Browsing Category
ଦେଶ
ସ୍ତ୍ରୀ ଡେଇଁ ପଡ଼ିଲେ ୯ ମହଲାରୁ, ସ୍ୱାମୀ ସହ ଝଗଡ଼ାର କରୁଣ ପରିଣତି
ଲକ୍ଷ୍ନୌ: ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା। ହେଲେ ହଠାତ୍ ଏଥିରେ ଉତ୍ତ୍ୟକ୍ତ ହୋଇ କେହି ୯ ମହଲା ଉପରୁ ଡେଇଁପଡ଼ିବ? ହଁ; ଜଣେ ମହିଳା ଡେଇଁପଡ଼ିଲେ। ଉତ୍ତରପ୍ରଦେଶର ଗାଜିଆବାଦରୁ ଏଭଳି ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେବାରେ…
ଶୁଭେନ୍ଦୁ ଅଧିକାରୀଙ୍କ ଘରେ ସିଆଇଡି ଚଢ଼ଉ, ବଢ଼ିଲା ଅଡୁଆ
କୋଲକାତା: ପଶ୍ଚିମବଙ୍ଗରେ ପୁଣି ତଦନ୍ତକାରୀ ସଂସ୍ଥାକୁ ନେଇ ରାଜନୀତି ଆରମ୍ଭ ହୋଇଛି । କେନ୍ଦ୍ର ସରକାର ସିବିଆଇକୁ ଅସ୍ତ୍ର କରି ବିପକ୍ଷ ନେତାଙ୍କୁ ହଇରାଣ କରୁଥିବାର ଅଭିଯୋଗ ହେଉଥିବା ବେଳେ ଟିଏମସି ବିରୋଧରେ ମଧ୍ୟ…
‘ଦାନିଶଙ୍କ ମୃତ୍ୟୁ କିପରି ହେଲା ଆମେ ଜାଣିନାହୁଁ’- ସାମ୍ବାଦିକଙ୍କ ହତ୍ୟା ପଛରେ ହାତଥିବା କଥାକୁ ଖଣ୍ଡନ କଲା ତାଲିବାନ୍
ନୂଆଦିଲ୍ଲୀ: ଆଫଗାନିସ୍ତାନର କନ୍ଧାରରେ ତାଲିବାନ ଏବଂ ଅଫଗାନ୍ ସୈନ୍ୟଙ୍କ ମଧ୍ୟରେ ଚାଲିଥିବା ରକ୍ତ ସଂଘର୍ଷକୁ କଭରେଜ୍ କରୁଥିବା ସମୟରେ ଭାରତୀୟ ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କ ହତ୍ୟା କରାଯାଇଛି । ଏହି…
କାଳିଆ ସେବାରେ ସମର୍ପିତା ବିଦେଶିନୀ ଲୀଲାବତୀ, ଶ୍ରୀଜଗନ୍ନାଥ ସଂସ୍କୃତିରେ ମଜ୍ଜି ଯାଇଛନ୍ତି
ଓଡ଼ିଶା ଭାସ୍କର ବ୍ୟୁରୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି, ପରମ୍ପରା ସହ ଓଡ଼ିଆ ଐତିହ୍ୟ ସହ ସେ ଓତଃପ୍ରୋତ ଭାବେ ଜଡ଼ିତ । ଏଥିରେ ନିଜକୁ ଓ ଭଗବାନଙ୍କୁ ଜାଣିବାର ଅବକାଶ ତ ମିଳେ, ତାସହ ଭଗବତ ସେବାରେ ନିଜକୁ ସମର୍ପଣ…
ବିଶ୍ୱର ୧୦ ଦେଶ ଯେଉଁଠାରେ ଅଛନ୍ତି ସବୁଠୁ ଅଧିକ ସ୍ମାର୍ଟଫୋନ ବ୍ୟବହାରକାରୀ
ନୂଆଦିଲ୍ଲୀ: ଆଜିର ସମୟରେ ସ୍ମାର୍ଟଫୋନ ଏକ ଅତି ଜରୁରୀ ଉପକରଣ ହୋଇଯାଇଛି । ଫୋନ କରିବାଠାରୁ ନେଇ ବ୍ୟାଙ୍କ୍ ସମ୍ବନ୍ଧୀୟ କାର୍ଯ୍ୟ ସବୁକିଛି ଅତି ସହଜରେ ଏହାଦ୍ୱାରା କରାଯାଇପାରୁଛି । ଦିନକୁ ଦିନ ସ୍ମାର୍ଟଫୋନର ବ୍ୟବହାର…
