାଲ୍ କଲେ ଏହି ଶିଶୁ

ନୂଆଦିଲ୍ଳୀ: ବୟସ ବର୍ଷେ । କିନ୍ତୁ ରୋଜଗାର କୌଣସି ବୟସ୍କଙ୍କଠାରୁ କମ୍‌ ନୁହେଁ । ବର୍ଷକର ଛୁଆ ଅର୍ଜୁଛି ମାସକୁ ହଜାର ହଜାର ଟଙ୍କାରେଜଗାର କରୁଛନ୍ତି । ବଡ ବଡ ଚାକିରିଆଙ୍କୁ ମାତ ଦେଉଛି । ମାସିକ ୭୫ ଜହାର ଟଙ୍କା…