Browsing Category
ଦେଶ
ରେମଡେସିଭିର ଉତ୍ପାଦନ ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି: କେନ୍ଦ୍ର ମନ୍ତ୍ରୀ ସଦାନନ୍ଦ ଗୌଡା
ନୂଆଦିଲ୍ଲୀ, ୧୭ା୪(ଓଡିଶା ଭାସ୍କର): କରୋନା ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧ ରେମଡେସିଭିରର ଉତ୍ପାଦନ ବୃଦ୍ଧିକୁ ବଢାଇବା ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି । ଏନେଇ ଶୁକ୍ରବାର କେନ୍ଦ୍ର ରସାୟନ ଏବଂ ସାର…
ସୋନୁ ସୁଦ କରୋନା ପଜିଟିଭ୍
ମୁମ୍ବାଇ, ୧୭ ।୪ (ଓଡିଶା ଭାସ୍କର) : ଅଭିନେତା ସୋନୁ ସୁଦ ଶନିବାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସେ ଟୁଇଟ୍ କରି ଜଣାଇଛନ୍ତିୁ । ସେ ଲେଖିଛନ୍ତି ଯେ, "ମୁଁ ଆପଣମାନଙ୍କୁ ଜଣାଇବାକୁ ଚାହୁଁଛି ଯେ, ମୁଁ…
ଗୋଖାଦ୍ୟ ଦୁର୍ନୀତି ମାମଲା: ଲାଲୁଙ୍କୁ ମିଳିଲା ଜାମିନ୍
ପାଟନା, ୧୭ା୪: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ମିଳିଛି ଜାମିନ୍ । ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଗିରଫ ହୋଇ ଲାଲୁ ଜେଲରେ ସଜ୍ଜା…
କାର୍ତ୍ତିକଙ୍କୁ ବ୍ଲା୍କଲିଷ୍ଟ କରିବା ପ୍ରସଙ୍ଗରେ ପରୋକ୍ଷରେ କରନଙ୍କ ଉପରେ ବର୍ଷିଲେ କଙ୍ଗନା
ମୁମ୍ବାଇ, ୧୭ ।୪ (ଓଡିଶା ଭାସ୍କର) : ଧର୍ମା ପ୍ରଡକ୍ସନ୍ ହାଉସ୍ ରୁ ବଲିଉଡ୍ ଅଭିନେତା କାର୍ତ୍ତିକ ଆରିୟନଙ୍କୁ ବ୍ଲାକଲିଷ୍ଟ କରାଯିବା ପରେ ସେ ଏବେ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମ "ଦୋସ୍ତାନା-୨"ରୁ କାର୍ତ୍ତିକଙ୍କୁ…
ରାଜଧାନୀରେ ଲାଗିପାରେ ସମ୍ପୂର୍ଣ୍ଣ ଲକଡାଉନ୍! ମୁଖ୍ୟମନ୍ତ୍ରୀ ଡକାଇଲେ ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର, ୧୭ା୪: ଦେଶରେ କରୋନା ସଂକ୍ରମଣକୁ ନେଇ ପ୍ରତ୍ୟେକ ରାଜ୍ୟ ଲଢ଼େଇ ଜାରି ରଖିଛନ୍ତି । ବିଭିନ୍ନ ରାଜ୍ୟରେ ଲକଡାଉନ, ସଟଡାଉନ ଓ ନାଇଟ୍ କର୍ଫ୍ୟୁ ଏବେ ବି ବଳବତ୍ତର ରହିଛି ଏବଂ ଆଗକୁ ମଧ୍ୟ ଲାଗୁହେବାର ସମ୍ଭବନା…
କୁମ୍ଭମେଳା ଶେଷ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍
ହରିଦ୍ୱାର ୧୭ ।୪ (ଓଡିଶା ଭାସ୍କର) : ଦେଶରେ ବଢୁଥିବା କରୋନା ସଂକ୍ରମଣ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇବରେ ଲାଗିଛି । ଏନେଇ ପ୍ରଧାନମନ୍ତ୍ରୀ ହରିଦ୍ୱାରରେ ଚାଲିଥିବା ମହାକୁମ୍ଭ ମେଳାକୁ ନେଇ ଚିନ୍ତାରେ…
ମାତ୍ର ୫୦ ଟଙ୍କା ପାଇଁ ବୃଦ୍ଧ ବାପାଙ୍କୁ ହତ୍ୟା କଲା ପୁଅ
ନୂଆଦିଲ୍ଲୀ, ୧୭ା୪: ସାମାନ୍ୟ କିଛି ଟଙ୍କା ପାଇଁ ଯେ ମଣିଷ ରକ୍ତର ସମ୍ପର୍କକୁ ବି ଭୁଲିଯାଏ, ତା’ର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଦେଶର ରାଜଧାନୀ ନୂଆଦିଲ୍ଲୀରେ ଏଭଳି ଘଟଣା ଘଟିଛି । ଜଣେ ବେରୋଜଗାର ପୁଅ…
Gold shines again, know what is the rate of 10 grams 22ct-24ct gold today
The price of 22-k gold (per 10 grams) in Bhubaneswar is ₹ 44,010 today while the price of 24k gold (per 10 grams) is ₹ 48,010 today.
ହଟିଲା ସମସ୍ତ ନିୟମ: ଏଲପିଜି ଗ୍ୟାସ୍ କନେକ୍ସନ ପାଇଁ ଆଜି କରନ୍ତୁ ଆବେଦନ
ନୂଆଦିଲ୍ଲୀ, ୧୭ା୪: ଯଦି ଆପଣ ଏଲପିଜି ଗ୍ୟାସ୍ ପାଇଁ ଆବେଦନ କରିବାକୁ ଚାହୁଁଥାନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । ଇଣ୍ଡିଆନ ଅଏଲ ତରଫରୁ ଏନେଇ ପୂର୍ବରୁ ରହିଥିବା ସମସ୍ତ ନିୟମକୁ କୋହଳ କରାଯାଇଛି । ଏପରିକି ଆପଣ…
ଛାତ୍ରଛାତ୍ରୀଙ୍କୁ ମିଳିଲା ଆଶ୍ୱସ୍ତି: ସ୍ଥଗିତ ହେଲା ରାଜ୍ୟର ସମସ୍ତ ବୋର୍ଡ ପରୀକ୍ଷା
ନୂଆଦିଲ୍ଲୀ, ୧୭ା୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ସମସ୍ତ ବୋର୍ଡ ପରୀକ୍ଷାକୁ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ରାଜ୍ୟର ସମସ୍ତ ସଂସ୍କୃତ, ମଦ୍ରାସା ବୋର୍ଡ ପରୀକ୍ଷା…