Browsing Category

ମନୋରଞ୍ଜନ

ଚିରନିଦ୍ରାରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର୍

ମୁମ୍ବାଇ: ନୀରବି ଗଲେ ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକର୍ । ୯୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ଜାତୀୟ ଗଣମାଧ୍ୟମରୁ ଲତାଙ୍କ ମୃତ୍ୟୁକୁ ନେଇ ଖବର ପ୍ରକାଶ ପାଇଛି । ସଞ୍ଜୟ ରାଉତଙ୍କ ଟୁଇଟ୍ କୁ ଆଧାର କରି ଏହି…

କନ୍ୟା ସାଜିଲେ କରିସ୍ମା ତନ୍ନା, ବ୍ରାଇଡାଲ୍ ଲୁକ୍ ରେ ଭାଇରାଲ୍ ହେଉଛି ଫଟୋ ଓ ଭିଡିଓ

ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତ୍ରୀ କରିସ୍ମା ତନ୍ନାଙ୍କ ଫ୍ୟାନ୍ସ ପାଇଁ ଖାସ୍ ଖବର ରହିଛି । କରିସ୍ମା ତନ୍ନା ଓ ବରୁଣ ବଙ୍ଗେରା, ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗତକାଲି ବିବାହ ସମ୍ପନ୍ନ ହେବା ପରେ…

ଦୀପିକା ପାଦୁକୋଣକୁ ନେଇ ପ୍ରଶ୍ନ ପଚାରିବାରୁ ରାଗିଗଲେ କଙ୍ଗନା: କହିଲେ ‘ମୁଁ ତାଙ୍କ ଫିଲ୍ମ ପ୍ରମୋଶନ ପାଇଁ ବସିନାହିଁ’

ମୁମ୍ବାଇ: କଙ୍ଗନା ରଣାଓ୍ବତ ଗୁରୁବାର ଏକତା କପୁରଙ୍କ ଅପକମିଙ୍ଗ ରିୟାଲିଟି ଶୋ ‘ଲକଅପ୍’ ର ପ୍ରମୋଶନ କରିଛନ୍ତି । କଙ୍ଗନା ଏହି ଶୋ’ର ହୋଷ୍ଟ ଭାବରେ ନଜର ଆସିବାକୁ ଯାଉଛନ୍ତି । ତେବେ ପ୍ରେସ୍ କନଫରେନ୍ସ ସମୟରେ…

ପୁଣି ଓଟିଟି ପ୍ଲାଟଫର୍ମରେ ରାଜ କରୁଛନ୍ତି ବଲିଉଡର ଚକଲେଟ ବୟ ବବି ଦେଓଲ

ନୂଆଦିଲ୍ଲୀ: ଓଟିଟି ପ୍ଲାଟଫର୍ମରେ ନିଜ ଜଲୱା ଦେଖାଇ ଚାଲିଛନ୍ତି ବଲିଉଡର ଚକଲେଟ ହିରୋ ବବି ଦେଓଲ । ନୂଆ ଚଳଚ୍ଚିତ୍ରର ଏକ ଫଟୋ ଶେୟର କରିବାର କିଛି ସମୟ ମଧ୍ୟରେ ଏହା ଖୁବ ଭାଇରାଲ ହୋଇଥିଲା । ବବିଙ୍କର ଏହି ଜବରଦସ୍ତ…

ପୁଣି ଥରେ ପରଦାକୁ ଫେରିବେ ସୁପରହିଟ୍ ଯୋଡି: ରୀତେଶଙ୍କୁ ମା’ ବନାଇବେ ଜେନେଲିଆ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜେନେଲିଆ ଡି'ସୁଜା ପୁଣି ଫେରିଲେ ସିନେ ଦୁନିଆକୁ ।ଅଭିନୟ ଜଗତରୁ ଦୀର୍ଘ ଦିନର ବ୍ରେକ ପରେ ପୁଣି କମବ୍ୟାକ କରିଛନ୍ତିି । ଜେନେଲିଆ ପାଖାପାଖି ଦଶ ବର୍ଷ ପରେ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ପୁଣି…

