Browsing Category

ଦେଶ

କୃଷି କ୍ଷେତ୍ରରେ ହେବ ବିକାଶ: ଡଏଚ ବ୍ୟାଙ୍କଠାରୁ ଏନ.ସି.ଡି.ସିକୁ ମିଳିଲା ୬୦୦ କୋଟିର ଋଣ

ନୁଆଦିଲ୍ଲୀ, ୧୩ା୪ (ଓଡିଶା ଭାସ୍କର) : ଦେଶର ସମବାୟ ସଂସ୍ଥା ମାନଙ୍କୁ ଆର୍ଥିକ ସହାୟତା କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ସହକାରୀ ଉନ୍ନୟନ ନିଗମ ବା ଏନ.ସି.ଡି.ସିକୁ ଜର୍ମାନୀର ବୃହତ୍ତମ ଡଏଚ ବ୍ୟାଙ୍କ ଠାରୁ ୬୦୦କୋଟିର…

କରୋନା ଛଡାଇନେଲା ଚାକିରୀ, ଆଉ ଏବେ ବନିଯାଇଛନ୍ତି ସେକ୍ସ ୱାର୍କର

ବାଙ୍ଗାଲୁରୁ, ୧୩ା୪ (ଓଡିଶା ଭାସ୍କର) : କରୋନା ମହାମାରୀ ଯୋଗୁଁ ସାରା ଦେଶରେ ଲକଡାଉନ୍ ଜାରି ହୋଇଥିଲା । ସେତେବେଳେ ଜଣେ ଯୁବକ ବିପିଓରେ କାମ କରୁଥିବା ବେଳେ ତାଙ୍କ ଚାକିରୀ ଚାଲି ଯାଇଥିଲା । ଆଉ ଏହାପରେ କାମ ଅଭାବରେ…

ଲାଗୁ ହେବ ଲକଡ଼ାଉନ୍ !

ଉତ୍ତରପ୍ରଦେଶ୧୩ା୪ (ଓଡିଶା ଭାସ୍କର) :  ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ବେଗରେ ମାଡ଼ି ଚାଲିଛି । ରାଜ୍ୟମାନଙ୍କରେ କରୋନାର ସ୍ଥିତି ଅତ୍ୟନ୍ତ ଖରାପ ଦିଗକୁ ଗତି କରୁଛି । ହସ୍ପିଟାଲରେ ଲମ୍ବା ଲାଇନ୍ ମଧ୍ୟ ଦେଖବବାକୁ…

ଜାଲିଆନାୱାଲାବାଗ ହତ୍ୟାକାଣ୍ଡକୁ ପୁରିଲା ୧୦୨ ବର୍ଷ: ଭୁଲି ହେବନାହିଁ ସେହି ନର ସଂହାର

୧୩ ଏପ୍ରିଲ୧୯୧୯ର ସେହି ଦିନକୁ ଭାରତ କେବେବି ଭୁଲିପାରିବ ନାହିଁ । ଯେତେବେଳେ ଶାନ୍ତିପୂର୍ଣ୍ଣ ସ୍ୱାଧୀନତା ଚାହୁଁଥିବା ଲୋକଙ୍କ ଉପରେ ଇଂରେଜୀ ସୈନ୍ୟମାନେ କିପରି ଗୁଳିଚାଳନା ନର୍ମମ କରିଥିଲେ । ଇଂରେଜୀ ଜେନେରାଲ…

କରୋନା ସ୍ଥିତି ଅଣାୟତ: ରାଜ୍ୟପାଳଙ୍କ ସହିତ ଆଲୋଚନା କରିବେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ, ୧୩ା୪ (ଓଡିଶା ଭାସ୍କର) : ଦେଶରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ରୁପ ନେବାରେ ଲାଗିଛି । ଧୀରେ ଧୀରେ କରୋନା ଗ୍ରାଫ୍ ଉପରମୁହାଁ ହେଉଛି । ପୁର୍ବବର୍ଷ ଅପେକ୍ଷା ଏବର୍ଷ ଦ୍ରୁତ ଗତିରେ କରୋନା ସଂକ୍ରମଣ…

ମୋଦୀ ରଖିବେ ଉପବାସ

ନୁଆଦିଲ୍ଲୀ, ୧୩ା୪ (ଓଡିଶା ଭାସ୍କର) : ଆଜିଠାରୁ ଚୈତ୍ର ନବରାତ୍ରୀ ପୁଜା ଆରମ୍ଭ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ଅବସରରେ ସାରା ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ…

ଧାରଣାରେ ବସିଛନ୍ତି ମୁଖ୍ୟମନ୍ତ୍ରୀ

ପଶ୍ଚିମବଙ୍ଗ ୧୩ା୪ (ଓଡିଶା ଭାସ୍କର) :  ଧାରଣାରେ ବସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ବାନାର୍ଜୀଙ୍କ ଆପତ୍ତିଜନକ ଭାଷଣ ପାଇଁ ରାଜନୀତି ମହଲ ଅଧିକ ସରଗରମ ହେବାରେ ଲାଗିଛି । ଗତକାଲି…

ପତ୍ନୀ ଓ ସନ୍ତାନଙ୍କ ଗଳାକାଟି ହତ୍ୟା: ମୃତଦେହକୁ ଲୁଚାଇ ଫେରାର ହେଲେ ଯୁବକ

ଜାମସେଦପୁର, ୧୩ା୪: ଝାଡ଼ଖଣ୍ଡର ଜାମସେଦପୁରରୁ ଛାତି ଥରାଇ ଦେଲା ଭଳି ଏକ ଲୋମହର୍ଷଣକାରୀ ଘଟଣା ସାମନାକୁ ଆସିଛି । ଜଣେ ଯୁବକ ନିଜ ସ୍ତ୍ରୀ ଓ ୨ ସନ୍ତାନ ଓ ଟ୍ୟୁସନ ମାଷ୍ଟରଙ୍କୁ ହତ୍ୟା କରି ଘରେ ତାଲା ପକାଇ ଫେରାର…

ଇଚ୍ଛା ଆଗରେ ହାର ମାନିଲା ବୟସ: ୯୮ ବର୍ଷ ବୟସରେ ମାଷ୍ଟର ଡିଗ୍ରୀ ପାସ୍ କଲେ ବୃଦ୍ଧ

ନୂଆଦିଲ୍ଲୀ, ୧୩ା୪: କୁହାଯାଏ- ଇଚ୍ଛା ଥିଲେ ସବୁକିଛି ସମ୍ଭବ । ଏପରିକି ବୟସ ମଧ୍ୟ ଦୃଢ଼ ଇଚ୍ଛା ଆଗରେ ହାର ମାନିଥାଏ । ଏହାକୁ ପ୍ରମାଣିତ କରିଛନ୍ତି ବିହାରରେ ରହୁଥିବା ୯୮ ବର୍ଷୀୟ ବୃଦ୍ଧ ରାଜ କୁମାର ବୈଶ୍ୟ । ବୃଦ୍ଧଜଣକ…