Browsing Category
ବାଣିଜ୍ୟ
ପାରମ୍ପାରିକତା ଓ ବିଶ୍ୱ ଦୃଷ୍ଟିକୋଣ ସହ ‘ଆର୍ଟସ ଅଫ୍ ଉଇଭିଂ’ର ଜାତୀୟ ହସ୍ତତନ୍ତ ଦିବସ ପାଳନ
ଭୁବନେଶ୍ୱର: ପାଳନ ହେଲା ଜାତୀୟ ହସ୍ତତନ୍ତ ଦିବସ। ଓଡ଼ିଶା ହସ୍ତତନ୍ତର ଅନ୍ଲାଇନ୍ ବ୍ୟବସାୟିକ ପ୍ଲାଟ୍ଫର୍ମ ‘ଆର୍ଟସ ଅଫ୍ ଉଇଭିଂ’ ତରଫରୁ ଅତି ଆକର୍ଷଣୀୟ ଏବଂ ନିଆରା ଭାବରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଛି।…
Gold Price: ଟାରିଫ ମାଡ଼ ଭିତରେ ପୁଣି ଚମକିଲା ସୁନା, ଦାମ୍ ଶୁଣିଲେ ମାଡୁଛି ଡ଼ର..ଜାଣନ୍ତୁ କେଉଁଁ ସହରରେ କେତେ ଦର
ନୂଆଦିଲ୍ଲୀ: ଆମେରିକା ଭାରତ ଉପରେ ରୁଷରୁ ତେଲ କିଣିବା ପାଇଁ ଅତିରିକ୍ତ 25 ପ୍ରତିଶତ ଶୁଳ୍କ ଲାଗୁ କରିବା ପରଠାରୁ ସେୟାର ବଜାର ହ୍ରାସ ପାଉଛି ଏବଂ ରପ୍ତାନିକାରୀମାନଙ୍କ ମଧ୍ୟରେ ଅନିଶ୍ଚିତତାର ବାତାବରଣ ରହିଛି ।…
JIOର ୮୪ ଦିନିଆ ବଢ଼ିଆ ପ୍ଲାନ୍, ୧ ଟଙ୍କା ଅଧିକ ଖର୍ଚ୍ଚ କଲେ ମିଳିବ ମାଗଣା Amazon Prime
ଓଡିଶାଭାସ୍କର: JIO ୟୁଜରଙ୍କ ପାଇଁ ଖୁସି ଖବର। ଜିଓ ଆଣିଛି ଧମାକେଦାର ଅଫର। ଯଦି ଦେଖିବା ଜିଓରେ ବର୍ତ୍ତମାନ ସବୁଠାରୁ ଅଧିକ ସଂଖ୍ୟାକ ମୋବାଇଲ୍ ଉପଭୋକ୍ତା ଅଛନ୍ତି।
ଗତ କିଛି ବର୍ଷ ଧରି ଜିଓ ଉପଭୋକ୍ତା ଦୃଷ୍ଟିରୁ…
ଟ୍ରମ୍ପଙ୍କ ଟାରିଫ ମାଡ଼ରେ କମିବ ଭାରତୀୟ ସାମଗ୍ରୀ ଚାହିଦା; କପଡ଼ା, ଚିଙ୍ଗୁଡ଼ି, ଅଳଙ୍କାର ବ୍ୟବସାୟୀ ଚିନ୍ତାରେ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ପୂର୍ବରୁ 25 ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ । ଏବେ ରୁଷରୁ ତେଲ କିଣିବା ପାଇଁ ଭାରତ ଉପରେ ଦଣ୍ଡ ସ୍ୱରୂପ ଆଉ 25 ପ୍ରତିଶତ ଅତିରିକ୍ତ ଶୁଳ୍କ ମଧ୍ୟ…
UPIକୁ ନେଇ RBIର ଚେତାବନୀ, PhonePe ଏବଂ Google Pay ୟୁଜର୍ସଙ୍କ ପାଇଁ ବଡ଼ ଖବର
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ବୁଧବାର ଦିନ କହିଛନ୍ତି ଯେ, ଦେଶରେ ପେମେଣ୍ଟ ସିଷ୍ଟମରେ କ୍ରାନ୍ତି ଆଣିଥିବା ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ(ୟୁପିଆଇ) ସର୍ବଦା ମାଗଣାରେ ରହିବ…