ପତ୍ର ଖାଇବା ପାଇଁ ଛେଳିର ନିଆରା ଅନ୍ଦାଜ: ଦେଖନ୍ତୁ ଏହି ମଜାଦାର Viral Video

ନୂଆଦିଲ୍ଲୀ: ଛେଳି ପତ୍ର ଖାଏ ଏକଥା ତ ସମସ୍ତେ ଜାଣନ୍ତି । କିନ୍ତୁ ଭିଡିଓରେ ଦେଖାଯାଉଥିବା ଛେଳିଟି କିଭଳି ଖାସ ଅନ୍ଦାଜରେ ପତ୍ର ଖାଉଛି ତାହା ଯିଏ ବି ଦେଖିବେ ଆଶ୍ଚର୍ଯ୍ୟ ହେବେ । କାରଣ ଭିଡିଓଟି ଯେତିକି…

ହ୍ରିତିକ୍-ସବା ଆଜାଦଙ୍କ ଡିନର୍ ଡେଟ୍! ଦୁହେଁ ଦୁହିଁଙ୍କ ହାତ ଧରିଯାଉଥିବା ବେଳେ କ୍ୟାମେରାରେ ହେଲେ କଏଦ୍, ଚୁଟିରେ ଲୁଚାଇଲେ ମୁହଁ

ମୁମ୍ବାଇ: ବଲିଉଡ୍ ଅଭିନେତା ହ୍ରିତିକ୍ ରୋଶନ୍ ଙ୍କ ଲଭ୍ ଲାଇଫ୍ ଏବେ ଚର୍ଚ୍ଚାରେ ରହିଛି । ଗତ ରାତିରେ ହ୍ରିତିକ୍ ଦ୍ୱିତୀୟ ଥର ପାଇଁ ଅଭିନେତ୍ରୀ ସବା ଆଜାଦ୍ ଙ୍କ ସହିତ ନଜର ଆସିଥିଲେ । ଦୁହେଁ ଏକ ଡିନର୍ ଡେଟ୍ ରେ…

ବିକିନିରେ ଇଲିୟାନା ଅପଲୋଡ୍ କଲେ ଅନଏଡିଟେଡ୍ ଫଟୋ, ଡିଲିଟ୍ କଲେ Slimming Apps

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଇଲିୟାନା ଡିକ୍ରୁଜ୍ ବିକିନିରେ ପୋଜ୍ ଦେଇ ଇନଷ୍ଟାଗ୍ରାମ ପେଜ୍ ରେ ନିଜର ଏକ ଗ୍ଲାମରସ୍ ଫଟୋ ସେୟାର୍ କରିଛନ୍ତି । ତେବେ ଏହି ଫଟୋଟି ଏଥିପାଇଁ ଖାସ୍ ହୋଇଛି କାରଣ ଇଲିୟାନା ଏହି ଫଟୋ ସହିତ…

ରିଚା ଚଢ଼ାଙ୍କୁ ବିବାହ କରିବେ ଅଲି ଫଜଲ, ମାର୍ଚ୍ଚରେ ପଡିବ ହାତଗଣ୍ଠି

ମୁମ୍ବାଇ: ରିଚା ଚଢା ଏବଂ ଅଲି ଫଜଲ ଦୀର୍ଘ ଦିନ ଧରି ଦୁହେଁ ସମ୍ପର୍କରେ ରହିବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୨୦ ମସିହା ଏପ୍ରିଲରେ ସେମାନଙ୍କ ବିବାହ ବିଷୟରେ ଆଲୋଚନା ହୋଇଥିଲା । କିନ୍ତୁ…

ଶସ୍ତା ଲୋକପ୍ରିୟତା ପାଇଁ ଅଡୁଆରେ ପପୁ ପମପମ୍: ମିଷ୍ଟର କହ୍ନେୟାର ଗୀତକୁ ନେଇ ଧୋଇଲେ ବଜରଙ୍ଗ ଦଳର କର୍ମୀ [VIDEO]

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ଅଡ଼ୁଆରେ ଓଡ଼ିଆ ସିନେ ତାରକା ପପୁ ପମପମ୍ । ତତ୍ୱ ପ୍ରକାଶ ଶତପଥୀ ଓରଫ୍ ପପୁ ପମପମଙ୍କ ନୂଆ ସିନେମା ମିଷ୍ଟର କହ୍ନେୟାର ଟାଇଟଲ ଏବଂ ଗୋଟିଏ ଗୀତକୁ ନେଇ ଦେଖା ଦେଇଛି ବିବାଦ ।…