ଶ୍ୱଶୁର ଘରର ଜିଦ୍‌ ଯୋଗୁ ଜୀବନ ହାରିଲା ଜ୍ୱାଇଁ ! ବିବାହର ୯ ଦିନ ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ଯୁବକ

ମାଲକାନଗିରି (ଭାସ୍କର ନ୍ୟୁଜ୍‌): ବିବାହର ୯ ଦିନ ପରେ ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଦେଲେ ଜଣେ ଯୁବକ । ଶ୍ବଶୁର ଘରର ଜିଦ୍‌ ଯୋଗୁ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ଜୋର ଧରିଛି । ପତ୍ନୀକୁ ତାଙ୍କ ପରିବାର ଲୋକେ…

୨ ଦିନ ଧରି ବିଭିନ୍ନ ଜିଲ୍ଳାରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ବେଶ୍‌ କିଛି ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରେ ଏବେ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିଛି । ପଶ୍ଚିମାଝଡ଼ ପ୍ରଭାବରେ ଏହି ବର୍ଷା ହେଉଥିବା ଭୁବନେଶ୍ୱର ଆଞ୍ଚଳିକ…

ଡବଲ ରୋଲ ଭୂମିକାରେ କରିଛନ୍ତି ଦମଦାର ଅଭିନୟ, ଦେଖିଛନ୍ତି କି’ ଅମିତାଭଙ୍କ ଏହି ଫିଲ୍ମ ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଲିଉଡର ଅନେକ ଦିଗ୍ଗଜ କଳାକାର ଦିଲୀପ କୁମାର, ଅମିତାଭ ବଚ୍ଚନ, ଶାହାରୁଖ ଖାନ, ସଲମାନ ଖାନ୍ ଏବଂ ରିତିକ୍ ରୋଶନଙ୍କ ଭଳି କଳାକାର ଯେଉଁମାନେ ଅନେକ ଫିଲ୍ମରେ ଡବଲ ରୋଲ ନିଭାଇଛନ୍ତି । ୮୦…

ବିମାନ ଉଡାଣ ସମୟରେ ରୋମାନ୍ସ କରୁଥିଲେ ଦୁଇ ପାଇଲଟ: ତାପରେ ଘଟିଗଲା କିଛି ଏମିତି

ନୂଆଦିଲ୍ଲୀ: ବିମାନ ଉଡାଣ ସମୟରେ କିଛି ଅଦ୍ଭୁତ ପ୍ରକାର କାରନାମା କରିଛନ୍ତି ଦୁଇ ପାଇଲଟ । ବିମାନ ଭିତରେ ହିଁ ଉଭୟ ରୋମାନ୍ସ କରିବା ଆରମ୍ଭ କରି ଦେଇଥିଲେ । ପ୍ଲେନର କୋକପିଟରେ ଉଭୟ ଯୋଡି ସମ୍ବନ୍ଧ ରଖୁଥିଲେ । କିନ୍ତୁ…

ଧୋନୀଙ୍କ ସହ ପନ୍ତଙ୍କୁ ତୁଳନା କରିବା ଭୁଲ: ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକଙ୍କୁ ମିଳିଲା ବିସିସିଆଇ ଅଧ୍ୟକ୍ଷଙ୍କ ସପୋର୍ଟ

ନୂଆଦିଲ୍ଲୀ: ଚଳିତ IPL ସିଜନରେ ନିରାଶ କରିଛନ୍ତି ଭାରତୀୟ ଦଳର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ । ବ୍ୟାଟରେ ଫେଲ ମାରିଥିବା ପନ୍ତ ଅଧିନାୟକତ୍ୱରେ ମଧ୍ୟ ସେତେଟା ପ୍ରଭାବ ପକାଇ ପାରିନାହାନ୍ତି । ତେବେ ତାଙ୍କୁ…

ବଟଲରଙ୍କ ଆଉ ଏକ ଧୂଆଁଧାର ପାଳି: ଫାଇନାଲ ମ୍ୟାଚରୁ ୧୮୯ ରନ ଦୂରରେ ଗୁଜୁରାଟ ଟାଇଟନ୍ସ

କୋଲକାତା: କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳାଯାଉଛି ଚଳିତ ସିଜନର ପ୍ରଥମ କ୍ୱାଲିଫାୟାର ମ୍ୟାଚ । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ଟାଇଟନ୍ସକୁ ୧୮୯ ରନର ଲକ୍ଷ୍ୟ ଦେଇଛି ରାଜସ୍ଥାନ ରୋୟଲ୍ସ ।…

ରେଷ୍ଟୁରାଣ୍ଟରେ କୋଲ୍ଡ ଡ୍ରିଙ୍କସରୁ ମିଳିଲା ଏପରି ଜିନିଷ: ଅଭିଯୋଗ କରିବାରୁ ମ୍ୟାନେଜର ଦେଲେ ଧମକ

ଗୁଜୁରାଟ: ଅହମ୍ମଦାବାଦର ସାଇନ୍ସ ସିଟି ରୋଡରେ ଥିବା ଗମଊକ୍ଟଦ୍ଭବକ୍ଷୟ'ଗ୍ଦ ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣଙ୍କ କୋଲ୍ଡ ଡ୍ରିଙ୍କସରେ ଏକ ମୃତ ଝିଟିପିଟି ଉଦ୍ଧାର କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ…

ଗହମ ପରେ ଚିନି ରପ୍ତାନୀ ଉପରେ ବ୍ୟାନ ଲଗାଇପାରେ ଭାରତ: ଏହି ଦେଶକୁ ଲାଗିବ ଜୋରଦାର ଝଟକା

ନୂଆଦିଲ୍ଳୀ: ଚିନି ଉତ୍ପାଦନ କ୍ଷେତ୍ରରେ ଖୁବ ଆଗରେ ରହିଛି ଭାରତ । ରପ୍ତାନୀ କରିବାରେ ଭାରତ ବିଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି । କେବଳ ବ୍ରାଜିଲ ଭାରତଠୁ ଅଧିକ ଚିନି ଉତ୍ପାଦନ କରିଥାଏ । କିଛି ଦିନ ତଳେ ଗହମ ରପ୍ତାନୀ…

ଜମ୍ମୁ-କାଶ୍ମୀରରେ ପୁଣି ଆକ୍ରମଣ: ଆତଙ୍କବାଦୀଙ୍କ ଗୁଳିରେ ପୋଲିସ କର୍ମଚାରୀ ମୃତ, ଝିଅ ଗୁରୁତର

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଟାର୍ଗେଟରେ ସବୁବେଳେ ରହିଛି ଜମ୍ମୁ-କାଶ୍ମୀର । ଆଜି ପୁଣି ଥରେ ଶ୍ରୀନଗର ଜିଲ୍ଲାର ସୁକା ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଜଣେ ପୋଲିସ କର୍ମଚାରୀ ଶହୀଦ ହୋଇଥିବା…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଟିମରୁ ଶିଖର ଧୱନଙ୍କୁ ବାହାର କରିବା ପାଇଁ କିଏ ନେଲେ ନିଷ୍ପତ୍ତି?: ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ୨୦୨୨ରେ ପୁଣି ଗର୍ଜିଛି ଶିଖର ଧୱନଙ୍କ ବ୍ୟାଟ । କିନ୍ତୁ ଖୋଲିଲାନି ଭାଗ୍ୟ । ଦମଦାର ପ୍ରଦର୍ଶନ ପରେ ମଧ୍ୟ ଦଳରେ ସ୍ଥାନ ପାଇ ପାରିଲେ ନି ଗବର । ସାଉଥ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଶିଖର ଧୱନଙ୍କୁ…