Browsing Category
ଦେଶ
ଆଜି ପ୍ରଧାନମନ୍ତ୍ରୀଙ୍କ ମନ କି ବାତ
ଭୁବନେଶ୍ୱର:୨୬ ।୪(ଓଡିଶା ଭାସ୍କର): ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିନ ୧୧ରେ ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ସଂବୋଧିତ କରିବେ । ମାର୍ଚ୍ଚ ୩ ତାରିଖରେ ଲକ ଡାଉନ ଅବଧି…
କରୋନା ମୁକାବିଲା ପାଇଁ ଆମେରିକାକୁ ଭିକ ମାଗୁଛି ,ସେପଟେ ମିଶାଇଲ ଟେଷ୍ଟ କରୁଛି ପାକିସ୍ତାନ
ଭୁବନେଶ୍ୱର:୨୬ ।୪(ଓଡିଶା ଭାସ୍କର):ସାରା ବିଶ୍ୱରେ କରୋନା ପାଇଁ ହାହାକାର । ଆର୍ଥିକ ମାନ୍ଦାବସ୍ଥା । କରୋନା ଟୀକା ପ୍ରସ୍ତୁତିରେ ଲାଗିଛନ୍ତି ପ୍ରାୟ ୭୦ ଦେଶର ଗବେଷକ । ଏଭଳି ସମୟରେ ମିଶାଇଲ ଟେଷ୍ଟ କରିଛି…
ଦେଶରେ ଅଢ଼େଇକୋଟି ମୋବାଇଲ ଫୋନ ପାଲଟିଛି ଖେଳନା ,ମେ ଶେଷ ସୁଦ୍ଧା ୪ କୋଟି ଲୋକଙ୍କ ପାଖରେ ନଥିବ ମୋବାଇଲ
ଭୁବନେଶ୍ୱର:୨୬ ।୪(ଓଡିଶା ଭାସ୍କର): ଦେଶରେ ଲକ ଡାଉନ ପୂର୍ବରୁ ଥିଲେ ୮୫ କୋଟି ମୋବଇଲ ଉପଭୋକ୍ତା ।ଯେଉଁଥିରୁ ଏବେ ଅଢ଼େଇକୋଟି ମୋବାଇଲ ଫୋନ ଏବେ ଅଚଳ । ୧୦ ରୁ ୧୨ କୋଟି ଲୋକ ଅନଲାଇନ ରିଚାର୍ଜ ବିଷୟରେ ଜାଣିନଥିବାରୁ…
ଆଜି ପବିତ୍ର ଅକ୍ଷୟ ତୃତୀୟା,ଶ୍ରୀମନ୍ଦିର ଭିତରେ ହେବ ରଥକାଠ ଅନୁକୂଳ,ସମାଜିକ ଦୂରତା ରଖି ଅଖିମୁଠି ଅନୁକୂଳ
ଭୁବନେଶ୍ୱର:୨୬ ।୪(ଓଡିଶା ଭାସ୍କର):ଅଜିପବିତ୍ର ଅକ୍ଷୟ ତୃତୀୟା । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଏହି ଦିନଠାରୁ ହିଁ ରଥପାଇଁ କାଠ ଅନୁକୂଳ କରାଯାଇଥାଏ । କିନ୍ତୁ ଏଥର କରୋନା କଟକଣା କୁ ନେଇ ଗଜପତି ମହାରାଜ,…
କରୋନାକୁ ନେଇ CRPFର ବଢିଲା ଚିନ୍ତା: ଜଣେ SI ସମେତ ୯ ଯବାନ ପଜିଟିଭ୍
କରୋନା ଭାଇରସକୁ ନେଇ ଦେଶର ସବୁଠାରୁ ବଡ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ବା ସିଆରପିଏଫର ଚିନ୍ତା ବଢିଯାଇଛି । ଅନେକ ସ୍ଥାନରେ ଡ୍ୟୁଟିରେ ଥିବା ଯବାନ ଓ ଅଧିକାରୀମାନେ କରୋନାରେ ସଂକ୍ରମିତ ହେବାରେ ଲାଗିଛନ୍ତି । ୩ ଦିନ…
କେନ୍ଦ୍ରୀୟ ଭିଜିଲାନ୍ସ କମିଶନର ଭାବେ ଶପଥ ନେଲେ ସଞ୍ଜୟ କୋଠାରି
ନୂଆଦିଲ୍ଲୀ, ୨୫ା୪: ଆଜି ରାଷ୍ଟ୍ରପତି ଭବନରେ ୧୦୩୦ ଘଣ୍ଟାର ଆୟୋଜିତ ଏକ ସମାରୋହରେ ସଞ୍ଜୟ କୋଠାରି କେନ୍ଦ୍ରୀୟ ଭିଜିଲାନ୍ସ କମିଶନର ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ…
ବାଇକରେ ବୁଲୁଥିବା ଯୁବକଙ୍କୁ କରୋନା ରୋଗୀ ସହ ଲକ୍ କଲା ପୋଲିସ, ତାପରେ ଯାହା ହେଲା..
ବିନା ମାସ୍କରେ ବାଇକରେ ବୁଲୁଥିବା ୫ ଯୁବକଙ୍କୁ ଅଟକାଇ କରୋନା ରୋଗୀ ଥିବା ଆମ୍ବୁଲାନ୍ସରେ ପୁରାଇଦେଲା ପୋଲିସ । କରୋନା ପଜିଟିଭ୍ ଜାଣିବା ପରେ ଯୁବକଙ୍କ ହୋସ୍ ଉଡିଗଲା ଓ ପ୍ରାଣ ବଞ୍ଚାଇବାକୁ ସେମାନେ କାକୁତି ମିନତି…
ରମଜାନର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୫ା୪(ଓଡ଼ିଶା ଭାସ୍କର):ଆଜିଠୁ ଆରମ୍ଭ ହୋଇଛି ଇସଲାମୀୟ ଧର୍ମ ମାସ ରମଜାନ । ଇସଲାମୀୟମାନଙ୍କ ମଧ୍ୟରେ ଏହାର ଯଥେଷ୍ଟ ଗୁରୁତ୍ୱ ରହିଛି । ତେଣୁ ପବିତ୍ର ରମଜାନର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ…
କଣ ଆଜିଠାରୁ ଖୋଲିବ କି ମଦ ଦୋକାନ? ଜାଣନ୍ତୁ ସରକାରଙ୍କ ଜବାବ୍
କରୋନା ବିପଦକୁ ଦୃଷ୍ଟିରେ ରଖି ଦେଶରେ ମେ ୩ ଯାଏଁ ଲକ୍-ଡାଉନ୍ ଜାରି ରହିବ । ଏହାରି ମଧ୍ୟରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଦିନ ଆଦେଶ ଜାରି କରାଯାଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଛୋଟ ଦୋକାନ ଖୋଲିବାକୁ…
AC ପାଇଁ ଗାଇଡ୍ ଲାଇନ୍ ଜାରି
କରୋନା ଭାଇରସର କାୟା ବଢି ବଢି ଚାଲିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ଗୀଷ୍ମ ପ୍ରଭାବ ମଧ୍ୟ ବଢିଚାଲିଛି । ଏନେଇ ଲୋକମାନେ ନିଜ ଘରେ ACର ବ୍ୟବହାର କରିବାରେ ଲାଗିଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି କି କରୋନା ସଙ୍କଟରେ…