CHARIDHAM

ଆଇପିଏଲ ୨୦୨୧:ଟସ ଜିତି ହାଇଦ୍ରାବାଦର ବ୍ୟାଟିଂ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ ରବିବାର ଡବଲ ହେଡର ମୁକାବିଲାରେ ସମ୍ମୁଖୀନ ହେବେ କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ସନରାଇଜର୍ସ ହାଇଦ୍ରାବାଦ ।…

କାବୁଲ ମସଜିଦ ବାହାରେ ବିସ୍ଫୋରଣ: ୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଳୀ: ଆଫଗାନିସ୍ତାନରେ ପୁଣି ଘଟିଯାଇଛି ଏକ ବିସ୍ଫୋରଣ । କାବୁଲ ସ୍ଥିତ ଏକ ମସଜିଦ ବାହାରେ ଘଟିଥିବା ବିସ୍ଫୋରଣରେ ଦୁଇ ଜଣ ସାଧାରଣ ଲୋକଙ୍କ ପ୍ରାଣହାନି ଘଟିଛି । କାବୁଲରେ ରହିଥିବା ଇଦ ଗାହ ମସଜିଦରେ ରବିବାର ଏହି…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ କରୋନା; AIIMSରେ ଭର୍ତ୍ତି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସାଂସଦଙ୍କ ପ୍ରତିନିଧି ଚନ୍ଦ୍ରବିନ୍ଦୁ ଦାସ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ରବିବାର…

ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ: ପଞ୍ଜାବ ସମ୍ମୁଖରେ ୧୬୫ରନର ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ ଏହାର ଅନ୍ତିମ ଚରଣରେ ପହଞ୍ଚିଥିବା ବେଳେ ରବିବାର ପରସ୍ପର ମୁକାବିଲା କରିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗସ । ଗ୍ଲେନ ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ ସହାୟତାରେ…

ଅମୀମାଂସିତ ଭାବରେ ଶେଷ ହେଲା ଐତିହାସିକ Day-Nightଟେଷ୍ଟ

ନୂଆଦିଲ୍ଳୀ: ଭାରତ ଏବଂ ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ଖେଳାଯାଇଥିବା ଐତିହାସିକ ମହିଳା ଦିବାରାତ୍ର ଟେଷ୍ଟ ମ୍ୟାଚ ଅମୀମାଂସିତ ଭାବରେ ଶେଷ ହୋଇଛି । ବର୍ଷା କାରଣରୁ ଗୋଟିଏ ଦିନର ଖେଳ ଧୋଇଯିବାରୁ ଟେଷ୍ଟଟି ଅମୀମାଂସିତ…

ନନ୍ଦିଗ୍ରାମକୁ ମୁହଁତୋଡ ଜବାବ ଦେଇଛି ଭବାନୀପୁର ଫଳାଫଳ: ମମତା ବାନାର୍ଜୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଭାବନୀପୁର ଉପ ନିର୍ବାଚନରେ ବିଜୟୀ ହେବା ପରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୫୮୮୩୨ ଭୋଟର ବିଶାଳ ବ୍ୟବଧାନରେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ପରାସ୍ତ…

ପିିପିଲି ଜନାଦେଶ: ୧୬ ନମ୍ବର ରାଉଣ୍ଡ ସୁଦ୍ଧା ବିଜେଡିକୁ ୬୩ ହଜାର ଭୋଟ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପିପିଲି ଉପ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଥିବା ବେଳେ ୧୬ ନମ୍ବର ରାଉଣ୍ଡର ଫଳାଫଳ ଆସିଛି । ବିଜେଡି ୬୩୪୩୭ ଭୋଟ ସହିତ ଅଗ୍ରଣୀ ବଜାୟ ରଖିଛି । ୧୬ ନମ୍ବର ରାଉଣ୍ଡ ସୁଦ୍ଧା ବିଜେଡି…

ପିିପିଲି ଜନାଦେଶ: ୧୩ ନମ୍ବର ରାଉଣ୍ଡ ସୁଦ୍ଧା ୧୪ ହଜାର ଭୋଟରେ ଆଗୁଆ ବିଜେଡି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପିପିଲି ଉପନିର୍ବାଚନରେ ଭୋଟ ଗଣତି ଜାରି ରହିଥିବା ବେଳେ ଆଗୁଆ ରହିଛନ୍ତି ବିଜେଡିର ରୁଦ୍ର ପ୍ରସାଦ ମହାରଥୀ । ଆରମ୍ଭରୁ ଅଗ୍ରଣୀ ବଜାୟ ରଖିଥିବା ରୁଦ୍ର ୧୩ ନମ୍ବର ରାଉଣ୍ଡ ଭୋଟ ଗଣତି…

ବ୍ରିଟେନକୁ ଦୃଢ ଜବାବ ଦେବାରୁ ମୋଦୀ ସରକାରଙ୍କୁ ପ୍ରଶଂସା କଲେ ପାକିସ୍ତାନୀ ମିଡିଆ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ଗୋଟିଏ ଦିନ ପୂର୍ବେ ଭାରତ ସରକାର ବ୍ରିଟେନରୁ ଆସୁଥିବା ନାଗରିକଙ୍କ ପାଇଁ କଡା ନିୟମର ଘୋଷଣା କରିଥିଲେ । ଏଥିରେ ମୋଦୀ ସରକାର ୟୁକେରୁ ଆସୁଥିବା ବ୍ରିଟିଶ ଯାତ୍ରୀଙ୍କ ପାଇଁ ୭୨ ଘଣ୍ଟା ଭିତର ଆରଟି-ପିସିଆର…

ଭବାନୀପୁର ଉପ ନିର୍ବାଚନ: ବିଜେପି ପ୍ରାର୍ଥୀଙ୍କଠୁ ୨୬ ହଜାର ଭୋଟରେ ଆଗୁଆ ମମତା ବାନାର୍ଜୀ, ଶୁଭେଚ୍ଛା ଦେଲେ ଅଖିଳେଶ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ତିନୋଟି ବିଧାନସଭା ଆସନରେ ହୋଇଥିବା ଉପ ନିର୍ବାଚନ ପାଇଁ ରବିବାର ଭୋଟ୍ ଗଣତି ଜାରି ରହିଛି । ଏଥିରୁ ଭବାନୀପୁର ହେଉଛି ହାଇପ୍ରୋଫାଇଲ ସିଟ୍ । କାରଣ ଏହି ଆସନରେ ଟିଏମସି ମୁଖ୍ୟ ମମତା…