Browsing Category
ଖେଳ
କିଏ ନେବ ଦୀପକଙ୍କ ଜାଗା?: ଧୋନୀଙ୍କ ପାଇଁ ଅଡୁଆ ହେଲା ଚହରଙ୍କ ଆହତ ସମସ୍ୟା, ଖୋଜୁଛନ୍ତି ବିକଳ୍ପ
ନୂଆଦିଲ୍ଳୀ: ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି IPLର ୧୫ତମ ସିଜନ । ପ୍ରଥମ ମ୍ୟାଚ କୋଲକାତା ଏବଂ ଚେନ୍ନାଇ ମଧ୍ୟରେ ଖେଳାଯିବ । କିନ୍ତୁ ଏହାପୂର୍ବରୁ ଚେନ୍ନାଇର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପାଇଁ…
ସ୍ପୋର୍ଟସ ଆଇକନ ଅଫ ଦ ଇୟର ଆୱାର୍ଡରେ ସମ୍ମାନିତ ହେଲେ ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ
ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଖେଳାଳି ତଥା ଅଧିନାୟକ ସୁରେଶ ରାଇନାଙ୍କୁ ମିଳିଛି ବଡ ସମ୍ମାନ । ସ୍ପୋର୍ଟସ ଆଇକନ ଅଫ ଦ ଇୟର ଭାବରେ ରାଇନାଙ୍କୁ ସମ୍ମାନିତ କରିଛନ୍ତି ମାଲଦୀବ ସରକାର । ଅନେକ ମହାନ…
IPL 2022: ଭାରତ ଆସିବା ପାଇଁ ମୋଇନ ଅଲ୍ଲୀଙ୍କୁ ଏ ପର୍ଯ୍ୟନ୍ତ ମିଳିନାହିଁ ଭିସା, ବଢିଲା ଚେନ୍ନାଇ ସୁପର କିଙ୍ଗ୍ସର ମୁସ୍କିଲ
ମୁମ୍ବାଇ: ଆଇପିଏଲ ୨୦୨୨ ଆରମ୍ଭ ହେବାକୁ ଆଉ ମାତ୍ର କେଇଟି ଦିନ ବାକି ରହିଛି। ସମସ୍ତ ୧୦ ଦଳ ମୁମ୍ବାଇରେ ପହଞ୍ଚି ଅଭ୍ୟାସ୍ ଚଳାଇଛନ୍ତି। ଏହା ମଧ୍ୟରେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗ୍ସକୁ ଲାଗିପାରେ ବଡ…
ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ବଡ ଆଶ୍ଵସ୍ତିକର ଖବର, ମୁମ୍ଵାଇ ପହଞ୍ଚିଲେ ଦଳର ଏହି ଷ୍ଟାର ବୋଲର
ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ଆରମ୍ଭ ହେବା ପୂର୍ବରୁ ଋଷଭ ପନ୍ତଙ୍କ ନେତୃତ୍ଵାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆସିଛି ସୁଖବର। ଦଳର ଷ୍ଟାର ଦ୍ରୁତ ବୋଲର ଏନରିକ ନୋର୍ତ୍ତଜେ ମୁମ୍ବାଇ ପହଞ୍ଚିଛନ୍ତି। ଗତ କିଛି ଦିନ ହେବ…
ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଫାଇନାଲରେ ଲକ୍ଷ୍ୟ: ୨୧ ବର୍ଷ ପରେ ଏମିତି କରିବାରେ ହେଲେ ପ୍ରଥମ ଭାରତୀୟ
ନୂଆଦିଲ୍ଳୀ: ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଚମ୍ପିଆନସିପର ଫାଇନାଲରେ ପ୍ରବେଶ କରିଛନ୍ତି । ସେମି ଫାଇନାଲରେ ମାଲେସିଆର ଜି ଜୟା ଲିଙ୍କୁ ୨୧-୨୩, ୧୨-୨୧, ୨୧-୧୯ରେ ହରାଇ…
ବଢିଲା ଜୟ ଶାହଙ୍କ କାର୍ଯ୍ୟକାଳ: ଏବେ ଏହି ପଦରେ ତୁଲାଇବେ ଦାୟିତ୍ୱ
ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସଚିବ ଜୟ ଶାହଙ୍କ କାର୍ଯ୍ୟକାଳରେ ବୃଦ୍ଧି ହୋଇଛି । ଏସିଆନ କ୍ରିକେଟ କାଉନ୍ସିଲ (ଏସିସି)ର ଅଧ୍ୟକ୍ଷ ଭାବରେ ତାଙ୍କ କାର୍ଯ୍ୟକାଳ ଏକ ବର୍ଷ ପାଇଁ ବଢିଥିବା…
ଶ୍ରୀଲଙ୍କାରେ ଆୟୋଜନ ହେବ ଏସିଆ କପ: ପୁଣି ଥରେ ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
ନୂଆଦିଲ୍ଳୀ: ଆସନ୍ତା ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ । ଚଳିତ ସିଜନର ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଆୟୋଜନ ହେବାକୁ ଯାଉଛି । ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହୋଇ ୧୧ ସେପ୍ଟେମ୍ବରରେ ଏହି…
ମହିଳା ବିଶ୍ୱକପ କ୍ରିକେଟ: ଭାରତକୁ ହରାଇ ସେମିରେ ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମହିଳା ବିଶ୍ୱକପ-୨୦୨୨ର ପ୍ରଥମ ଟିମ ଭାବେ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଛି । ଭାରତକୁ ୬ ୱିକେଟରେ ହରାଇ ଅଷ୍ଟ୍ରେଲିଆ ଏହି ଗୌରବ ହାସଲ କରିଛି ।…
ଭାରତ-ପାକିସ୍ତାନ ମଧ୍ୟରେ ଆୟୋଜନ ହେବ କ୍ରିକେଟ ସିରିଜ: BCCI ସଭାପତିଙ୍କ ସହ ଆଜି ଆଲୋଚନା କରିବେ PCB ଚେୟାରମ୍ୟାନ
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚକୁ ସମଗ୍ର ବିଶ୍ୱ ଉତ୍ସୁକତାର ସହ ଚାହିଁ ରହିଥାଏ । କାରଣ ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ଲଢ଼େଇର ମଜା ଅନ୍ୟ କେଉଁଠି ଦେଖିବାକୁ ମିଳିଥାଏ । ଭାରତ-ପାକ୍ ମ୍ୟାଚର…
କାହିଁକି ରେ ବିକ୍ରି ହେଲେନି ରାଇନା: ଏମିତି ଏକ କାରଣ ଦର୍ଶାଇଲେ ଏହି ପୂର୍ବତନ ଷ୍ଟାର କ୍ରିକେଟର
ନୂଆଦିଲ୍ଳୀ: ଚଳିତ ମେଗା ଅକ୍ସନରେ କୌଣସି ଦଳରେ ସାମିଲ ହୋଇ ପାରନାହାନ୍ତି ସୁରେଶ ରାଇନା । ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏ ନେଇ ଅନେକ ଖେଳାଳି ଅନେକ ମତ ଦେଇଥିବା ବେଳେ ଏବେ ଏହାର କାରଣ ଦର୍ଶାଇଛନ୍ତି…