Browsing Category
Breaking News
ଇମରାନ୍ ଖାନ୍ଙ୍କ ସ୍ଥାନ ନେଲେ ପାକିସ୍ତାନର ଏହି ବାରିଷ୍ଟର, ପିଟିଆଇ ଅଧ୍ୟକ୍ଷ ଭାବରେ ନିର୍ବାଚିତ
ଇସଲାମବାଦ:ପାକିସ୍ତାନରେ ବଡ ଧରଣର ରାଜନୈତକ ପରିବର୍ତ୍ତନ ହୋଇଛି । ଜେଲ୍ରେ ବନ୍ଦ ଇମରାନ୍ ଖାନ୍ଙ୍କ ସ୍ଥାନରେ ବାରିଷ୍ଟର ଗୌହର ଅଲ୍ଲୀ ଖାନ୍ଙ୍କୁ ପାକିସ୍ତାନ ତହରିକ୍ ଏ ଇନସାଫ (PTI)ର ନୂଆ ଅଧ୍ୟକ୍ଷ ଭାବରେ ଚୟନ…
୧୨ ଦିନ ପରେ ଖୋଲିଲା ବଡ଼ ରହସ୍ୟ: BCCIକୁ ମିଳିଲା ପ୍ରମାଣ, କାହିଁକି ବିଶ୍ୱକପ ଫାଇନାଲରେ ଟିମ୍ ଇଣ୍ଡିଆ ହାରିଥିଲା ଜାଣନ୍ତୁ
ନୂଆଦିଲ୍ଲୀ: ଗତ ନଭେମ୍ବର ମାସ ୧୯ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଲକ୍ଷାଧିକ ଦର୍ଶକ ନିରାଶ ହୋଇଥିଲେ । କ୍ଷଣିକ ମଧ୍ୟରେ ସମସ୍ତ ଦର୍ଶକ ଏକପ୍ରକାର ନିରବି ଯାଇଥିଲେ । ବିଶ୍ୱକପରେ କ୍ରମାଗତ ୧୦ଟି…
ବିଶ୍ୱର ପ୍ରଥମ କୃତିତ୍ୱ: ଗ୍ରାଣ୍ଡ ମାଷ୍ଟର ଟାଇଟଲ ଜିତି ଇତିହାସ ରଚିଲେ ଭାରତୀୟ ଭାଇ-ଭଉଣୀ
ନୂଆଦିଲ୍ଲୀ: ବିଶ୍ୱରେ ବିଭିନ୍ନ ପ୍ରକାରର କ୍ରୀଡ଼ାରେ ଅନେକ ଭାରତୀୟ କ୍ରୀଡ଼ବିତ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିଛନ୍ତି । ବିଭିନ୍ନ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାରତୀୟ କ୍ରୀଡ଼ାବିତମାନେ ଉଚ୍ଚକୋଟୀର ପ୍ରଦର୍ଶନ କରି…
ଦେଶରେ ବୃଦ୍ଧି ପାଇଲା କୋଇଲା ପ୍ରଡକସନ, ନଭେମ୍ବର ମାସରେ ବଢ଼ିଲା ୧୧ ପ୍ରତିଶତ ଉତ୍ପାଦନ
ନୂଆଦିଲ୍ଲୀ: ଗତ ମାସରେ ଅର୍ଥାତ୍ ନଭେମ୍ବରରେ ଭାରତର କୋଇଲା ଉତ୍ପାଦନ ୧୧.୦୩ ପ୍ରତିଶତ ବୃଦ୍ଧି ହୋଇ ୮୪.୫୩ ନିୟୁତ ଟନ୍ (MT) ରେ ପହଞ୍ଚିଛି। ଗତ ଆର୍ଥିକ ବର୍ଷର ସମାନ ମାସରେ ଏହା ୭୬.୧୪ ମେଟ୍ରିକ୍ ଟନ୍ ଥିଲା। କୋଇଲା…
ଓପନିଂ ଡେ’ରେ କମାଲ କଲା ‘ଆନିମଲ୍’, ଜବାନ ଓ ଗଦର ୨କୁ ପଛରେ ପକାଇଦେଲା
ମୁମ୍ବାଇ: ରଣବୀର କପୁର ଷ୍ଟାରର ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ଆନିମଲ୍ ସିନେମାଘରେ ରିଲିଜ୍ ହୋଇସାରିଛି । ଗତକାଲି ଅର୍ଥାତ୍ ୧ ଡିସେମ୍ବରରେ ଫିଲ୍ମ ରିଲିଜ୍ ହୋଇଛି ଓ ଏହାକୁ ଦର୍ଶକଙ୍କ ଜବରଦସ୍ତ ଭଲପାଇବା ମିଳିଛି ।…
Election Results ନାମରେ ହୋଇପାରେ ସ୍କାମ: Googleରେ ଦେଖିଚାହିଁ ସର୍ଚ୍ଚ କରନ୍ତୁ, ଲିଙ୍କରେ କ୍ଲିକ କଲେ ଅନ୍ୟ ସାଇଟକୁ ଚାଲିଯିବେ
ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ଚଳିତ ମାସ ୩ ତାରିଖରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ବିଧାନସଭାର ନିର୍ବାଚନ ଫଳାଫଳ ଘୋଷଣା ହେବ । ଏହା ପରେ ୪ ତାରିଖରେ ମିଜୋରାମ ବିଧାନସଭାର ଫଳାଫଳ ସାମ୍ନାକୁ…
ବାଲାଂଦେଶରେ ଭୂମିକମ୍ପ ଝଟକା: ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା
ନୂଆଦିଲ୍ଲୀ: ବାରମ୍ବାର ଭୂକମ୍ପ ହେବାର ଖବର ବର୍ତ୍ତମାନ ସାଧାରଣ ହୋଇଗଲାଣି। ଶନିବାର ଦିନ ବାଂଲାଦେଶ ଏବଂ ଲଦାଖରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇଛି। କେନ୍ଦ୍ର…
ନ୍ୟୁଜିଲାଣ୍ଡକୁ ହରାଇ ଭାରତକୁ ଟପିିଲା ବାଙ୍ଗଲାଦେଶ, ପାକିସ୍ତାନ ଏବେ ବି ଶୀର୍ଷରେ
ନୂଆଦିଲ୍ଲୀ: ବାଙ୍ଗଲାଦେଶ ନ୍ୟୁଜିଲାଣ୍ଡକୁ ପ୍ରଥମ ଟେଷ୍ଟରେ ହରାଇ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍ (WTC) ପଏଣ୍ଟ ଟେବୁଲରେ ବଡ ଧରଣର ପରିବର୍ତ୍ତନ କରିଦେଇଛି । ଏହି ବିଜୟର ପୁରସ୍କାର ଟିମ୍କୁ WTC ପଏଣ୍ଟ ଟେବୁଲରେ…
ଜଣେ ମହିଳାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦାୟର କରିହେବ କି: ସୁପ୍ରିମକୋର୍ଟରେ ଉଠିଲା ପ୍ରଶ୍ନ, କ’ଣ କହୁଛି ଆଇନ୍
ନୂଆଦିଲ୍ଲୀ: ସାଧାରଣ ଭାବେ ମହିଳାମାନେ ପୁରୁଷଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ନେଇ ଅନେକ ମାମଲା ସାମ୍ନାକୁ ଆସିଛି । ତେବେ ଜଣେ ମହିଳାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦାୟର କରିହେବ କି ନା? ଏନେଇ ଏକ ବଡ଼…
(video)ପାକିସ୍ତାନ ଖେଳାଳିଙ୍କୁ ସିଡନୀ ବିମାନ ବନ୍ଦରରେ ମିଳିଲା ବଡ ଅପମାନ, ବିମାନରୁ ଓହ୍ଲାଇ ଟ୍ରକରେ ଲଦିଲେ ନିଜ ଜିନିଷ
ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ଟିମ୍ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବା ପାଇଁ ଅଷ୍ଟ୍ରେଲିଆ ପହଞ୍ଚି ଯାଇଛନ୍ତି । ନୂଆ କ୍ୟାପଟେନ୍ ଶାନ ମସୁଦଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆରେ ଟିମ୍ର ସ୍ୱାଗତ ଏପରି ଭାବରେ…