Browsing Category
ମନୋରଞ୍ଜନ
ମାମାଙ୍କ ହାତ ଧରିଲେ ଗୁଡୁ; ବାନ୍ଧବୀଙ୍କୁ ଜୀବନ ବନ୍ଧନ ପରେ ଦୁହେଁ ଖୁସ୍
ଓଡ଼ିଶା ଭାସ୍କର ବ୍ୟୁରୋ: ହାସ୍ୟଭିନେତା ଗୁଡୁ ହାତକୁ ଚାରିହାତ ହୋଇଛନ୍ତି। ଅର୍ଥାତ୍ ନିଜର ଦୁଇ ହାତ ସହ ସେ ଜୀବନ ସାଥୀଙ୍କ ଦୁଇ ହାତ ପାଇଛନ୍ତି। ନିଜ ବାନ୍ଧବୀ ମାମାଙ୍କ ସହ ସଂସାର ଆରମ୍ଭ କରିଛନ୍ତି ଗୁଡୁ।…
ଭଡ଼ାଟିଆ ମାତୃତ୍ୱର କଥା; ୪ ଦିନ ଆଗୁଆ ଡେଲିଭରୀ
ମୁମ୍ବାଇ: ଭଡ଼ାଟିଆ ମାତୃତ୍ୱ ବା ସରୋଗେସୀର କାହାଣୀକୁ ନେଇ ନିର୍ମାଣ ହୋଇଥିବା ଫିଲ୍ମ ମିମି ୪ ଦିନ ଆଗରୁ ପରଦାକୁ ଆସିଯାଇଛି । ପୂର୍ବରୁ ଏହି ଫିଲ୍ମଟି ଜୁଲାଇ ୩୦ରେ ରିଲିଜ୍ ହୋଇଥାନ୍ତା । ମାତ୍ର ୪ ଦିନ ପୂର୍ବରୁ…
କାରଗିଲ୍ ଯୁଦ୍ଧ ଇତିହାସର କାହାଣୀ ନେଇ ପରଦାକୁ ଆସୁଛି ‘ଶେରଶାହ’, କ୍ୟାପଟେନ ବିକ୍ରମ ବତ୍ରାଙ୍କ ସାହସିକତାକୁ ଦେଖିବେ ଦର୍ଶକ
ମୁମ୍ବାଇ: କାରଗିଲ୍ ଯୁଦ୍ଧ ଇତିହାସର କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଶେରଶାହ’କୁ ସିନେପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏହି ଚଳଚ୍ଚିତ୍ରରେ ପରମବୀର ଚକ୍ରରେ ସମ୍ମାନିତ ଦିବଙ୍ଗତ କ୍ୟାପଟେନ ବିକ୍ରମ…
ତୁମ ଦିଦି ସକାଳୁ ଯୋଗ ଶିଖାଉଛନ୍ତି ଆଉ ଜିଜୁ ରାତିରେ… ଏମିତି ଟ୍ରୋଲ୍ ହେଉଛନ୍ତି ଶମିତା ଶେଟ୍ଟୀ
ଓଡ଼ିଶା ଭାସ୍କର ବ୍ୟୁରୋ: ଅଶ୍ଳୀଳ ଫିଲ୍ମ ନିର୍ମାଣ କରିବା ଓ ବିଭିନ୍ନ ଆପ୍ ଜରିଆରେ ସେସବୁ ପ୍ରଚାର ପ୍ରସାର କରିବା ଅଭିଯୋଗରେ ଫସିଛନ୍ତି ବ୍ୟବସାୟୀ ରାଜ କୁନ୍ଦ୍ରା । ଖାଲି ଏତିକି ନୁହେଁ, ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ…
ବାହାଘରର ଦୁଇ ବର୍ଷ ପରେ ସ୍ୱାମୀଙ୍କ ଠାରୁ ଅଲଗା ହେଲେ ମିଆ ଖଲିଫା, ସୋସିଆଲ୍ ମିଡିଆରେ ଲେଖିଲେ ଏପରି
ନୂଆଦିଲ୍ଲୀ: ପୁର୍ବ ପର୍ଣ୍ଣ ଷ୍ଟାର ମିଆ ଖଲିଫା ପର୍ଣ୍ଣ ଫିଲ୍ମରେ କାମ କରିବା ପରେ ଚର୍ଚ୍ଚାକୁ ଆସିଥିଲେ । ସେ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହିଥାନ୍ତି । ନିଜ ଫଟୋ ଓ ଭିଡିଓ ଫ୍ୟାନ୍ସ ମାନଙ୍କ ସହ ଲଗାତର ଭାବରେ…
