Browsing Category

ରାଜ୍ୟ

କରୋନା ପାଇଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଶୂନ, ଗଣଶିକ୍ଷା ବିଭାଗ ପକ୍ଷରୁ ନିଆଗଲା ଏହି ନିଷ୍ପତ୍ତି

ଭୁବନେଶ୍ୱର, ୧୬ା୫ (ଓଡିଶା ଭାସ୍କର): କରୋନା ପାଇଁ ରାଜ୍ୟରେ ଦୀର୍ଘଦିନ ଧରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବନ୍ଦ ରହିଛି । ଗତବର୍ଷ ଛାତ୍ରଛାତ୍ରୀ କ୍ଲାସରୁମ୍ ଶିକ୍ଷାଦାନରୁ ବଞ୍ଚିତ ହୋଇଥିଲେ ।…

ରାଜ୍ୟରେ ଫିଲ୍ମ ଓ ସିରିଏଲ୍ ସୁଟିଂରେ ଲାଗିଲା ରୋକ୍

ଭୁବନେଶ୍ୱର, ୧୬/୦୫(ଓଡିଶା ଭାସ୍କର) : ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ରାଜ୍ୟ ସରକାର ଆଉ ଏକ ନିଷ୍ପତି ନେଇଛନ୍ତି । ରାଜ୍ୟରେ କୋଭିଡ୍ ନିୟମରେ ଆଶିଂକ ପରିବର୍ତ୍ତନ ଅଣାଯାଇଛି । ଏନେଇ ଆଜି…

ଆଜି କରୋନାରେ ରାଜ୍ୟର ୧୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୬ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା…

ଓଡିଶାରେ ଆଜି ୧୧,୭୩୨ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୬ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି । ଗତ ୨୪ ଘଣ୍ଟା ରାଜ୍ୟରେ ୧୧ ହଜାର ୭୩୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ ହଜାର ୫୬୯ ଜଣ…

ମାଲକାନଗିରିକୁ ଛାଡି ବାକି ଜିଲ୍ଲାରେ ତାତିରୁ ସାମାନ୍ୟ ଆଶ୍ବସ୍ତି

ଭୁବନେଶ୍ବର,୧୫ ।୫(ଓଡିଶା ଭାସ୍କର) : ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ତାତିରୁ ମିଳିଛି ତ୍ରାହି । କିଛି ଦିନ ଧରି ପାରଦ ସାମାନ୍ୟ ହ୍ରାସ ପାଇଥିବା ବେଳେ, ଆଜି ସାମାନ୍ୟ ଗରମ ଅନୁଭୂତ ହୋଇଛି । କେବଳ ମାଲକାନଗିରିରେ…

ଗୋଟିଏ କନ୍ୟାକୁ ବାହାହେବାକୁ ପହଞ୍ଚିଲେ ୨ ବର: କିନ୍ତୁ ଦୁହିଁଙ୍କୁ ମିଳିଲା ଜୀବନ ସାଥୀ, ଜାଣନ୍ତୁ କିପରି

ୟୁପି,୧୫ ।୫: ଗୋଟିଏ ବରକୁ ବାହାହେବାକୁ ଅନେକ କନ୍ୟାମାନଙ୍କ ଭିତରେ ସଂଘର୍ଷ ତ ପ୍ରାୟତଃ ଦେଖିବାକୁ ମିଳିଥାଏ । କିନ୍ତୁ ଉତ୍ତରପ୍ରଦେଶର କନୌଜ ଗାଁରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଗୋଟିଏ କନ୍ୟାକୁ ବାହାହେବାକୁ…

ମେ’ ୨୪ ପର୍ଯ୍ୟନ୍ତ ଏହି ରାଜ୍ୟରେ ବଢିଲା ଲକଡାଉନ୍‌, ଗରିବ ଲୋକଙ୍କୁ ମିଳିବ ଭତ୍ତା

ଲକ୍ଷ୍ନୌ,୧୫ ।୫: କରୋନା ସଂକ୍ରମଣ ନିୟନ୍ତ୍ରଣକୁ ନଆସିବାରୁ ଅନେକ ରାଜ୍ୟରେ ଲକଡାଉନ ଓ ସଟଡାଉନ ଭଳି କଟକଣାର ଅବଧିକୁ ବଢାଇଯାଉଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶରେ କରୋନା କର୍ଫ୍ୟୁକୁ ମେ’ ୨୪ ତାରିଖ ସକାଳ ୭ଟା…

ଖୁସି ଖବର : ଓଡ଼ିଶାରେ ଆଜି ୧୦,୭୮୧ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୫।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୦,୭୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

ଭୁବନେଶ୍ୱରରୁ ଆଜି ୧୧୧୮ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୫ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୧୧୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…

ବରିଷ୍ଠ ନାଗରିକ ମାନଙ୍କୁ ଘରୁ ଆଣି ଟିକା ଦିଆଯିବ

ଭୁବନେଶ୍ୱର, ୧୫/୦୫(ଓଡିଶା ଭାସ୍କର) : ବରିଷ୍ଠ ନାଗରିକଙ୍କ ଟିକାକରଣ ପାଇଁ ନୁତନ ବ୍ୟବସ୍ଥା କରାଯାଇଛି । ୧୯୨୯ ନମ୍ବରକୁ କଲ୍ କଲେ ବିଏମସି ତରଫରୁ ଉକ୍ତ ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ସେମାନଙ୍କୁ ଟିକାକରଣ କେନ୍ଦ୍ରକୁ…