Browsing Category

ଦେଶ

ଆସନ୍ତା କାଲି କ୍ୟାବିନେଟ୍ ସଂପ୍ରସାରଣ; ଚର୍ଚ୍ଚାରେ ଏହି ସବୁ ନାମ

ନୂଆଦିଲ୍ଳୀ: ଆସନ୍ତଳ କାଲି ସନ୍ଧ୍ୟାରେ ହୋଇପାରେ କେନ୍ଦ୍ର କ୍ୟାବିନେଟ ସଂପ୍ରସାରଣ । ମୋଦି ସରକାରଙ୍କ ଦ୍ୱିତୀୟ ପାଳିକୁ ଦୁଇ ବର୍ଷ ବିତିବାକୁ ବସିଥିବା ବେଳେ ଏଯାଏଁ କ୍ୟାବିନେଟ୍ ସଂପ୍ରସାରଣ ହୋଇନାହିଁ । ବୁଧବାର…

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପାଇଁ ନୂଆ ଆବେଦନ ଦାଖଲ, ଦିଲ୍ଲୀ ହାଇକୋର୍ଟ କେନ୍ଦ୍ରକୁ ମାଗିଲା ଜବାବ୍

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଦିନ ଏକ ନୂଆ ଆବେଦନକୁ ନେଇ କେନ୍ଦ୍ର ଏବଂ ଅନ୍ୟ ମାନଙ୍କୁ ନୋଟିସ୍ ଜାରି କରିଛି । ଏହି ଆବେଦନରେ ସମଲିଙ୍ଗୀ ବିବାହ ପାଇଁ ସ୍ୱୀକୃତି ଦେବା ପାଇଁ ଦାବି କରାଯାଇଛି । ଖାଲି…

ଏଣିକି ମରିବା ପୂର୍ବରୁ ଜାଣିପାରିବେ ମୃତ୍ୟୁ ତାରିଖ! ମାର୍କେଟକୁ ଆସିଲା ଭବିଷ୍ୟବାଣୀ କରୁଥିବା କାଲକୁଲେଟର

ମୃତ୍ୟୁ ହେଉଛି ଦୁନିଆର ଅପ୍ରିୟ ସତ୍ୟ । ଜନ୍ମ ମାତ୍ରେ ମୃତ୍ୟୁ ସୁନିଶ୍ଚିତ । ସମସ୍ତଙ୍କୁ ଦିନେ ନା ଦିନେ ମରିବାକୁ ପଡ଼ିବ । କେଉଁ ଦିନ କାହାର ଶେଷ ଦିନ ହେବ, ତାହା କେହି କହିପାରିବେ ନାହିଁ । କିନ୍ତୁ ଆଗାମୀ ସମୟରେ…

ଦୃଷ୍ଟିହୀନଙ୍କୁ ଅନଲାଇନ୍ ଶିକ୍ଷା ଦେଉଛନ୍ତି ଟିଫାନୀ ବ୍ରାର

ଥିରୁଅନନ୍ତପୁରମ୍: କେରଳରେ ଜଣେ ଦୃଷ୍ଟିହୀନ ମହିଳା ସାମାଜିକ କର୍ମୀ ଟିଫାନି ବ୍ରାର ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି । କରୋନା ମହାମାରୀ କାରଣରୁ ଲୋକଙ୍କ ମଧ୍ୟରେ ଦୂରତା ଶିଖରରେ ପହଞ୍ଚିଛି । ଏପରିକି…

ଚାଲାଣଠାରୁ ବର୍ତ୍ତିବା ପାଇଁ ଜୁଗାଡ୍ ଟେକ୍ନୋଲୋଜି: ପୁଲିସ୍ ବି ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଆଜିକା ସମୟରେ ଲୋକଙ୍କ ପାଖରେ ସବୁ ଜିନିଷର ବିକଳ୍ପ ଉପଲବ୍ଧ ରହିଛି । ନିଜ ସୁବିଧା ଅନୁସାରେ ଲୋକମାନେ ଜୁଗାଡ୍ କରିବାର ରାସ୍ତା ବାହାର କରିଦେଉଛନ୍ତି । ଖାସ୍ କରି କରୋନା ମହାମାରୀ ଆରମ୍ଭ ହେବା ପରଠାରୁ…

ପ୍ରମୋଦ ଭଗତଙ୍କୁ ଖେଳ ରତ୍ନ ଓ ଦୀପ୍ ଗ୍ରେସଙ୍କୁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୋକିଓ ପାରା ଅଲିମ୍ପିକ୍ସ ପାଇଁ ମନୋନୀତ ହୋଇଥିବା ଭାରତୀୟ ପାରା ସଟଲର୍ ବା ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ପାଇଁ ସୁପାରିସ୍ କରିଛନ୍ତି…

ଷ୍ଟାନ୍ ସ୍ୱାମୀଙ୍କର ଶବଦାହକୁ ଅନଲାଇନରେ ଦେଖିବେ ପରିବାର ଲୋକେ

ଚେନ୍ନାଇ: ସମାଜସେବୀ ଷ୍ଟାନ୍ ସ୍ୱାମୀଙ୍କର ସୋମବାର ଦେହାନ୍ତ ହୋଇଯାଇଥିଲା । ତାଙ୍କର ୮୪ ବର୍ଷରେ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ତେବେ ତାଙ୍କର ପରିବାର ଲୋକେ ତାଙ୍କର ଶବଦାହକୁ ଲାଇଭ୍ ଦେଖିବେ । ଏସଟି ପିଟରସ୍ ଚର୍ଚ୍ଚ…

ଦଲାଇଲାମାଙ୍କୁ ଏମିତି ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତରେ ରାଜନୈତିକ ଆଶ୍ରୟ ଗ୍ରହଣ କରିଥିବା ବୌଦ୍ଧ ଧର୍ମର ଏହି ଗୁରୁଙ୍କୁ ୮୬ ତମ ଜନ୍ମଦିନ…

ଭାରତର ଟପ୍-୧୦ ଆଇଆଇଟିଆନ, ଜାଣନ୍ତୁ ସେମାନଙ୍କ ସମ୍ପର୍କରେ

ନୂଆଦିଲ୍ଲୀ: ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)କୁୁ ସବୁଠାରୁ ଶ୍ରେଷ୍ଠ ବିବେଚନା କରାଯାଇଥାଏ । ଆଇଆଇଟିରୁ ପାସ୍ କରିଥିବା ଛାତ୍ରଛାତ୍ରୀ ମାନେ ସଦାସର୍ବଦା ଦେଶକୁ…

ରଣବୀରଙ୍କ ଫିଲ୍ମ ଦେଖନ୍ତିନି ତାଙ୍କ ମା’! ଜାଣନ୍ତୁ ପୂରା ଘଟଣା…

ଓଡ଼ିଶା ଭାସ୍କର ବ୍ୟୁରୋ: ବଲିଉଡ୍ ଅଭିନେତାଙ୍କ ମଧ୍ୟରେ ନିଜର ନିଆରା ଷ୍ଟାଇଲ୍ ପାଇଁ ବାରି ହୋଇପଡ଼ନ୍ତି ରଣବୀର ସିଂ । ସମସ୍ତଙ୍କଠାରୁ ଟିକେ ଭିନ୍ନ ହେବାକୁ ସେ ସର୍ବଦା ଚେଷ୍ଟା କରନ୍ତି । ଏହି ଅଭିନେତାଙ୍କ ପୂରା ନାମ…