ଭାରତରେ ଲଞ୍ଚ ହେଲା OnePlus Nord CE 5G: ଜାଣନ୍ତୁ କ’ଣ ରହିଛି ଫିଚର୍ସ

ନୂଆଦିଲ୍ଲୀ: ସ୍ମାର୍ଟଫୋନ ନିର୍ମାତା କମ୍ପାନୀ OnePlus ଭାରତରେ ଏହାର Nord ସିରିଜର ନୂତନ ସ୍ମାର୍ଟଫୋନ OnePlus Nord CE 5G ଲଞ୍ଚ କରିଛି । ଏହି ସ୍ମାର୍ଟଫୋନ ତିନିଟି ଭ୍ୟାରିଏଣ୍ଟରେ ଲଞ୍ଚ କରାଯାଇଛି ଏବଂ କମ୍ପାନୀ…

କଣ ଟିଏମସିକୁ ଫେରିବେ ମୁକୁଲ ରୟ୍? ଆଜି ସନ୍ଧ୍ୟାରେ କରିବେ ଦିଦିଙ୍କ ସହ ଆଲୋଚନା!

କୋଲକାତା: ତୃଣମୂଳ କଂଗ୍ରେସ(ଟିଏମସି)କୁ ଛାଡି ରାଷ୍ଟ୍ରୀୟ ଉପସଭାପତି ଭାବେ ବିଜେପିରେ ଯୋଗ ଦେଇଥିବା ମୁକୁଲ ରୟ ପୁଣିଥରେ ଟିଏମସି ମୁହାଁ ହେବାକୁ ଯାଉଥିବା ନେଇ ରାଜନୈତିକ ମହଲରେ ଘନଘନ ଆଲୋଚନା ମୁଣ୍ଡ ଟେକିବାକୁ…

ଏଠାରେ କୁକୁରଠାରୁ ଅଧିକ ଭୟଙ୍କର ହେଉଛନ୍ତି ବିଲେଇ, ଜାଣନ୍ତୁ କେଉଁଠି ଏହି ସ୍ଥାନ

ଥିରୁବନନ୍ତପୁରମ୍: କେରଳର ଲୋକମାନେ କୁକୁର ଠାରୁ ଅଧିକ ବିଲେଇକୁ ଡରନ୍ତି । କାରଣ ଗତ କିଛି ବର୍ଷ ଧରି କୁକୁର କାମୁଡିଥିବା ମାମଲା ତୁଳନାରେ ବିଲେଇ କାମୁଡିଥିବା ମାମଲା ଅଧିକ ରିପୋର୍ଟ ହୋଇଛି । ଆପଣ ମାନେ ଜାଣିଲେ…

ମାତ୍ର ୨୦ ଦିନରେ ତିଆରି ହେଲା ‘ପକେଟ୍ ଭେଣ୍ଟିଲେଟର୍’, ଦେଶକୁ ମିଳିଲା ବଡ଼ ଆଶ୍ୱସ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର ବ୍ୟୁରୋ): କୁହାଯାଏ ଅଭାବ ହିଁ ଉଦ୍ଭାବନର ଜନନୀ । ଏହି କଥାକୁ ପୁଣି ପ୍ରମାଣ ହୋଇଛି ଭାରତରେ । କରୋନା ମହାମାରୀ ଭଳି ସଂକଟ କାଳରେ ଅନେକ ସ୍ଥାନରେ ଭେଣ୍ଟିଲେଟର୍ ଅଭାବ ସମସ୍ୟା ଦେଖାଦେଇଛି ।…

ଆକ୍ସନ ମୋଡ୍ ରେ BMC ଓ କମିସନରେଟ୍ ପୋଲିସର ‘ସ୍ପେସାଲ୍ ଡ୍ରାଇଭ୍’, ଜାଣନ୍ତୁ କଣ ହେଲା ସିଲ୍…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ନିୟମ ନମାନିଲେ ଆଉ ତ୍ରାହି ନାହିଁ । ଢିଲା ହେଲେ ଟାଇଟ୍ କରିବ ପୋଲିସ୍ । ମହାମାରୀ କରୋନା ସଂକ୍ରମଣ ରାଜ୍ୟରେ ସାମାନ୍ୟ କମିଥିଲେ ମଧ୍ୟ ତୃତୀୟ ତରଙ୍ଗ ଆଶଙ୍କାରେ ସରକାର ନେଉଛନ୍ତି…

