Browsing Category
ଖେଳ
ଭାରତ ବିଜୟରେ ବର୍ଷା ବାଧକ; ଡ୍ରରେ ଶେଷ ହେଲା ନଟିଂହାମ ଟେଷ୍ଟ
ନୂଆଦିଲ୍ଳୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ଅମୀମାଂସିତ ଭାବରେ ଶେଷ ହୋଇଛି । ନଟିଂହାମରେ ଅନୁଷ୍ଠିତ ପ୍ରଥମ ଟେଷ୍ଟର ଅନ୍ତିମ ଦିବସରେ ଭାରତକୁ ବିଜୟ ପାଇଁ ମାତ୍ର ୧୫୭ ରନ୍ ଆବଶ୍ୟକ ରହିଥିବା ବେଳେ…
ବର୍ଷେ ଯାଏଁ ମାଗଣାରେ ଉଡ଼ିବେ ନୀରଜ; ସୁନାପୁଅକୁ ମିଳିଲା ଅଫର୍
ଟୋକିଓ ଅଲିମ୍ପିକ୍ସରେ ପୁରୁଷ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିବା ନୀରଜ ଚୋପ୍ରାଙ୍କୁ ଭାରତର ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ଏକ ବଡ଼ ଉପହାର ଦେଇଛି । ଇଣ୍ଡିଗୋ କମ୍ପାନୀ…
ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଲେ ମେସି; ୨୧ ବର୍ଷ ପରେ ଛାଡିଲେ ବାର୍ସେଲୋନା
ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲର ଲିଓନେଲ ମେସି ବାର୍ସେଲୋନା ପାଇଁ ନିଜର ଅନ୍ତିମ ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଛନ୍ତି । ଦୀର୍ଘ ୨୧ ବର୍ଷର ସମ୍ପର୍କ ଛିନ୍ନ ହେଉଥିବା ବେଳେ ବାର୍ସେଲୋନା ପାଇଁ…
୧୩ ଦିନ ପରେ ନୀରଜ ଚୋପ୍ରା କଲେ ପ୍ରଥମ ଟୁଇଟ୍, ଏପରି ଜାହିର୍ କଲେ ପଦକ ହାସଲ କରିବାର ଖୁସି
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିବା ଭାରତୀୟ ଜାଭଲିନ୍ ଥ୍ରୋ ଖିଲାଡି ନୀରଜ ଚୋପ୍ରା ୧୩ ଦିନ ପରେ ପ୍ରଥମ ଟୁଇଟ୍ କରିଛନ୍ତି। ଏହି ଟୁଇଟରେ ନୀରଜ ସମସ୍ତଙ୍କୁ ଧନ୍ୟବାଦ…
ଉଦଯାପିତ ହେଲା ଟୋକିଓ-୨୦୨୦; ତିରଙ୍ଗା ଧରିଲେ ବଜରଙ୍ଗ ପୁନିଆ
ନୂଆଦିଲ୍ଲୀ: ଦୀର୍ଘ ୧୬ ଦିନ ଧରି ଆୟୋଜିତ ହେବା ପରେ ସମାପିତ ହୋଇଛି ଟୋକିଓ ୨୦୨୦ । କରୋନା କାରଣରୁ ଏକ ବର୍ଷ ବିଳମ୍ବରେ ହୋଇଥିବା ଏହି ଅଲିମ୍ପିକ୍ସରେ ସମଗ୍ର ବିଶ୍ୱର ୧୧ ହଜାର କ୍ରୀଡାବିତ ଅଂଶଗ୍ରହଣ କରିଥିଲେ । ଏହି…
TOKYOରେ ଭାଙ୍ଗିଲା LONDON ରେକର୍ଡ; ୭ ପଦକ ସହିତ ଭାରତର ଅଲିମ୍ପିକ୍ସ ଅଭିଯାନ
