ସାବଧାନ! ପ୍ରତିଦିନ କରୁଛନ୍ତି କି ଅତ୍ୟଧିକ ସେବନ, ଅତ୍ୟଧିକ ଲୁଣ ନେଇପାରେ ଆପଣଙ୍କ ଜୀବନ
ନୂଆଦିଲ୍ଲୀ: ଅଧିକ ଲୁଣ ଖାଇବା ଦ୍ୱାରା ଉଭୟ ରକ୍ତଚାପ ଏବଂ ହୃଦରୋଗ ହେବାର ଆଶଙ୍କା ବଢିଥାଏ । ତଥାପି, ଏକ ଅଧ୍ୟୟନରୁ ଜଣାପଡିଛି ଯେ ଅତ୍ୟଧିକ ସୋଡିୟମ୍ ବ୍ୟବହାର ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଉପରେ ମଧ୍ୟ ପ୍ରଭାବ…