fbpx
Browsing Category

Breaking News

ବାଣୀବିହାର : ସେମିନାରରେ ଦେଶଦ୍ରୋହୀ ମନ୍ତବ୍ୟ, ପ୍ରଫେସରଙ୍କୁ ଆକ୍ରମଣ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟରେ ଜେଏନୟୁ ତାତି ଦେଖିବାକୁ ମିଳିଛି । ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଏକ ଆଲୋଚନାରେ ଜଣେ ପ୍ରଫେସରଙ୍କ ଉପରେ ଆକ୍ରମଣ ହୋଇଥିଲା । ପ୍ରଫେସରଙ୍କ ଜଣଙ୍କ ଜେଏନୟୁ ରୁ ଆସିଥିବା…

ଚାରିଟି ହାଇକୋର୍ଟରେ ପ୍ରଧାନ ବିଚାରପତି ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଚାରିଟି ହାଇକୋର୍ଟ ପାଇଁ ମୁଖ୍ୟ ବିଚାରପତି ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର। ଗୁଜୁରାଟ ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ ସୋନିଆ ଗିରିଧର ଗୋକାନିଙ୍କୁ ନିଯୁକ୍ତ କରିବାକୁ କେନ୍ଦ୍ର ସରକାର…

ଜମି ଜବରଦଖଲ ପାଇଁ ବଜରଙ୍ଗବାଲିଙ୍କୁ ନୋଟିସ; ଜମି ଛାଡ ନଚେତ୍ ଉଚ୍ଛେଦ ଖର୍ଚ୍ଚ ବହନ କର, ରେଳ ବିଭାଗର ଚେତାବନୀ

ନୂଆଦିଲ୍ଲୀ : (OMG ) ଓ ମାଇଁ ଗଡ୍ ଫିଲ୍ମରେ ଭଗବାନଙ୍କ ଠାରୁ କ୍ଷତିପୂରଣ ପାଇବା ପାଇଁ ଅଭିନେତା ପରେଶ ରାୱଲଙ୍କୁ ଅନେକ କଶରତ କରିବାକୁ ପଡିଥିଲା । ମନ୍ଦିର,ଚର୍ଚ୍ଚ, ମସଜିତ୍ ଏବଂ ସବୁ ଧାର୍ମିକ ସ୍ଥଳକୁ ନୋଟିସ…

(Video) ଗୋପାଳର ରାଗ ନେଲା ନବଙ୍କ ଜୀବନ; ରାଗ କମିଯିବ ବୋଲି ୨ମାସ ହେବ ଔଷଧ ଖାଉନଥିଲା ଗୋପାଳ

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଉ ଏକ ନୂଆ ଟ୍ୱିଷ୍ଟ । ନାର୍କୋ ଟେଷ୍ଟ ପରେ ଓଡିଶା ଫେରୁଛି ଗୋପାଳ । ଆଉ ଗୋପାଳର ଯେଉଁ ନାର୍କୋ ଟେଷ୍ଟ ରିର୍ପୋଟ ରହିଛି ତାହାକୁ କୋର୍ଟରେ ଉପସ୍ଥାପନ କରାଯିବ ।…

ବେଙ୍ଗ ପୋଡ଼ା ମାଂସ ଖାଇବା ହେଲା କାଳ; ୬ ବର୍ଷର ବାଳିକା ମୃତ୍ୟୁ, ସାନ ଭଉଣୀ ଗୁରୁତର

କେଉଁଝର: ଓଡିଶାର କେଉଁଝର ଜିଲ୍ଲାର ବାମେବାରୀ ଥାନା ଅନ୍ତର୍ଗତ ଗୁରୁଡ଼ା ଠାରେ ଭଜା ବେଙ୍ଗ ମାଂସ ଖାଇବା ପରେ ସାନ ଭଉଣୀ ଗୁରୁତର ହୋଇପଡିଥିବା ବେଳେ ଜଣେ ୬ ବର୍ଷ ଝିଅର ମୃତ୍ୟୁ ଘଟିଛି। ମୃତକ ଜଣକ ମୁନା ମୁଣ୍ଡାଙ୍କ ଝିଅ…

ବ୍ୟବସାୟୀଙ୍କ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିବା ବେଳେ, ପୋଲିସକର୍ମୀଙ୍କୁ ଗୁଳିମାଡ଼;ଦୁଇ ମୃତ