ଚୀନ ଉପରେ ବି ଭାରତ ପରି ଲାଗିପାରେ ଅଧିକ ଟାରିଫ, ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରୁ ଆମଦାନୀ କରାଯାଉଥିବା ଜିନିଷ ଉପରେ ୨୫% ଟାରିଫ ଲାଗିବା କଥା କହିଥିଲେ। ହେଲେ ରୁଷଠାରୁ ତେଲ କିଣାଯାଉଥିବା ପରେ ବି ସେ ୨୫% ଅରିରିକ୍ତ ଟ୍ୟାକ୍ସ ଲଗାଇବା…
ଭାରତ ଉପରେ ଆଜିଠୁ ଆମେରିକାର 25% ଶୁଳ୍କ ଲାଗୁ; ଅତିରିକ୍ତ 25% ଅଗଷ୍ଟ 27ରୁ ଲାଗୁ ହେବ, ମୋଟ ଶୁଳ୍କ 50%କୁ ବୃଦ୍ଧି
ନୂଆଦିଲ୍ଲୀ: ଭାରତ ଉପରେ ଆଜିଠୁ 25% ଆମେରିକା ଶୁଳ୍କ ଲାଗୁ । ଅତିରିକ୍ତ ଶୁଳ୍କ ଅଗଷ୍ଟ 27ରୁ ଲାଗୁ ହେବ । କାଲି ଆହୁରି ଅତିରିକ୍ତ 25 ପ୍ରତିଶତ ଶୁଳ୍କ ଲଗାଇଛନ୍ତି ଟ୍ରମ୍ପ । ଭାରତ ଉପରେ ମୋଟ 50% ଶୁଳ୍କ ଲାଗିଲା ।…
PFର ଟଙ୍କା ଉଠାଇ ପାରିବେନି, ଯଦି କରିନାହାନ୍ତି ଏହି କାମ, ତୁରନ୍ତ କରନ୍ତୁ
ନୂଆଦିଲ୍ଲୀ: କର୍ମଚାରୀଙ୍କ ଦରମାରୁ ପ୍ରତି ମାସରେ କଟାଯାଉଥିବା ସଞ୍ଚୟର ଏକ ଅଂଶ ପିଏଫ୍ ଆକାଉଣ୍ଟରେ ଜମା କରାଯାଏ। ଏହି ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ସରକାର ସୁଧ ମଧ୍ୟ ଦିଅନ୍ତି। ଯଦି କାହାକୁ ହଠାତ୍ ଟଙ୍କାର…
TCS କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ଛଟେଇ ବିପଦ ମଧ୍ୟରେ ଦରମା ବୃଦ୍ଧି ନେଇ କମ୍ପାନୀ ଦେଲା ଅପଡେଟ୍
ନୂଆଦିଲ୍ଲୀ: ଭାରତର ସର୍ବବୃହତ ଆଇଟି କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ୍ (TCS) ବୁଧବାର ଦିନ ନିଜ କର୍ମଚାରୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। TCS କର୍ମଚାରୀମାନଙ୍କୁ ସୂଚନା ଦେଇଛି ଯେ, କମ୍ପାନୀ ଜୁନିଅର…
UPIର ନୂଆ ରେକର୍ଡ: ଗୋଟିଏ ଦିନରେ ୭୦ କୋଟି ଟ୍ରାଞ୍ଜାକ୍ସନ, ଆମେରିକାର ଜନସଂଖ୍ୟାକୁ ପକାଇଲା ପଛରେ..
ନୂଆଦିଲ୍ଲୀ: ଗୋଟିଏ ଦିନରେ, ଆମେରିକାର ଜନସଂଖ୍ୟାର ଦୁଇଗୁଣ UPI ମାଧ୍ୟମରେ କାରବାର ହୋଇଛି। 2024 ମସିହାର ତଥ୍ୟ ଅନୁଯାୟୀ, ଆମେରିକାର ଜନସଂଖ୍ୟା ପ୍ରାୟ 341.2 ନିୟୁତ ଥିଲା, କିନ୍ତୁ ଭାରତରେ, 2 ଅଗଷ୍ଟ, 2025 ରେ,…