Browsing Category

ରାଜ୍ୟ

OAS ଅଧିକାରୀ ସ୍ତରରେ ଅଦଳବଦଳ, ୪ ଜଣଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟା, ୭ ଜଣଙ୍କୁ ଏସଏଜି ପାହ୍ୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ରାଜ୍ୟର ୪ ଜଣ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପ୍ରମୋଶନ ଦିଆଯାଇଛି ।…

ଧର୍ମାନୁଷ୍ଠାନ ପାଇଁ ଆସିଲା ଏସଓପି

କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କର): କରୋନାର ସଂକ୍ରମଣ ହାର ହ୍ରାସ ପାଉଥିବା ବେଳେ କଟକଣା ମଧ୍ୟ କୋହଳ ହେବାରେ ଲାଗିଛି । ଅଗଷ୍ଟ ଗାଇଡଲାଇନ୍ ଆସିବା ପରେ ଅନେକ ଜିଲ୍ଲାରେ ଧର୍ମାନୁଷ୍ଠାନ ଖୋଲିଛି । ଏହାରି ମଧ୍ୟରେ…

ବଡ ଖବର: କାଲିଠାରୁ କଟକରେ ଖୋଲିବ ଧର୍ମାନୁଷ୍ଠାନ

କଟକ(ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବାରୁ କଟକଣା କୋହଳ ହେବାରେ ଲାଗିଛି । ଏହାରି ମଧ୍ୟରେ କଟକ ଜିଲ୍ଲାରେ ଆସନ୍ତାକାଲିଠାରୁ ଖୋଲିବାକୁ ଯାଉଛି ସମସ୍ତ ଧର୍ମାନୁଷ୍ଠାନ । କୋଭିଡ କଟକଣାରେ ସମସ୍ତ…

ନିଜକୁ ନିଜେ ଗୁଳି କଲା ସିକ୍ୟୁରିଟି ଗାର୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିଜକୁ ନିଜେ ଗୁଳି କରି ଜଣେ ସିକ୍ୟୁରିଟି ଗାର୍ଡ ଆଜି ମୃତ୍ୟୁବରଣ କରିଛନ୍ତି । ଏହି ଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଭୁବନେଶ୍ୱର ଗଙ୍ଗନଗର ଠାରେ । ସିକ୍ୟୁରିଟି ଗାର୍ଡ ଜଣକ ନିଜ…

mparivahan ଆପରେ DL ପାଇଁ Slot Booking କଲେ ଯୁବତୀ, ମାତ୍ର ଟଙ୍କା ନେଇଗଲା ସାଇବର ଠକ, ଜାଣନ୍ତୁ କିପରି ହେଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ସାଇବର ଅପରାଧୀମାନେ ଠକିବା ପାଇଁ ନୂଆ ନୂଆ ତରିକା ଆପଣାଉଛନ୍ତି । ତେବେ ବର୍ତ୍ତମାନ ସମୟରେ ଡିଏଲ୍ ବୁକିଂକୁ ନେଇ ଠକାମି ହେଉଛନ୍ତି ଜଣାପଡ଼ିଛି । ଡ୍ରାଇଭିଂ ଲାଇସେନ୍ସ ନାମରେ…

ବିଦ୍ୟାଭାରତୀଙ୍କ ମୋବାଇଲରୁ ମିଳିଲା ଫଟୋ ଓ ରେକର୍ଡିଂ, ପୋଲିସ ଆଜି ଯିବ କପ୍ତିପଦା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦ ଦିନରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଉପରୁ ପରଦା ହଟୁନି । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବୟାନକୁ ନେଇ ସୌମ୍ୟଙ୍କ…

ଥମୁନି ମୃତ୍ୟୁସଂଖ୍ୟା, ରାଜ୍ୟରୁ ଆଜି ପୁଣି ୬୯ ଜୀବନ ନେଲା କରୋନା

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…

ଆଜି ରାଜ୍ୟରେ ୧୧୨୯ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…

ଶାଶୂ ଘରେ ସ୍ତ୍ରୀ’କୁ ମାରି ଜ୍ୱାଇଁ ଛୁ, ହତ୍ୟା ମାମଲା ରୁଜୁ କଲା ପୋଲିସ

କଣିହାଁ(ଭାସ୍କର ନ୍ୟୁଜ୍‌): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଥାନା ତଥା ଜଳଭଣ୍ଡାର ପାଣି ଟାଙ୍କି ହଟିଂରେ  ଏକ ଅଭାବନୀୟ ଘଟଣା ଘଟିଛି । ଶ୍ୱଶୁର ଘରେ ଝିଅ ଜ୍ୱାଇଁ ରହୁଥିବାବେଳେ ଝିଅକୁ ହତ୍ୟା କରି…

ପୁଣି ବଢ଼ିଲା ବିପଦ: ଚଳିତ ମାସରେ ଆସି ପାରେ ତୃତୀୟ ଲହର, ଅକ୍ଟୋବର ସୁଦ୍ଧା ଶୀର୍ଷ ଛୁଇଁବା ସମ୍ଭାବନା

କାନପୁର/ହାଇଦ୍ରାବାଦ୍‌, (ଭାସ୍କର ନ୍ୟୁଜ୍): ମହାମାରୀ କରେନାର ତୃତୀୟ ଲହରକୁ ନେଇ ସାରା ଦେଶରେ ଭୟର ବାତାବରଣ ଥିବା ବେଳେ ଆଇଆଇଟି କାନ୍‌ପୁର ଓ ହାଇଦ୍ରାବାଦ୍‌ର ବିଶେଷଜ୍ଞମାନେ ଆକଳନ କରି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି…