ମହାଲିଙ୍ଗ ପବ୍ଲିକ ସ୍କୁଲରେ ଯୌନ ଶୋଷଣ; ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ SPଙ୍କୁ ନିର୍ଦ୍ଦେଶ

ନୂଆପଡ଼ା(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ରାଜନୀତି ତୀବ୍ର ହେବାରେ ଲାଗିଛି । ଘଟଣାକୁ ନେଇ ସାରା ରାଜ୍ୟରେ ତାତି ଦେଖିବାକୁ ମିଳିଛି ।…

ମାଟ୍ରିକ ସାର୍ଟିଫିକେଟରେ ତ୍ରୁଟି ଥିଲେ କରନ୍ତୁ ସଂଶୋଧନ, ବାହାରିଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଛାତ୍ରଛାତ୍ରୀଙ୍କ ବୋର୍ଡ ସାର୍ଟିଫିକେଟରେ ତ୍ରୁଟି ଥିଲେ ସଂଶୋଧନ କରିବା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବୋର୍ଡ…

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଜାଣନ୍ତୁ କିଏ ରହିବେ ଓ କିଏ ହେବେ ଆଉଟ୍?

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ପ୍ରଥମ ଟେଷ୍ଟ ପାଇଁ ୧୬ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଉଭୟ ଟେଷ୍ଟ ମ୍ୟାଚରୁ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ ପ୍ରଥମ…

RBIର ୨ଟି ଯୋଜନା ଲଞ୍ଚ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ ଏହାର ଫାଇଦା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥାତ୍ ଶୁକ୍ରବାର ଦିନ ରିଜର୍ଭ ବ୍ୟାଙ୍କର ୨ଟି ଏପରି ଯୋଜନାର ଶୁଭାରମ୍ଭ କରିଛନ୍ତି, ଯେଉଁଥିରେ ସାଧାରଣ ଲୋକଙ୍କର ଫାଇଦା ହେବ । ଏହି ଯୋଜନାଗୁଡିକ ସରକାରୀ…

କୋଭିଡ ବିରୋଧରେ କୋଭାକ୍ସିନ୍ ୭୭.୮% ପ୍ରଭାବୀ; ନୂଆ ରିସର୍ଚ୍ଚରୁ ଖୁଲାସା

ନୂଆଦିଲ୍ଲୀ: କରୋନା ବିରୋଧ ଲଢ଼େଇରେ ସ୍ୱଦେଶୀ ଟିକା କୋଭାକ୍ସିନ୍ ୭୭.୮ ପ୍ରତିଶତ ପ୍ରଭାବଶାଳୀ ରହୁଛି । ଲକ୍ଷଣଯୁକ୍ତ କୋଭିଡ ଆକ୍ରାନ୍ତଙ୍କ ପାଇଁ କୋଭାକ୍ସିନ୍ ୭୭.୮ % ଫଳପ୍ରଦ ବୋଲି ମେଡିକାଲ ଜର୍ନାଲ ଲାନସେଟରେ…

ଗର୍ଭପାତର ମେଡିସିନ୍ ଖାଇବା ଦ୍ୱାରା ଶିଶୁଠାରେ ବଢ଼ିଥାଏ କ୍ୟାନ୍ସରର ବିପଦ, ଜାଣନ୍ତୁ କ’ଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: ନିକଟ ଅତୀତରେ ଗର୍ଭପାତ ହାର ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଛି । ଗର୍ଭପାତ ପାଇଁ ମହିଳାମାନେ ବିଭିନ୍ନ ଔଷଧ ବ୍ୟବହୃତ କରୁଛନ୍ତି । କିନ୍ତୁ ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଗର୍ଭପାତ ଔଷଧ ଶରୀର…

EPFOର ବଡ଼ ନିଷ୍ପତ୍ତି; ଏଣିକି କର୍ମଚାରୀଙ୍କ ମୃତ୍ୟୁ ପରେ ପରିବାରକୁ ମିଳିବ ଦ୍ୱିଗୁଣ ଟଙ୍କା, ଜାଣନ୍ତୁ କେତେ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ ନିଜ କର୍ମଚାରୀ ଓ ସେମାନଙ୍କ ପରିବାରକୁ ନେଇ ବଡ଼ ନିଷ୍ପତ୍ତି ନେଇଛି । ଯଦି ଇପିଏଫଓ କର୍ମଚାରୀଙ୍କ ଅଚାନକ୍ ମୃତ୍ୟୁ ହୁଏ, ତେବେ ତାଙ୍କ ପରିବାର ବା ନୋମିନୀଙ୍କୁ…

ଏନକାଉଣ୍ଟରରେ ଟଳିଲେ ୨ ଆତଙ୍କବାଦୀ

ଜାମ୍ମୁ: ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଛନ୍ତି ୨ ଆତଙ୍କବାଦୀ । ଶ୍ରୀନଗର ଓ କୁଲଗାମ ଅଞ୍ଚଳରେ ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । କୁଲଗାମ ଏନକାଉଣ୍ଟରରେ ବିପୁଳ ବିସ୍ଫୋରକ ଜବତ ହୋଇଥିବା…

[VIDEO] କଟକରେ ମାତିଛନ୍ତି ୨ ଗୋଷ୍ଠୀ; ଖଣ୍ଡା ଓ ବନ୍ଧୁକ ଧରି ଅଶ୍ଲୀଳ ଭାଷାରେ କରୁଛନ୍ତି ଭିଡିଓ, ଉଠାଇନେଲା ପୋଲିସ

କଟକ (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର କେବିଏନ୍ ଗ୍ରୁପ ପରେ କଟକରେ ମାତିଛନ୍ତି ଆଉ ୨ ଗୋଷ୍ଠୀର ଯୁବକ ଯୁବତୀ । ହାତରେ ଖଣ୍ଡା ଓ ବନ୍ଧୁକ ଦେଖାଇ ପରସ୍ପରକୁ ଟାର୍ଗେଟ କରୁଥିବା ସହ ଅଶ୍ଲୀଳ ଗାଳି ଦେଇ ଭିଡିଓ…

ଗୋଟିଏ ମିନିଟ୍ ବିଳମ୍ବ ହେବାରୁ କଟିଲା ଦରମା, ମାଲିକ ବିରୋଧରେ ଏପରି ପଦକ୍ଷେପ ନେଲେ ବ୍ୟକ୍ତି

ନୂଆଦିଲ୍ଲୀ: ଜାପାନର ଟ୍ରେନ୍ ଯାତ୍ରାୟତ ସିଷ୍ଟମ ଦୁନିଆରେ ନିଜ ସଠିକ୍ ଟାଇମିଂକୁ ନେଇ ବେଶ୍ ପ୍ରସିଦ୍ଧ । ସେଠାରେ ଟ୍ରେନ୍ ବିଳମ୍ବ ହେବା ବହୁତ ଦୁର୍ଲଭ ଦେଖିବାକୁ ମିଳିଥାଏ । ଟ୍ରେନରେ ଗୋଟିଏ ମିନିଟ୍ ବି ବିଳମ୍ବ ହେବା…