El Nino : ପୃଥିବୀର ତାପମାତ୍ରା ଆହୁରି ବିପଜ୍ଜନକ ହେବ – ଜାତିସଂଘର ଚେତାବନୀ
ୱାଶିଂଟନ୍: ଶାନ୍ତ ବାତାବରଣ ଏକ ନୂତନ ବିପତ୍ତିର ଆଗମନ ବୋଲି କୁହାଯାଏ । ଠିକ୍ ସେହିପରି ନରମ ପାଖ ଏକ ବଡ ବିପତ୍ତିର ସଙ୍କେତ । ବର୍ଷା ପରେ ପ୍ରବଳ ତାତି ହେବ ବୋଲି ମିଳିତ ଜାତିସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।…