ପରିସ୍ଥିତି ସୁଧୁରିଲେ ଯାଇ ଅନଲକ୍ ହେବ: DMET

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଆଜି ଏହାକୁ ନେଇ DMET ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଦୈନିକ ସଂକ୍ରମଣ କମିବାରେ…

ସଚିନ ପାଇଲଟଙ୍କ ସହ ନୁହେଁ ତେନ୍ଦୁଲକରଙ୍କ ସହ କଥା ହୋଇଥିବେ… ବିଜେପିରେ ସାମିଲ ନେଇ ଏମିତି କହିଲେ କଂଗ୍ରେସ ନେତା

ଜୟପୁର : ରାଜସ୍ଥାନ କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ମଧ୍ୟରେ ସଚିନ ପାଇଲଟ୍ ପାର୍ଟି ଛାଡିବା ନେଇ କଳ୍ପନା ଜଳ୍ପନା ଜାରି ରହିଛି । କିନ୍ତୁ ସେ ଦଳ ଛାଡିବେ ନାହିଁ ବୋଲି କହିଛନ୍ତି ସଚିନ । ଶୁକ୍ରବାର ନିଜ ପିତାଙ୍କ…

ଫେସବୁକରୁ ପ୍ରେମ ହୋଇ ଗଣଦୁଷ୍କର୍ମରେ ଶେଷ

ରାମପୁର: ଫେସବୁକରୁ ଝିଅ ମାନଙ୍କୁ କଥା ଛଳରେ ଫସାଇ ଦୁଷ୍କର୍ମ କରିବା ଖବର କିଛି ନୂଆ ନୁହେଁ । ପ୍ରତିଦିନ ଏପରି ଅନେକ ଖବର ଲୋକଙ୍କ ଧ୍ୟାନ ଆକର୍ଷଣ କରୁଥିବା ବେଳେ ଉତ୍ତରପ୍ରଦେଶରୁ ଏହିଭଳି ଏକ ଖବର ସାମନାକୁ ଆସିଛି ।…

ଧାନର ଏମଏସପି ବୃଦ୍ଧି କରିବାକୁ ଦାବି କଲେ ଓଡ଼ିଶା ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଧାନର ସର୍ବନିମ୍ନ ସହାୟକ ମୃଲ୍ୟ ବୃଦ୍ଧି କରିବାକୁ କେନ୍ଦ୍ରକୁ ଦାବି ଜଣାଇଛନ୍ତି ରାଜ୍ୟ ସରକାର । ଏନେଇ କୃଷିମନ୍ତ୍ରୀ ଅରୁଣ ସାହୁ ଓଡ଼ିଶାକୁ ସ୍ୱତନ୍ତ୍ର ଭାବେ ବିଚାର କରିବା ପାଇଁ ମତ…

ପୁଣି ଚର୍ଚ୍ଚାରେ ପଳାତକ ବାବା ନିତ୍ୟାନନ୍ଦ; ଜାଣନ୍ତୁ ଦାବି କରୁଛନ୍ତି କଣ…..

ନୂଆଦିଲ୍ଲୀ: ଭାରତ ଏବେ ମହାମାରୀ କରୋନାର ଦ୍ୱିତୀୟ ଲହର ସହ ଲଢୁଛି । ଏହି ସମୟରେ ଡାକ୍ତର ଓ ବୈଜ୍ଞାନିକ ମାନେ ଏହାର ପ୍ରତିକାର ପାଇଁ ଦିନ ରାତି ଏକ କରି ଦେଇଛନ୍ତି । ମହାମାରୀରୁ କିଭଳି ମୁକ୍ତି ମିଳିବ ସେନେଇ ଅନେକ…