ଖତରୋଁ କେ ଖିଲାଡି-୧୧’ର ୱିନର ହେଲେ ଅର୍ଜୁନ ! ସୋସିଆଲ ମିଡିଆରେ ଚର୍ଚ୍ଚା
ମୁମ୍ବାଇ: କଲର୍ସ ଟିଭିର ଲୋକପ୍ରିୟ ଶୋ ଖତରୋ କେ ଖିଲାଡି -୧୧ ।ଏହି ସିଜିନ୍କୁ ଦର୍ଶକ ବହୁତ ଭଲ ପାଇବା ଦେଇଛନ୍ତି । ଶୋ’ର ଗ୍ରାଣ୍ଡ ଫାଇନାଲ୍ ସେପ୍ଟେମ୍ବର ୨୫ ଓ ୨୬ରେ ହେବ । କେପଟାଉନରେ ଅନୁଷ୍ଠିତ ହେଉଥିବା ଖତରୋଁ…