୨୪ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ; ଜାଣନ୍ତୁ କାହିଁକି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆସନ୍ତା କାଲି ରାଜ୍ୟର ୨୪ଟି ଜିଲ୍ଲାରେ ବନ୍ଦ ରହିବ ଟିକକରଣ । ଟିକା ଅଭାବରୁ ରାଜ୍ୟରେ ଟିକାକରଣ ଗଭୀର ଭାବରେ ପ୍ରଭାବିତ ହୋଇଛି । ସୋମବାର ରାଜ୍ୟର ୨୪ଟି ଜିଲ୍ଲାରେ ଟିକାକରଣ ବନ୍ଦ…

ଏହି ଉପାୟ ନ କଲେ ପ୍ରେମିକା ଜମା ପଟିବନି

ଓଡ଼ିଶା ଭାସ୍କର: ବ୍ୟକ୍ତିଗତ ଜୀବନରେ ସମସ୍ତେ କାହାକୁ ନା କାହାକୁ ପସନ୍ଦ କରିଥାନ୍ତି । ତେବେ ପସନ୍ଦ କରୁଥିବା ଲୋକଙ୍କୁ ଇମ୍ପ୍ରେସ କରିବାରେ ସମସ୍ତେ ପ୍ରଭାବିତ ହୋଇନଥାନ୍ତି । ଏଥିପାଇଁ ବହୁତ ପରିଶ୍ରମ କରିବାକୁ…

ପୁରୀରେ ଲାଗୁହେଲା ୪୮ ଘଣ୍ଟିଆ କର୍ଫ୍ୟୁ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ରଥଯାତ୍ରା ପାଇଁ ପୁରୀ ସହରରେ ଦୁଇ ଦିନିଆ କର୍ଫ୍ୟୁ ଲାଗୁ କରାଯାଇଛି । ରବିବାର ରାତି ୮ଟାରୁ କର୍ଫ୍ୟୁ ଲାଗୁ କରାଯାଇଛି । ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ଟା ଯାଏଁ ଏହି…

ଶ୍ରୀ ଜୀଉଙ୍କ ଟାହିଆ ଯୋଗାଉଛି ରାଘବଦାସ ମଠ

ପୁରୀ(ଓଡ଼ିଶା ଭାସ୍କର): ଶ୍ରୀକ୍ଷେତ୍ରରେ ସରିଛି ତିନି ରଥର ନିର୍ମାଣ କାର୍ଯ୍ୟ। ଯାତ୍ରାରେ ମହାପ୍ରଭୁ ସ୍ନାନମଣ୍ଡପକୁ ବିଜେ ଓ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ ସମୟରେ ଟାହିଆ ପରିଧାନ କରିଥାନ୍ତି l ଶ୍ରୀଗୁଣ୍ଡିଚା ଦିନ…

ଷ୍ଟାନ ସ୍ୱାମୀଙ୍କୁ ହତ୍ୟା କରିଛି ବିଜେପି ସରକାର: କାହିଁକି ଏମିତ କହିଲେ ସଞ୍ଜୟ ରାଉତ

ମୁମ୍ବାଇ: ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ପୁଣି ଥରେ ବିଜେପିକୁ ଆକ୍ରମଣ କରିଛନ୍ତି । ଫାଦର ଷ୍ଟାନ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ବିଜେପିକୁ ସମାଲୋଚନା କରିଛନ୍ତି ରାଉତ । ଜେଲରେ ଷ୍ଟାନ ସ୍ୱାମୀଙ୍କୁ କେନ୍ଦ୍ର ସରକାର…

Flipkartରେ ଶସ୍ତାରେ ମିଳୁଛି Realme ଡିଜୋ ଫିଚର ଫୋନ୍

ମୁମ୍ବାଇ: Flipkartରେ ସବୁଠାରୁ ଶସ୍ତାରେ ଉପଲବ୍ଧ ହେବାକୁ ଯାଉଛି ରିଅଲମି ଡିଜୋ । ରିଅଲମିର ସବ ବ୍ରାଣ୍ଡ ଡିଜୋ ବିଗତ ମାସରେ ଭାରତରେ ପ୍ରବେଶ କରିଥିବା ବେଳେ ଏହାର ଫିଚର ଫୋନ୍ ବର୍ତ୍ତମାନ ଲଞ୍ଚ ହେବାକୁ ଯାଉଛି ।…

ଏକାସାଥୀରେ ଆଲ୍ଫା ଓ ବୀଟା ଭାରିଆଣ୍ଟରେ ସଂକ୍ରମିତ ହେଲେ ମହିଳା; ତା ପରେ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ଏକାସାଥୀରେ କରୋନାର ଦୁଇ ଦୁଇଟି ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ ବେଲଜିୟମର ଜଣେ ୯୦ ବର୍ଷୀୟ ମହିଳା । ଦୁଇଟି ଯାକ ଭାରିଆଣ୍ଟରେ ସଂକ୍ରମିତ ହେବା ପରେ ମହିଳା ଜଣଙ୍କ ପ୍ରାଣ ହରାଇଛନ୍ତି । ଶନିବାର ପ୍ରକାଶ…

୧୩ ହଜାର ଫୁଟ ଉଚ୍ଚରୁ ପାରାଚୁଟରେ ଓହ୍ଲାଇଲା ସୁପର ଡଗ୍ ସୋଲଜର

ନୂଆଦିଲ୍ଲୀ: କୁକୁରକୁ ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ଭାବରେ ବିବେଚନା କରାଯାଇଥାଏ । ଏହି କାରଣରୁ ଲୋକେ ଘରେ କୁକୁର ପାଳୁଥିବା ବେଳେ ପୁଲିସ, ଅଗ୍ନିଶମ ବିଭାଗ ଏବଂ ସେନା ସହିତ ମଧ୍ୟ କୁକୁର କାମ କରିଥାଏ । ଏହି କୁକୁର…

ଆଫଗାନିସ୍ତାନରୁ ରାଷ୍ଟ୍ରଦୂତ ଫେରାଇଲା ଭାରତ: ଜାଣନ୍ତୁ କାହିଁକି

କାବୁଲ: ଭାରତର ପଡୋଶକୀ ରାଷ୍ଟ୍ର ଆଫଗାନିସ୍ତାନରୁ ଭାରତ ଏହାର ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି । ପଡୋଶୀ ରାଷ୍ଟ୍ର ଭାବରେ ଆଫଗାନିସ୍ତାନ ସହିତ ଭାରତର କୂଟନୈତିକ ସମ୍ପର୍କ ବଢିଆ, ମାତ୍ର ବର୍ତ୍ତମାନ…

ୟୁପିରେ ହାଇ ଆଲର୍ଟ : ୨ ଅଲକାଏଦା ଆତଙ୍କୀ ଗିରଫ

ନୂଆଦିଲ୍ଳୀ: ପୁଣି ଥରେ ହାଇ ଆଲର୍ଟରେ ଉତ୍ତର ପ୍ରଦେଶ । ରବିବାର ଉତ୍ତର ପ୍ରଦେଶରୁ ଦୁଇ ଜଣ ଅଲକାଏଦା ଆତଙ୍କୀ ଗିରଫ ହେବା ସହିତ ଉତ୍ତର ପ୍ରଦେଶରେ ହାଇ ଆଲର୍ଟ ଜାରି ହୋଇଛି । ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷେ୍ନøରୁ ଦୁଇ…