ଦେଓଗର: ଆଜି କାଲି ସମାଜରେ କଣ ସବୁ ଘଟୁଛି ତାହା କାହାକୁ ଜଣାନାହିଁ । କେଉଁଠି ସୁରକ୍ଷାକର୍ମୀ ମାନେ ଗୁଳି ମାରୁଛନ୍ତି ତା କେଉଁଠାରେ ସୁରକ୍ଷାରେ ନିୟୋଜିତ ଲୋକଙ୍କ ମୃତୁ ଘଟୁଛି । ସୂଚନାମୁତାବକ ଜଣେ ସ୍ଥାନୀୟ…

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତିରୁ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ, ଜାଣନ୍ତୁ କିଏ ଅବଦୁଲ ନାଜିର; କାହିଁକି ଚର୍ଚ୍ଚାରେ ତାଙ୍କ ନାମ

ନୂଆଦିଲ୍ଲୀ:ଆଜି ରାଷ୍ଟ୍ରପତି ଦଦ୍ରୌପଦୀ ମୁର୍ମୁ ୧୩ ଟି ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏଥିରେ ଅବସରପ୍ରାପ୍ତ ଜଷ୍ଟିସ ଅବଦୁଲ ନାଜିର ଙ୍କ ନାମ ରହିଛି। ଅଯୋଧ୍ୟା ମାମଲାରେ ଐତିହାସିକ ରାୟ ପ୍ରଦାନ…

ମେରାଇନ ଡ୍ରାଇଭ ରୋଡରେ ଦୁର୍ଘଟଣା, ୨ ଜଣଙ୍କ ମୃତ୍ୟୁ, ୧୦ ରୁ ଅଧିକ ଆହତ, ୫ଜଣଙ୍କ ଅବସ୍ଥା ସଙ୍କଟାପନ୍ନ. କଟକ ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର : ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡରେ ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣରୁ ଅଧିକ ଆହତ ହୋଇଛନ୍ତି । ପୁରୀ ସଦର ଚିକିତ୍ସାଳରେ ଆହତଙ୍କୁ ଭର୍ତ୍ତି କରାଯାଇଛି । ସେଠାରେ…

ତୁର୍କୀ ଭୂକମ୍ପ: ତୁର୍କୀର କ୍ଷତ ଉପରେ ଲୁଣ ଛିଟିକା, ଅନେକ ସହରରେ ଭୂକମ୍ପ ପୀଡିତଙ୍କଠାରୁ ଲୁଟ୍ ଏବଂ ଠକାମି ଅଭିଯୋଗ, ୪୮ ଗିରଫ

ନୂଆଦିଲ୍ଲୀ: ପ୍ରଳୟକାରୀ ଭୁକମ୍ପରେ ଛାରକାର ହୋଇଯାଇଥିବା ତୁର୍କିରୁ ଆସିଛି ନିନ୍ଦନୀୟ ଖବର। ଭୁମୁକମ୍ପରେ ପିଡ଼ିତ ଅନେକ ସହରରେ ଲୋକଙ୍କୁ ନିଜ ଲୋକେ ଏବେ ଲୁଟ୍‌, ଠକାମି କରିଥିବା ଖବର ଆସିଛି। ନକଲି କଲ୍ କରି ଭୂକମ୍ପରେ…

Digital Locker କ’ଣ? ଏଥିରେ କିପରି ତିଆରି କରିପାରିବା ଆକାଉଣ୍ଟ ଏବଂ ଏହାର ଫାଇଦା କ’ଣ, ଜାଣନ୍ତୁ

ନୂଆଦିଲ୍ଲୀ: ପ୍ରତ୍ୟେକ କାର୍ଯ୍ୟରେ ଡକ୍ୟୁମେଣ୍ଟ୍ ଆବଶ୍ୟକ। ଏହି ଡକ୍ୟୁମେଣ୍ଟଗୁଡିକ ରଖିବା ଏକ ଅସୁବିଧାଜନକ କାର୍ଯ୍ୟ। ଯଦି ଡକ୍ୟୁମେଣ୍ଟଗୁଡିକ କୌଣସି ସ୍ଥାନରେ ହଜିଯାଏ ତେବେ ସମସ୍ୟା ବଢିପାରେ। କିନ୍ତୁ ଏବେ ଆପଣଙ୍କ…