ନୂଆଦିଲ୍ଳୀ: ସମାପ୍ତ ହୋଇଛି ଟୋକିଓ-୨୦୨୦ରେ ଭାରତର ଅଭିଯାନ । ଭାରତୀୟ ଅଲିମ୍ପିକ୍ସ ଇତିହାସରେ ଗୋଟିଏ ସଂସ୍କରଣରେ ସର୍ବାଧିକ ପଦକ ହାସଲର ଗୌରବ ହାସଲ କରିଛି ଭାରତ । ଏହା ସହିତ ଲଣ୍ଡନ ଅଲିମ୍ପିକ୍ସରେ ରହିଥିବା ୬ ପଦକର…
୨୪ ଘଣ୍ଟାରେ ୨୦ ଲକ୍ଷ ଫଲୋଅର୍ସ: ଅଲମ୍ପିକ୍ ହିରୋ ନୀରଜ ଏବେ ସୋସିଆଲ ମିଡିଆର ହଟ୍ ଟ୍ରେଣ୍ଡିଂ
ନୂଆଦିଲ୍ଲୀ: ୧୦୦ ବର୍ଷର ଇତିହାସରେ ଯାହା ଘଟିଥିଲା, ତାହା କରି ଦେଖାଇଛନ୍ତି ନୀରଜ ଚୋପ୍ରା । ଭାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣପଦକ ବିଜୟ ସହ ନୀରଜ ଭାରତର ନାମକୁ ସବୁଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିପାରିଛନ୍ତି…
ମହିଳାଙ୍କ ଦମରେ ଚୀନକୁ ପଛରେ ପକାଇଲା ଆମେରିକା, ୩୯ ସ୍ଵର୍ଣ୍ଣ ସହ ଶୀର୍ଷରେ, ଜାଣନ୍ତୁ ଭାରତର ସ୍ଥାନ
ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସର ପଦକ ତାଲିକାରେ ଶେଷରେ ଆମେରିକା ଚୀନକୁ ପଛରେ ପକାଇ ଦେଇଛି। ଆମେରିକା ୩୯ ସ୍ଵର୍ଣ୍ଣ ଓ ୧୧୩ ପଦକ ସହିତ ଶୀର୍ଷ ସ୍ଥାନ ଅକ୍ତିକାର କରିଛି। ୩୮ ସ୍ଵର୍ଣ୍ଣ ସହ ଚୀନ ଦ୍ଵିତୀୟ ଏବଂ…
ଭାରତୀୟ ଦଳ ଉପରେ ବଡ ବିପଦ, ଇଂଲଣ୍ଡରେ ୨୦୦ରୁ ଅଧିକ ରନର ବିଜୟ ଲକ୍ଷ୍ୟ କେବେ ବି ହାସଲ କରିନି
ନର୍ଟିଂହାମ: ନର୍ଟିଂହାମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଭାରତକୁ ୨୦୯ ରନର ବିଜୟ ଲକ୍ଷ୍ୟ ମିଳିଛି। ଦଳ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଦ୍ଵିତୀୟ ଇନିଂସରେ ଏକ ଓ୍ଵିକେଟ୍ ବିନିମୟରେ ୫୨ ରନ କରିଛି। ଭାରତକୁ ମ୍ୟାଚ୍…
ନିଜ ବ୍ୟାଗରେ ସର୍ବଦା ଦେଶର ମାଟି ରଖନ୍ତି ମୀରାବାଇ ଚାନୁ, ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା
ନୂଆଦିଲ୍ଲୀ: ଭାରତୀୟ ଭାରୋତ୍ତୋଳନ ଷ୍ଟାର୍ ମୀରାବାଇ ଚାନୁ ଆଜି ନିଜର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି । ୧୯୯୪ ଅଗଷ୍ଟ ୮ ତାରିଖରେ ଇମ୍ଫାଲ୍ ରେ ଜନ୍ମଗ୍ରହଣ କରିଥିବା ମୀରାବାଇ ଚାନୁଙ୍କ ଚଳିତ ବର୍ଷ ଜନ୍ମଦିନ ଖାସ୍ ଏବଂ…