Browsing Category

ରାଜ୍ୟ

ଓଡିଶାରେ ଆଜି ୭,୧୮୮ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ଏବେ ଆଗ ଅପେକ୍ଷା ହ୍ରାସ ପାଇଛି । ଗତ ୨୪ ଘଣ୍ଟା ରାଜ୍ୟରେ ୭ ହଜାର ୧୮୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪ ହଜାର…

ଯବାନଙ୍କ ଗୁଳିମାଡ ନୁହେଁ ବରଂ କରୋନା ଭାଇରସ୍‌ କରୁଛି ମାଓବାଦୀଙ୍କ ଏନ୍‌କାଉଣ୍ଟର: କୋଭିଡ୍‌ ନେଲା ଜଣେ ମାଓବାଦୀ ଜୀବନ, ହସ୍ପିଟାଲରେ ଭର୍ତ୍ତି…

ମାଲକାନଗିରି (ଓଡ଼ିଶା ଭାସ୍କର): ଏବେ ଯବାନଙ୍କ ଗୁଳିମାଡକୁ ଭୟ କରୁନାହାଁନ୍ତି ମାଓବାଦୀ । କାହିଁକି ନା ସେମାନଙ୍କୁ ଗୁଳିମାଡ ନୁହେଁ ବରଂ କରୋନା ଭାଇରସ୍‌ କରୁଛି ଏନ୍‌କାଉଣ୍ଟର । ଏହା ସତ ପ୍ରମାଣିତ ହୋଇଛି । ଓଡିଶା ଓ…

୪୩ତମ ଜିଏସ୍‌ଟି ପରିଷଦ ବୈଠକରେ ବଡ଼ ନିଷ୍ପତ୍ତି, କୋଭିଡ୍‌ ଓ ବ୍ଲାକ୍‌ ଫଙ୍ଗସ୍‌ ସହ ଜଡ଼ିତ ସାମଗ୍ରୀର ଆମଦାନୀରେ ଲାଗିବନି ଜିଏସ୍‌ଟି

ନୂଆଦିଲ୍ଲୀ/ ଭୁବନେଶ୍ୱର (ଓଡ଼ିଶା ଭାସ୍କର ): ଶୁକ୍ରବାର ଅନୁଷ୍ଠିତ ୪୩ତମ ଜିଏସ୍‌ଟି ପରିଷଦ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଦେଶରେ କରୋନା ମହାମାରୀ ସ୍ଥିତିକୁ ଆଖି ଆଗରେ ରଖି ବିଦେଶରୁ…

ରାଜ୍ୟରେ ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି କରୋନା ମହାମାରୀ । ସମ୍ପୃକ୍ତ ସାମ୍ବାଦିକ ଜଣକ ହେଉଛନ୍ତି ଅନୁଗୁଳ ଜିଲ୍ଲାର 'ଜି ଓଡ଼ିଶା' ପ୍ରତିନିଧି ରଘୁନାଥ ସାହୁ। ସେ ଶୁକ୍ରବାର ଦିନ…

ଓଡିଶାରେ କେବେ ଖୋଲିବ ସ୍କୁଲ ଓ କେବେ ଆରମ୍ଭ ହେବ ପାଠପଢା ? ଜାଣନ୍ତୁ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା ସଂକ୍ରମଣ ଧିରେ ଧିରେ ହ୍ର୍ରାସ ପାଉଥିବା ବେଳେ ରାଜ୍ୟରେ କେବେ ସ୍କୁଲ ଖୋଲିବ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ରହିଛି । ଏହାରି ମଧ୍ୟରେ ରାଜ୍ୟରେ ପାଠପଢା ଓ ସ୍କୁଲ ଖୋଲିବା ନେଇ…

ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତା ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ପ୍ରତାପ ସଡ଼ଙ୍ଗୀ ଏବଂ ବିଜେପି ନେତା ବୈଜୟନ୍ତ ପଣ୍ଡା ଶୁକ୍ରବାର ସାଇକ୍ଲୋନ ପ୍ରଭାବିତ ଅଞ୍ଚଳର ଏରିଏଲ ସର୍ଭେ କରିଛନ୍ତି। ଏହି ଦୁଇ ନେତା ହେଲିକପ୍ଟରରେ ବାଲେଶ୍ୱର ଚାନ୍ଦିପୁର ଏବଂ ଭଦ୍ରକ…

ଓଡିଶାରେ ଜୁନ୍ ପହିଲାରୁ ଖୋଲିବ କଲେଜ

ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା କାଳ ମଧ୍ୟରେ ସରିଛି ଖରାଦିନ ଛୁଟି । ଜୁନ୍ ପହିଲାରୁ ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିବାକୁ ଯାଉଛି । ତେବେ ମେ’ ୩୧ ତାରିଖ ଯାଏ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖରାଦିନ ଛୁଟି ଘୋଷଣା…

ସରପଞ୍ଚ ଓ ପିଇଓଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ, ଜାଣନ୍ତୁ କାହିଁକି?

ବରଗଡ(ଓଡିଶା ଭାସ୍କର): ପଞ୍ଚାୟତ ପାଣ୍ଠିରୁ ଅର୍ଥ ଆତ୍ମସାତ ଓ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ବରଗଡ ଜିଲ୍ଲାର ଜଣେ ସରପଞ୍ଚ ଓ ଜଣେ ପିଇଓଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଗାଇସିଲେଟ ବ୍ଲକ ଗୁଦେରପାଲି ସରପଞ୍ଚ…

ଖୁସି ଖବର: ଓଡ଼ିଶାରୁ ଆଜି ୧୧, ୯୫୪ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହଇଚଇ ସୃଷ୍ଟି କରିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୧ ହଜାର ୯୫୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…