ପେନସନକୁ ନେଇ ନୂଆ ନିୟମ ଆଣିଲେ ସରକାର, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖବର । ଫ୍ୟାମିଲି ପେନସନକୁ ନେଇ ନୂଆ ନିୟମ ଜାରି କରିଛନ୍ତି ସରକାର । ଜାରି କରାଯାଇଥିବା ନିୟମ ଅନୁସାରେ, ମୃତ ସରକାରୀ କର୍ମଚାରୀଙ୍କ ମାନସିକ…

ଗୋଟିଏ ଦିନରେ କରୋନା ନେଲା ୩୪୬ ଜୀବନ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୂର୍ବ ଅପେକ୍ଷା କମିବାରେ ଲାଗିଛି । ଦେଶରେ ୨୪ ଘଣ୍ଟାରେ ଆଉ ୩୪ ହଜାର ୧୧୩ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ କୋଭିଡ ସଂକ୍ରମଣ ହାର ୩.୧୯ ପ୍ରତିଶତ ରହିଛି । ଏହା…

ବାଇକ୍ ବିକିବା ନାଁରେ ଲୁଟିନେଲେ ୩୪ ହଜାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୋଲିସ ଯେତେ ଚାଲାକ୍ ହେଲେ ବି ଦିନକୁ ଦିନ ଲୁଟେରାଙ୍କ ଟେକନିକ୍ ବଦଳିବାରେ ଲାଗିଛି । ପୁଣିଥରେ ରାଜଧାନୀ ଭୁବନେଶ୍ୱରରୁ ଅଭିନବ ଢ଼ଙ୍ଗରେ ଲୁଟିଛନ୍ତି ସାଇବର ଠକ । ନିଜକୁ ଆର୍ମି ଅଫିସର…

ଢ଼ିଙ୍କିଆବାସୀଙ୍କ ସହ ଆଲୋଚନା କଲା ପ୍ରଶାସନ

ପାରାଦୀପ(ଓଡ଼ିଶା ଭାସ୍କର): ଆଜି ଢ଼ିଙ୍କିଆବାସୀଙ୍କ ସହ ଆଲୋଚନା କରିଛି ପ୍ରଶାସନ । ଢ଼ିଙ୍କିଆ ଲୋକଙ୍କ ଅନୁରୋଧକ୍ରମେ ସେଠାରେ ପହଞ୍ଚିଥିଲେ ଜିଲ୍ଲାପାଳ ଓ ଏସପି । ଜିଲ୍ଲାପାଳ ଓ ଏସପି ଲୋକମାନଙ୍କ ସହ ଆଲୋଚନା କରିଥିବା…

ଚାଷୀଙ୍କ ପାଇଁ ଖୁସିଖବର ! ଟ୍ରାକ୍ଟର କିଣିବା ଉପରେ ସରକାର ଦେବେ ୫୦% ସବସିଡି, ଜାଣନ୍ତୁ କିପରି ଉଠାଇବେ ଫାଇଦା

ନୂଆଦିଲ୍ଲୀ: ଚାଷୀଙ୍କ ରୋଜଗାର ବଢ଼ାଇବା ଓ ଆର୍ଥିକ ସାହାଯ୍ୟ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି । ପିଏମ କିଷାନ ଅଧିନରେ ବାର୍ଷିକ ସେମାନଙ୍କ ଆକାଉଣ୍ଟକୁ ୬୦୦୦ ଟଙ୍କା ଟ୍ରାନ୍ସଫର କରାଯାଇଛି ।…

ଫେକ୍ ଭୋଟରଙ୍କୁ ସାବଧାନ୍ ରହିବାକୁ କହିଲେ ରାଜ୍ୟ ନିର୍ବାଚନ କମିଶନ, ନଚେତ୍…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନକୁ ନେଇ ଗାଁ ଗଣ୍ଡା ଚଳଚଞ୍ଚଳ ହୋଇପଡିଥିବା ବେଳେ ଫେକ୍ ଭୋଟରଙ୍କୁ ସାବଧାନ୍ କରାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । ଆୟୋଜିତ ଏକ…

Happy Kiss Day: ଶରୀରରେ ଏହି ୭ ଅଙ୍ଗରେ କିସ୍ ଦେଇଥାଏ ଅଲଗା ମେସେଜ୍, ଜାଣନ୍ତୁ ଏହାର ଅର୍ଥ

ଭାଲେଣ୍ଟାଇନ୍ ସପ୍ତାହରେ କିସ୍ ଡେ’ ସବୁଠାରୁ ରୋମାଣ୍ଟିକ୍ ଓ ଖାସ୍ ଦିନ । ଏହି ଦିନ ପ୍ରେମୀଯୁଗଳ ପରସ୍ପରକୁ କିସ୍ କରି ନିଜ ସମ୍ପର୍କର ଗଭୀରତାକୁ ପ୍ରକାଶ କରନ୍ତି । ଏହା କିଛି ଖାସ୍ ମଣିଷଙ୍କ ପ୍ରତି ସ୍ନେହ, ବିଶ୍ୱାସ…

ବିଜେପି ବିଧାୟକଙ୍କ ପାଇଁ ବଢ଼ିଲା ସମସ୍ୟା, ଯୁବତୀ ଅପହରଣ ନେଇ ଥାନାରେ ମାମଲା ରୁଜୁ

ପାଟନା: ବିହାରର ପଶ୍ଚିମ ଚମ୍ପରନ ଜିଲ୍ଲାର ଲୌରିଆ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ବିନୟ ବିହାରୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ପାଟନାର ଜଣେ ଯୁବତୀ ଅପହରଣ ଅଭିଯୋଗରେ ତାଙ୍କ ଉପରେ ମାମଲା ରୁଜୁ…

୧୬ରୁ ଓଡ଼ିଶାରେ ପୁଣି ବର୍ଷା, ଏହି ରାଜ୍ୟଗୁଡ଼ିକୁ ଦିଆଗଲା ସତର୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଶ୍ଚିମା ଝଡ଼ ପ୍ରଭାବରେ ୧୬ରୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲିଠାରୁ ରାଜ୍ୟର ରାତି ତାପମାତ୍ରା ବଢ଼ିଯିବ । ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ ରାତ୍ରି…

ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ବଡ଼ ଖବର! ଯାଇପାରେ ଚାକିରି, କୋର୍ଟ ଦେଲେ ଏପରି ନିର୍ଦ୍ଦେଶ

ନୂଆଦିଲ୍ଲୀ: ବ୍ୟାଙ୍କରେ କାମ କରୁଥିବା ର୍କମଚାରୀଙ୍କ ପାଇଁ ଆସିଛି ବଡ଼ ଖବର । ଏବେ ବ୍ୟାଙ୍କରେ କାମ କରୁଥିବା କର୍ମଚାରୀଙ୍କୁ ଅତି ସାବଧାନରେ ରହିବା ଆବଶ୍ୟକ । ସୁପ୍ରିମକୋର୍ଟ ଏକ ଶୁଣାଣିରେ କହିଛନ୍ତି ଯେ, ବ୍ୟାଙ୍କ…