Browsing Category
ରାଜ୍ୟ
ଗ୍ରାମ୍ୟ ରାସ୍ତା ସଙ୍ଗୀନ, ବିଧାନସଭାରେ ବିରୋଧୀ, ଶାସକ ଦଳ ଖପା
ଭୁବନେଶ୍ୱର, ୧୮ା୨(ଓଡ଼ିଶା ଭାସ୍କର): ଗ୍ରାମାଞ୍ଚଳରେ ରାସ୍ତା ନିର୍ମାଣକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ଉଭୟ ବିରୋଧୀ ଓ ଶାସକ ଦଳର ବିଧାୟକ । ଏନେଇ ଗ୍ରାମ୍ୟ ଉନ୍ନୟନ…
ଟ୍ରକ୍ ପଛରେ ପିଟିଲା ବାଇକ୍ ,୨ମୃତ
ବ୍ରହ୍ମପୁର, ୧୮ା୨(ଓଡ଼ିଶା ଭାସ୍କର): ବ୍ରହ୍ମପୁର ଗୋଳନ୍ଥରା ସ୍ଥିତ ଭୈରବି ଛକରେ ଏକ ଅଭାନୀୟ ଘଟଣା ଘଟିଛି । ସେଠାରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଟ୍ରକ୍ ପଛରେ ଏକ ବାଇକ ପିଟି ଦେଇଥିଲା ।…
ସେସୁ ଓ ସାଉଥକୋ ପରେ ୱେସ୍କୋ, ବକେୟା ନଦେଲେ କଟୁଛି ବିଜୁଳି
ସମ୍ବଲପୁର, ୧୮ା୨(ଓଡ଼ିଶା ଭାସ୍କର): ସେସୁ ଓ ସାଉଥକୋ ପରେ ଏବେ ୱେସ୍କୋ କାଟୁଛି ବିଜୁଳି । ସମ୍ବଲପୁରରେ ୱେସ୍କୋ ପକ୍ଷରୁ ବିଦ୍ୟୁତ୍ କାଟ୍ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ବ୍ୟବସାୟୀକ ପ୍ରତିଷ୍ଠାନରୁ ବିଦ୍ୟୁତ କାଟ୍…
ଦୁର୍ଘଟଣାରେ ଗୁଡ଼ଭେଲା ABDOଙ୍କ ମୃତ୍ୟୁ
ବଲାଙ୍ଗିର, ୧୮ା୨(ଓଡ଼ିଶା ଭାସ୍କର): ବଲାଙ୍ଗିରର ଗୁଡ଼ଭେଲା ଏବିଡ଼ିଓ ରାମବିଳାସ ମଙ୍ଗରାଜଙ୍କ ମୃତ୍ୟୁ ହୋଇଛି । ବଙ୍ଗୋମୁଣ୍ଡାରେ ଗତକାଲି ଦୁର୍ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ଗୁରୁତର ଥିବାରୁ ତାଙ୍କୁ…
ତାପସ ପାଲଙ୍କ ପରଲୋକ
ଭୁବନେଶ୍ୱର, ୧୮ା୨(ଓଡ଼ିଶା ଭାସ୍କର): ପୂର୍ବତନ ତୃଣମୂଳ କଂଗ୍ରେସ ସାଂସଦ ତାପସ ପାଲଙ୍କ ପରଲୋକ ହୋଇଛି । ଆଜି ସକାଳେ ତାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ବର୍ଷ ହୋଇଥିଲା । ତାଙ୍କର…
ବିଧାନସଭାରେ OBC କମିସନ ବିଲ୍ ପାରିତ
ଭୁବନେଶ୍ୱର, ୧୭ା୨: ଓଡିଶା ବିଧାନସଭାରେ ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ(ସଂଶୋଧନ) ବିଲ୍-୨୦୨୦ ଆଜି ପାରିତ ହୋଇଛି । ରାଜ୍ୟରେ ପଛୁଆ ବର୍ଗ ଲୋକଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ବିଷୟରେ ସର୍ଭେ ହେବ । ଏନେଇ…
ବିଧାନସଭାରେ OBC କମିସନ ବିଲ୍ ଆଗତ
ଭୁବନେଶ୍ୱର,୧୭ ।୨(ଓଡିଶା ଭାସ୍କର): ବିଧାନସଭାରେ ଓବିସି କମିସନ ସଂଶୋଧନ ବିଲ୍ ଉପସ୍ଥାପିତ ହୋଇଛି । ବିଲ୍ ଆଗତ କରିଛନ୍ତି ଓବିସି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା । ଏଣିକି କମିସନ ଓବିସିଙ୍କ ସାମାଜିକ ଓ ଶିକ୍ଷାଗତ…
ଏଣିକି ଅଫିସ୍ କାମ ଅନଲାଇନରେ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୭ ।୨(ଓଡିଶା ଭାସ୍କର): ରାଜ୍ୟପାଳଙ୍କ ଅଭିଭାଷଣ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରି ବିଧାନସଭାରେ ନିଜର ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଗଷ୍ଟ…
ପୁରୀ କଂଗ୍ରେସ ଭବନରେ ଗଣ୍ଡଗୋଳ
ପୁରୀ, ୧୭ା୨(ଓଡ଼ିଶା ଭାସ୍କର): ପୁରୀ କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳ କାଣ୍ଡ ହୋଇଛି । ଏହି ଘଟଣାରେ ୩ ଯୁବ କଂଗ୍ରେସ ନେତା ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି…
ଅନୁପ ସାଏଙ୍କ ପୁତୁରାଙ୍କୁ ଥାନାରେ ହାଜିର ହେବାକୁ ନୋଟିସ
ଭୁବନେଶ୍ୱର, ୧୭ା୨(ଓଡ଼ିଶା ଭାସ୍କର): ପୂର୍ବତନ ବିଜେଡ଼ି ବିଧାୟକ ଅନୁପ ସାଏଙ୍କ ପୁତୁରାଙ୍କୁ ନୋଟିସ କରିଛି ଛତିଶଗଡ଼ ପୋଲିସ । ଆସନ୍ତାକାଲି ଥାନାରେ ହାଜର ହେବାକୁ ନୋଟିସ ଜାରି ହୋଇଛି । ସେହିପରି ମୃତ କଳ୍ପନାଙ୍କ…