ଏସ୍ବିଆଇ ପକ୍ଷରୁ ଆରୋଗ୍ୟମ୍ ସ୍ୱାସ୍ଥ୍ୟସେବା ବ୍ୟବସାୟ ଋଣ ସେବା ଆରମ୍ଭ, ୧୦ ଲକ୍ଷରୁ ଆରମ୍ଭ କରି ସର୍ବାଧିକ ୧୦୦ କୋଟି ପର୍ଯ୍ୟନ୍ତ ନେଇ ହେବ…
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମହାମାରୀ ସମୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ସହାୟତା ପ୍ରଦାନ କରିବା ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଆରୋଗ୍ୟମ୍ ସ୍ୱାସ୍ଥ୍ୟ ସେବା ବ୍ୟବସାୟ ଋଣକୁ ଉନ୍ମୋଚନ କରାଯାଇଛି ।…