fbpx
Browsing Category

Breaking News

ଉତ୍କଳ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣ ନଷ୍ଟ କରିବା ନିନ୍ଦନୀୟ, ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ଛାତ୍ର BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜଧାନୀ ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା । ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ହଲରେ ଏକ ଆଲୋଚନାଚକ୍ର ଚାଲିଥିବା ବେଳେ…

ବିନାଶକାରୀ ଭୂକମ୍ପ ପରେ ତୁର୍କୀରେ ହଜାର ଲୋକେ ଛାଡିଲେ ବାସସ୍ଥାନ, ଏୟାର ଲାଇନ୍ସ ଦେଉଛନ୍ତି ଫ୍ରୀ ଟିକେଟ

ନୂଆଦିଲ୍ଲୀ: ତୁର୍କୀରେ ଆସିଥିବା ବିନାଶକାରୀ ଭୁକମ୍ପ ପରେ ସେଠାରେ ଲୋକେ ବାସସ୍ଥାନ ଛାଡ଼ି ପଳାୟନ କରୁଛନ୍ତି । ହଜାର ହଜାର ଲୋକେ ପ୍ରଭାବିତ ଅଂଚଳକୁ ଛାଡ଼ି ପଳାୟନ କରୁଛନ୍ତି । ଏହି ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ…

ସମସ୍ତ ସରକାରୀ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ମିଳିବ ସ୍ୱାଧୀନ ଦାୟିତ୍ୱ: BEO, DEOଙ୍କର ଅନୁମତି ନେବାକୁ ପଡ଼ିବନି, ଗଣଶିକ୍ଷା ବିଭାଗର…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସରକାରୀ ସ୍କୁଲର ଶିକ୍ଷକମାନେ କେବଳ ଶିକ୍ଷାଦାନ କରିବେ । ଶିକ୍ଷକମାନଙ୍କୁ ମଧ୍ୟାହ୍ନଭୋଜନ ଦାୟିତ୍ୱରୁ ମୁକ୍ତ କରାଯିବ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ…

ମୁଁ ଡାକ୍ତର ଜରୁରୀ ସ୍ୱାସ୍ଥ୍ୟଗତ ସମସ୍ୟା ହେଲେ ମୋତେ ଅଟକାଇ ପାରିବେ: ଆପଣ ଡାକ୍ତର ନୁହନ୍ତି ଭଗବାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ସମାଜରେ ବିଭିନ୍ନ ସ୍ୱଭାବର ଲୋକମାନେ ବସବାସ କରୁଛନ୍ତି । କିଏ ମାତ୍ର ଟଙ୍କାଟେ ପାଇଁ ଅନ୍ୟର ଜୀବନ ନେଉଛି ତ ଆଉ କିଏ କଷ୍ଟୋପାର୍ଜିତ କୋଟି କୋଟି ଟଙ୍କାର ସମ୍ପତ୍ତିକୁ ଗରିବଙ୍କୁ ଦାନ…

ଥାନା ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୨୪ଟି ଗାଡ଼ି

କରଞ୍ଜିଆ: ରାଜ୍ୟରେ ଏକ ସାବଧାନ କରିଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । କରଞ୍ଜିଆ ଅଂଚଳର ମହୁଲଡିହା ଥାନା ପରିସରରେ ନିଆଁ ଲାଗିଛି । ଅଗ୍ନିକାଣ୍ଡ ଯୋଗୁଁ ୨୪ଟି ବାଇକ ଜଳିଯାଇଥିବା କଥା ସୂଚନା ମିଳିଛି ।…

WhatsAppର ନୂଆ ଫିଚର: ଆପଣ କଥା କହିବେ, କଣ୍ଠସ୍ୱରକୁ ଲେଖାରେ ପରିବର୍ତ୍ତନ କରିଦେବ App

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ହ୍ୱାଟସଆପ ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର । ଖୁବଶୀଘ୍ର ହ୍ୱାଟସଆପ ୟୁଜର୍ସକୁ ଏକ ଶାନଦାର ଫିଚର ଉପହାର ଦେବାକୁ ଯାଉଛି କମ୍ପାନୀ । ସାଧାରଣ ଭାବେ ୟୁଜର୍ସ ହ୍ୱାଟସଆପରେ…

ଭୁବନେଶ୍ୱରରେ ମାଳମାଳ ଜାଲ୍ ନୋଟ୍: ସାବଧାନ ରାଜଧାନୀବାସୀ, ବାଂଲାଦେଶ-ନେପାଳକୁ ଲମ୍ବିଛି ଚେର, ଆତଙ୍କବାଦୀ-ମାଓବାଦୀ ସମ୍ପୃକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ନକଲି ନୋଟ କାରବାର ବଢ଼ିବାରେ ଲାଗିଛି । ବାହାର ଦେଶର ଦଲାଲମାନେ ରାଜଧାନୀ ଭୁବନେଶ୍ୱରରେ ଏବେ ନିଜର ଆଡ୍ଡା ଜମାଇ ବସିଲେଣି । ଗତବର୍ଷ ୪୭ ଲକ୍ଷର ନକଲି ନୋଟ୍ ଜବତ ହୋଇଥିବା ବେଳେ…

ମାତ୍ର ୧୫୫ ଟଙ୍କାରେ Jio ଦେଉଛି ଅନଲିମିଟେଡ୍ କଲିଂ ସୁବିଧା: ୨ ଜିବି ଡାଟା ବି ମିଳୁଛି

ନୂଆଦିଲ୍ଲୀ: ଆଜିର ସମୟରେ ଇଣ୍ଟରନେଟ ଲୋକଙ୍କର ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି । ଲୋକମାନେ ଅଧିକ ସମୟ ସ୍ମାର୍ଟଫୋନରେ ବିତାଉଛନ୍ତି । ତେଣୁ ଗ୍ରାହକଙ୍କ ରୁଚିକୁ ଲକ୍ଷ୍ୟ ରଖି ଟେଲିକମ୍ କମ୍ପାନୀମାନେ ନୂଆ…

AIASLରେ ଖାଲି ଅଛି ୬୪୮ଟି ପଦବୀ, ଶୀଘ୍ର ଆପ୍ଲାଏ କରନ୍ତୁ

ଚାକିରି ଖୋଜୁଥିବା ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଏୟାର ଇଣ୍ଡିଆ ଏୟାର ଟ୍ରାନ୍ସପୋର୍ଟ ସର୍ଭିସେସ ଲିମିଟେଡ (AIASL) ପକ୍ଷରୁ ୬୪୮ଟି ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ହାଣ୍ଡିମ୍ୟାନ, ଜୁନିୟର ଅଫିସର,…

(Video) ଠେଲାରେ ରୋଗୀଣା ବାପାଙ୍କୁ ହସ୍ପିଟାଲ ନେଲା ୬ ବର୍ଷର ବାଳକ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଠେଲା ଗାଡି ବୁହା ହୋଇଯାଉଥିବା ଅନେକ ସମୟରେ ଆପଣ ଦେଖିଥିବେ । କିନ୍ତୁ ସେ ଠେଲା ଗାଡି ଖାଦ୍ୟ ସମଗ୍ରୀ ଥାଏ । ମଧ୍ୟପ୍ରଦେଶର ସିଙ୍ଗରେଲି ଜିଲାରୁ ଏଭଳି ଏକ ଭିଡିଓ ଆସିଛି, ଯାହାକୁ ଦେଖିଲେ ଆପଣଙ୍କ…