ସଂସଦର ମୌସୁମୀ ଅଧିବେଶନ: ୧୭ରେ ସର୍ବଦଳୀୟ ବୈଠକ ଡକାଇଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଗୋଟିଏ ଦିନ ପୂର୍ବରୁ ଆସନ୍ତା ଜୁଲାଇ ୧୭ ତାରିଖରେ ସର୍ବଦଳୀୟ ବୈଠକ ଡକାଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଏହି ବୈଠକ ପାଇଁ ସଂସଦ ଦୁଇ ଗୃହ(ଲୋକସଭା…

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଦେଶ ଗସ୍ତରେ ରାହୁଲ, ଗସ୍ତକୁ ନେଇ ମିଳିନି କୌଣସି ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ବିଦେଶ ଯାତ୍ରା କରିଛନ୍ତି । ତାଙ୍କର ବିଦେଶ ଗସ୍ତ ଏପରି ସମୟରେ ହୋଇଛି ଯେତେ ବେଳେ ମାତ୍ର ଆଉ କିଛିଦିନ ପରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ସାଙ୍ଗକୁ ସଂସଦର…

ଆଇସିସି ମହିଳା ଦିନିକିଆ ବ୍ୟାଟିଂ ମାନ୍ୟତା: ହରମନପ୍ରୀତ ଓ ଆଥାପାଥୁଙ୍କ ରାଙ୍କିଂରେ ଉନ୍ନତି

ଦୁବାଇ: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନପ୍ରୀତ କୌର ଓ ଶ୍ରୀଲଙ୍କା ମହିଳା ଦଳ ଅଧିନାୟିକା ଚାମିରା ଆଥାପାଥୁ ନିକଟରେ ଅନୁଷ୍ଠିତ ଦିନିକିଆ ସିରିଜରେ ଭଲ ପ୍ରଦର୍ଶନ କରି ଆଇସିସି ଦିନିକିଆ ବ୍ୟାଟିଂ…

୨ହଜାର ଫୁଟ ଉଚ୍ଚରେ ନିର୍ମାଣ ହେବ କାଚର ଝୁଲନ୍ତା ସୁଇମିଂ ପୁଲ୍‌, ୩୬୦ ଡିଗ୍ରୀ ଦୃଶ୍ୟ ଦେଖି ପ୍ରକୃତିର ମଜା ଉଠାଇପାରିବେ ପର୍ଯ୍ୟଟକ

ନୂଆଦିଲ୍ଲୀ: ଦକ୍ଷିଣ ନରୱେରେ ୨ହଜାର ଫୁଟ ଉଚ୍ଚ ପାହାଡ଼ ଉପରେ ହୋଟେଲ୍‌ ନିର୍ମାଣ ହେବାକୁ ଯାଉଛି । ତୁର୍କିର ଆର୍କିଟେକ୍ଚରାଲ୍‌ ଡିଜାଇନ୍‌ ଷ୍ଟୁଡିଓ ‘ହାୟରି ଅତାକ୍‌’ ଏହି ହୋଟେଲ୍‌ ଡିଜାଇନ୍‌ କରୁଛି । ଏଇଟି ଚାରି…

ଜବତ ହେଲା ୧୫ ଲକ୍ଷ ଟଙ୍କାର ଜାଲ ନୋଟ: କ୍ରାଇମବ୍ରାଞ୍ଚର ଚାଲିଛି ଖୋଳତାଡ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଏସଟିଏଫ ଦ୍ୱାରା ଲକ୍ଷେ କି ଦୁଇ ଲକ୍ଷ ନୁହେଁ ବରଂ ୧୫ ଲକ୍ଷ ଟଙ୍କାର ଜାଲ ନୋଟ ଜବତ ହୋଇଛି । ସମ୍ବଲପୁର ଯୁଯୁମରା ନିକଟରେ ଜାଲ ନୋଟ କାରବାରକୁ ନେଇ ୨ ଆନ୍ତରାଜ୍ୟ ମାଫିଆକୁ ଗିରଫ କରିଛି…

ଡିଜିଟାଲ୍‌ ଡେବ୍ୟୁ କରିବେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା, ‘ଦହାଡ଼’ରେ ଦେଖିବାକୁ ମିଳିବ ଦବଙ୍ଗ ଗିରି

ମୁମ୍ବାଇ: ବଲିଉଡ୍‌ରେ ୨୦୧୦ରେ ‘ଦବଙ୍ଗ’ଫିଲ୍ମ ମାଧ୍ୟମରେ ଏଣ୍ଟ୍ରି କରିଥିଲେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ପରେ ‘ରାଉଡ଼ି ରାଠୋର’, ‘ସନ୍‌ ଅଫ୍‌ ସର୍ଦ୍ଦାର’, ‘ଦବଙ୍ଗ-୧ଓ ୨’, ‘ଲୁଟେରା’ ଭଳି ଅନେକ ଗୁଡ଼ିଏ ସଫଳ…

ପ୍ୟାରିସ ଅଲିମ୍ପିକ୍ସ ପରେ ବିବାହ କରିବି:ଦୂତି

ନୂଆଦିଲ୍ଲୀ : ଓଡିଶାର ମହିଳା ଧାବିକା ଦୂତି ଚାନ୍ଦ କହିଛନ୍ତି ଯେ ୨୦୨୪ ପ୍ୟାରିସ ଅଲିମ୍ପିକ୍‌ ପରେ ବିବାହ କରିବା ଯୋଜନା କରିଛି । ଅବଶ୍ୟ ବିହାଘର ହେଲେ ମଧ୍ୟ ଅଦାଲତଙ୍କ ଠାରୁ ପ୍ରମାଣ ପତ୍ର ମିଳିବ ନାହିଁ । କାରଣ…

ଆଜି ପବିତ୍ର ଗୁରୁପୂର୍ଣ୍ଣିମା: ଗୁରୁଙ୍କ ସାମ୍ନାରେ କରନ୍ତୁନି ଏହି ୫ଟି ଭୁଲ

ଓଡ଼ିଶା ଭାସ୍କର: ଆଷାଢ ମାସର ଶୁକ୍ଳ ପକ୍ଷରେ ପଡ଼ୁଥିବା ପୂର୍ଣ୍ଣିମାକୁ ଗୁରୁପୂର୍ଣ୍ଣିମା ଭାବେ ପାଳନ କରାଯାଏ । ତେବେ ଆଜି ହେଉଛି ପବିତ୍ର ଗୁରୁପୂର୍ଣ୍ଣିମା । ଜୀବନରେ ଜ୍ଞାନ, ସୁଖ, ସମୃଦ୍ଧି ଗୁରୁଙ୍କ କୃପାରୁ ହିଁ…

ହାତରେ ରହିଛି କି ଏହି ଚିହ୍ନ, ୪୦ ପରେ ମିଳିଥାଏ ଉନ୍ନତି

ନୂଆଦିଲ୍ଲୀ: ବ୍ୟକ୍ତିର ହାତ ପାପୁଲିରେ ଅନେକ ଚିହ୍ନ କିମ୍ବା ଆକୃତି ନଜର ଆସିଥାଏ । ହସ୍ତରେଖା ଜ୍ୟୋତିଷଶାସ୍ତ୍ର ଅର୍ଥାତ ହସ୍ତଶାସ୍ତ୍ରରେ ଏହି ଆକୃତିର ବିଶେଷ ମହତ୍ୱ ମଧ୍ୟ ରହିଛି । ଅନେକ ସମୟରେ ଲୋକମାନେ ନିଜ…