କୃଷକଙ୍କ ପୁଅକୁ ୬୭ ଲକ୍ଷ ପ୍ୟାକେଜରେ ନିଯୁକ୍ତି ଦେଲା ଆମାଜନ୍ କମ୍ପାନୀ
ନୂଆଦିଲ୍ଲୀ: କୁହାଯାଏ ଗରିବର ଘର ସଦାବେଳେ ଅନ୍ଧାର ରହେ ନାହିଁ । କଠିନ ପରିଶ୍ରମ ଓ ଭାଗ୍ୟଦେବୀଙ୍କ କୃପା ହେଲେ ଜଣେ ଲୋକ ଆଜିର ସମାଜରେ ବହୁତ କିଛି ହାସଲ କରିପାରିବ । ଏପରି କିଛି ଚମତ୍କାରିତା ଘଟିଛି ଜଣେ କୃଷକଙ୍କ…
ଭାରତକୁ ଆମେରିକା ଦେଲା ଏମଏଚ୍-୬୦ଆର୍ ହେଲିକପ୍ଟର୍, ଜାଣନ୍ତୁ ଏହା କିପରି କରେ କାମ
ନୂଆଦିଲ୍ଲୀ: ଭାରତ-ଆମେରିକାର ପ୍ରତିରକ୍ଷା ସହଭାଗିତାକୁ ମଜବୁତ କରିବାକୁ ଯାଇ ଆମେରିକା ଆଜି ଭାରତୀୟ ନୌସେନାକୁ ଦୁଇଟି ଏମଏଚ୍-୬୦ ଆର୍ ମଲ୍ଟି ରୋଲ୍ ହେଲକପ୍ଟର୍ ହସ୍ତାନ୍ତର କରିଛି । ଏହା ଭାରତର ନୌସେନାର ଶକ୍ତି…
ତୃତୀୟ ତରଙ୍ଗ ନିକଟତର, ଜାଣନ୍ତୁ କଣ କହୁଛନ୍ତି ବରିଷ୍ଠ ସାମ୍ବାଦିକ
ଓଡ଼ିଶା ଭାସ୍କର ବ୍ୟୁରୋ: କରୋନା ମହାମାରୀର ତୃତୀୟ ଲହରକୁ ନେଇ ସମଗ୍ର ବିଶ୍ୱରେ ଏବେ ଆତଙ୍କ ସୃଷ୍ଟି ହୋଇଛି । କରୋନାର ତୃତୀୟ ଲହର ଆରମ୍ଭ ହୋଇଯାଇଥିବା କଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ‘ହୁ’ର ମୁଖ୍ୟ ଟେଡ୍ରୋସ୍…
ଖବରକାଗଜ ମାଲିକ ଫସିଲେ, ସିବିଆଇ ଧରିଲା ଠକେଇ ପାଇଁ…
ଓଡ଼ିଶା ଭାସ୍କର ବ୍ୟୁରୋ: ଆଳ ଥିଲା ଖବରକାଗଜ । ଆଉ ସରକାରୀ ବିଜ୍ଞାପନ ପାଇଁ କରୁଥିଲେ ସମସ୍ତ ପ୍ରକାର ଷଡ଼ଯନ୍ତ୍ର । ଏହି ଠକେଇ ପାଇଁ ଧରିନେଲା ସିବିଆଇ ଆଉ ଫସିଲେ ଖବରକାଗଜ ମାଲିକ । ଦୀର୍ଘ ବର୍ଷ ଧରି ଏଭଳି କାଣ୍ଡ…
ଜାତୀୟ ପୁରସ୍କାର ବିଜେତା କାର୍ଟୁନିଷ୍ଟ ଗୌତମ ବେନେଗଲଙ୍କ ପରଲୋକ
ମୁମ୍ବାଇ: ଜାତୀୟ ପୁରସ୍କାର ବିଜେତା ଲେଖକ, କାର୍ଟୁନିଷ୍ଟ, ଆନିମେସନ୍ ଫିଲ୍ମ ନିର୍ମାତା ଗୌତମ୍ ବେନେଗଲ୍ ଙ୍କର ଆଜି ପରଲୋକ ହୋଇଯାଇଛି । ସେ ୫୬ ବର୍ଷ ବୟସରେ ପରଲୋକ ହୋଇଛନ୍ତି । ଏନେଇ ତାଙ୍କ ବନ୍ଧୁ କାଇଜାଦ୍ କୋଟୱାଲ୍…