କରୋନା ପରେ ସ୍ମାର୍ଟ ସିଟିରେ ଡେଙ୍ଗୁ ଟେନ୍ସନ୍, ଘର ଘର ବୁଲି ଡେଙ୍ଗୁ ମୁକାବିଲା ପାଇଁ ସଚେତନତା କରିବ ବିଏମ୍ସି
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଏବେ ରାଜଧାନୀରେ ଡେଙ୍ଗୁ ମୁକାବଲା ପାଇଁ ବିଏମ୍ସି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜୋରଦାର ହୋଇଛି । ଏବେ ଘର ଘର ବୁଲି ସହରବାସୀଙ୍କୁ ସଚେତନତା କରୁଛି ବିଏମ୍ସି । ଡେଙ୍ଗୁର ଲକ୍ଷଣ ସହ…