ଶିଳ୍ପା ଶେଟ୍ଟୀ ଓ ରାଜ୍ କୁନ୍ଦ୍ରାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କଲା କ୍ରାଇମବ୍ରାଞ୍ଚ, ଆସିଲା ବଡ଼ ତଥ୍ୟ
ମୁମ୍ବାଇ: ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲାରେ ରାଜ କୁନ୍ଦ୍ରା ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସମସ୍ୟା ଆହୁରି ବଢ଼ିପାରେ । ଏବେ ମୁମ୍ବାଇ କ୍ରାଇମବ୍ରାଞ୍ଚର ନଜରରେ ରହିଛି ପଞ୍ଜାବ ନ୍ୟାସନାଲ…
ରାଜ୍ କୁନ୍ଦ୍ରାଙ୍କ ପର୍ଣ୍ଣ ଫିଲ୍ମରେ ଓଡିଶା କନେକ୍ସନକୁ ନେଇ ଚର୍ଚ୍ଚା, ଓଡ଼ିଆ ପୁଅ ସେକ୍ସସ୍ପିୟରଙ୍କ ଲିଙ୍କ୍
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଅଶ୍ଳୀଳ ସିନେମା ପ୍ରସ୍ତୁତ କରିବା ଅଭିଯୋଗ ଆସିବା ପରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇ ଥିଲା । ଜାତୀୟ ଗଣମାଧ୍ୟମରେ ଏହି ଖବର…
କୋଲକାତାରେ ହଜି ଯାଇଛନ୍ତି ୟାମୀ; ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
କୋଲକାତା: ବଲିଉଡ ଅଭିନେତ୍ରୀ ୟାମୀ ଗୌତମ କୋଲକାତାରେ ହଜି ଯାଇଛନ୍ତି । ତେବେ ୟାମୀ ବାସ୍ତବରେ ହଜି ନାହାନ୍ତି ବରଂ ଲଷ୍ଟ ନାମ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି । ବିବାହ ପାଇଁ କିଛି ଦିନ ହେବ ସିଲଭର ସ୍କ୍ରିନରୁ ଦୂରେଇ…
ସୁନ୍ଦରୀ ଏଲିସଙ୍କ ଜିଭରେ ରହିଛି ଅଦ୍ଭୁତ ଶକ୍ତି; ଫ୍ୟାନ ଅଟକାଇ ଗିନିଜ ବୁକରେ ସାମିଲ
ନୂଆଦିଲ୍ଲୀ: ଦୁନିଆରେ ଅଜବ କାରନାମା ପାଇଁ ବିଭିନ୍ନ ଲୋକ ପ୍ରତିଷ୍ଠା ହାସଲ କରିଛନ୍ତି । ଏପରି କ୍ଷେତ୍ରରେ ଅଷ୍ଟ୍ରେଲିଆର ଜନୈକ ମହିଳା ଏକ ଅଜବ ରେକର୍ଡ କରିବା ସହିତ ଗିନିଜ୍ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ନିଜ ନାମ…
ଖୁବ ଶୀଘ୍ର ଫେରିବାକୁ ଯାଉଛି ‘ଦ କପିଲ୍ ଶର୍ମା ସୋ’: ରିଲିଜ ହେଲା ପ୍ରୋମୋ
ମୁମ୍ବାଇ: ଖୁବଶୀଘ୍ର ଫେରିବାକୁ ଯାଉଛି ଲୋକପ୍ରିୟ ହାସ୍ୟ କାର୍ଯ୍ୟକ୍ରମ ‘ଦ କପିଲ ଶର୍ମା ସୋ’ । ରବିବାର ଏହାର ଏକ ପ୍ରୋମୋ ମଧ୍ୟ ସେୟାର କରାଯାଇଛି । ପ୍ରୋମୋରେ କପିଲଙ୍କ ସହ କୃଷ୍ଣା ଅଭିଶେକ, କିକୁ ସାରଦା, ଭାରତୀ…