ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସତର୍କ କଲେ କେନ୍ଦ୍ର ସରକାର: କରୋନା ସ୍ଥିତି ଅନୁଧ୍ୟାନ ପରେ ଲକ୍‌ଡାଉନ୍‌ କଟକଣା କୋହଳ କର, ୫ ସୂତ୍ରୀ…

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ହାର ଦିନକୁ ଦିନ କମ୍‌ ହେଉଥିବାରୁ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍‌ କଟକଣାକୁ କୋହଳ କରୁଛନ୍ତି ବିଭିନ୍ନ ରାଜ୍ୟ । ହେଲେ ଏହି ଅନଲକ୍‌ ପ୍ରକ୍ରିୟାକୁ ନେଇ ଶନିବାର ରାଜ୍ୟ ଓ…

ସୁନା ଅଳଙ୍କାର ସଫେଇ ଆଳରେ ଠକାମିର ଶୀକାର ହେଲେ ମହିଳା , ସୁନ ଖାସୁ ମାଳିକୁ ଚତୁରତାର ସହ ବଦଳାଇ ଚମ୍ପଟ୍ ମାରିଥିଲେ, ୩ ଛତିଶଗଡ଼ ମହିଳାଙ୍କୁ…

ବେଲଗୁଣ୍ଠା (ଓଡ଼ିଶା ଭାସ୍କର) : ବେଲଗୁଣ୍ଠା ଥାନା ଅନ୍ତର୍ଗତ ଆମ୍ବପୁଆ ଗ୍ରାମରେ ଜଣେ ମହିଳାଙ୍କୁ ସୁନା ଅଳଙ୍କାର ସଫା କରିବା ଆଳରେ ଚତୁରତାର ସହ ଅସଲି ସୁନା ଅଳଙ୍କାର ବଦଳରେ ନକଲି ସୁନାଅଳଙ୍କାର ହାତରେ ଧରାଇ ଦେଇ…

ସିବିଏସ୍‌ଇର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ୍‌: ଦ୍ୱାଦଶ ପରୀକ୍ଷା ମୂଲ୍ୟାୟନ ପଦ୍ଧତିକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ…

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର)  ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ୍‌ (ସିବିଏସ୍‌ଇ) ଦ୍ୱାଦଶ ପରୀକ୍ଷାକୁ କେନ୍ଦ୍ର ସରକାର ବାତିଲ୍‌ କରିବା ପରେ ଏହି ପରୀକ୍ଷାର ମୂଲ୍ୟାୟନ ପଦ୍ଧତି କିପରି କରାଯିବ ସେନେଇ…

୬ରୁ ୮ସପ୍ତାହ ମଧ୍ୟରେ ତୃତୀୟ ଲହର ଆସିବା ନିଶ୍ଚିତ : ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର): ମହାମାରୀ କରୋନା ସଂକ୍ରମଣର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ନୂଆଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆର‌୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ମୁଖ୍ୟ ଡା. ରଣଦୀପ…

କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ବିୟୋଗରେ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଓଡ଼ିଶାର ସୁନାମଧନ୍ୟ ଗାୟିକା ତପୁ ମିଶ୍ରଙ୍କ ଶନିବାର ରାତିରେ ପରଲୋକ ହୋଇଯାଇଛି । କରୋନା ଆକ୍ରାନ୍ତ ହୋଇ ପ୍ରାୟ ଏକ ମାସ ହେବ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ…

କରୋନାର ଡେଲ୍ଟା ଭାରିଆଣ୍ଟ ବଢାଇଲା ଚିନ୍ତା, ଦେଶରେ ୬ଟି ଡେଲ୍ଟା ପ୍ଲସ୍‌ ଭୂତାଣୁ ଚିହ୍ନଟ

ନୂଆଦିଲ୍ଲୀ/ଭୁବନେଶ୍ୱର, (ଓଡ଼ିଶା ଭାସ୍କର): କରୋନା ଭାରିଏଣ୍ଟ ଡେଲ୍ଟା ପ୍ଲସ୍‌କୁ ନେଇ ଏବେ ସମଗ୍ର ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନାର ଦ୍ୱିତୀୟ ଲହର ସାମାନ୍ୟ ଥମିଥିବା ବେଳେ ପୁଣି ଥରେ କରୋନାର ନୂଆ…

ଭାରତ He ନା She ? ମିଲଖାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାବେଳେ ଟ୍ଵିଟରେ ଜେଣ୍ଡର ବଦଳାଇ ଦେଲେ ରାହୁଲ!

ନୂଆଦିଲ୍ଲୀ : ଦେଶର ମହାନ ଆଥଲେଟ୍ ମିଲଖା ସିଂହଙ୍କ ଶୁକ୍ରବାର ବିଳମ୍ଵିତ ରାତ୍ରିରେ କରୋନରେ ପରଲୋକ ଘଟିଛି। ସମଗ୍ର ଦେଶ ମିଲଖାଙ୍କ ନିଧନରେ ଶୋକ ପ୍ରକଟ୍ କରି ଟ୍ଵିଟର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।…

WTC Final: ବର୍ବାଦ ହୋଇଥିବା ଖେଳର ଭରଣା ପାଇଁ ଆଜି ଖେଳାଯିବ ଅଧିକ ଓଭର, ବଦଳିଲା ଟସ୍ ସମୟ

ସାଉଥମ୍ପଟନ : ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମୁକାବିଲାର ପ୍ରଥମ ଦିନର ଖେଳ ବର୍ଷା କାରଣରୁ ବାତିଲ୍  ହୋଇଛି। ଏପରିକି ଗତକାଲି ଟସ୍ ମଧ୍ୟ ହୋଇ ପାରି ନଥିଲା। ପ୍ରଶଂସକଙ୍କ ପାଇଁ ଖୁସିର ଖବର ଶନିବାର ଅର୍ଥାତ…

କଶ୍ମୀରରେ ହେବ  ନିର୍ବାଚନ ? ରାଜନୈତିକ ମାହୋଲ ସରଗରମ, ଜୁନ ୨୪ରେ ମୋଦୀ ଡକାଇଲେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରକୁ ନେଇ ରାଜନୈତିକ ଉଷ୍ଣତା ବଢି ଯାଇଛି। କଶ୍ମୀରରେ ବିଧାନସଭା ନିର୍ବାଚନ ହେବ ନା ଆଉ କିଛି ବଡ ଘୋଷଣା କରାଯିବ, ଏହାକୁ ନେଇ କଳ୍ପନା ଜଳ୍ପନା  ଜାରି ରହିଛି। କାରଣ ପ୍ରଧାନମନ୍ତ୍ରୀ…

ବାପୁଜୀ ନଗର ଓ ୟୁନିଟ୍‌-୪ ଆମିଷ ମାର୍କେଟ୍‌କୁ ବନ୍ଦ କଲା ବିଏମ୍‌ସି, ଜୁନ୍ ୨୫ ଯାଏଁ ପଡିବ ତାଲା

ଭୁବନେଶ୍ବର(ଓଡ଼ିଶା ଭାସ୍କର): ରାଜ୍ୟରେ ସାମାନ୍ୟ କଟକଣା କୋହଳ ପରେ କୋଭିଡ୍ ନିୟମ ଭୁଲି ଅକାରଣରେ ବଜାରରେ ଜମାଉଛନ୍ତି ଭିଡ। ବିଭିନ୍ନ ମାକେର୍ଟରେ ଲାଗୁଛି ଗହଳି ଚହଳି। ମହାମାରୀ ସମୟରେ ଜୀବନ ଜୀବିକାକୁ ସୁୁଚାର…