Browsing Category
Breaking News
ସାଉଥ ସିନେମାରେ ‘ଅମାବାସ୍ୟା’: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ସୁପରଷ୍ଟାର ଚନ୍ଦ୍ରମୋହନ
ମୁମ୍ବାଇ: ସାଉଥ ସିନେମା ଇଣ୍ଡଷ୍ଟ୍ରିରେ ଖେଳିଯାଇଛି ଶୋକର ଲହରୀ । ତେଲୁଗୁ ସିନେମାର ପ୍ରତିଭାଶାଳୀ ତଥା ବରିଷ୍ଠ ଅଭିନେତା ଚନ୍ଦ୍ରମୋହନ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୮୨ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି…
ଓଡ଼ିଶାରେ ଦେବ ଦୀପାବଳି ଓ କାଳୀପୂଜା ପାଇଁ ମାର୍ଗଦର୍ଶିକା ଜାରି : ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପ୍ରସ୍ତୁତି
ଭୁବନେଶ୍ୱର: ଆସନ୍ତାକାଲି ଦେବ ଦୀପାବଳି ଓ କାଳୀପୂଜା । ଏହି ଅବସରରେ ଦେବପୀଠ ଗୁଡ଼ିକ ଚଳଚଞ୍ଚଳ ହୋଇପଡିଛି । ଉପାସନାସ୍ଥଳୀଗୁଡ଼ିକୁ ରଙ୍ଗିନ ଆଲୋକମାଳାରେ ସଜାଯାଇଛି । ଆଲୋକ ଓ ଆନନ୍ଦର ପର୍ବ ଦୀପାବଳୀକୁ ପରିବେଶ ଅନୁକୂଳ…
୧୧.୫ କୋଟି ପାନ କାର୍ଡ ନିଷ୍କ୍ରିୟ କଲା CBDT, ବ୍ୟାଙ୍କିଂ କାମ ଠାରୁ ଆରମ୍ଭ କରି ଏହିସବୁ କାମରେ ଭୋଗିବାକୁ ପଡିବ ଅସୁବିଧା
ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍ (ସିବିଡିଟି) ପକ୍ଷରୁ ୧୧.୫ କୋଟି ପାନ କାର୍ଡକୁ ନିଷ୍କ୍ରିୟ କରିଦିଆଯାଇଛି । ଆଧାର ସହ ଲିଙ୍କ ହୋଇ ନ ଥିବା କାରଣରୁ ଏହିସବୁ ପାନକାର୍ଡକୁ ନିଷ୍କ୍ରିୟ…
କ୍ରିକେଟ ଇତିହାସ: ୧୧/୧୧/୧୧ ଦିନ ୧୧ଟା ୧୧ ସମୟରେ ଦକ୍ଷିଣ ଆଫ୍ରିକାକୁ ଜିତିବା ପାଇଁ ଆବଶ୍ୟକ ଥିଲା ୧୧୧ ରନ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଏବେ ଟେଷ୍ଟ ସିରିଜ ଖେଳୁଛି । ଦୁଇ ଦଳ ମଧ୍ୟରେ ଟେଷ୍ଟ ମ୍ୟାଚ ୧୨ ନଭେମ୍ବରରେ ଅଛି । ତେବେ ଏମାନଙ୍କ ମଧ୍ୟରେ ୧୧/୧୧/୧୧ ତାରିଖର ଏକ ଇଡିହାସ ରହିଛି । ୨୦୧୧ ମସିହାର…
୫୦୦ ବର୍ଷ ପରେ ଆଖି ଖୋଲିବାକୁ ଯାଉଛି ଏହି ଜ୍ୱାଳାମୁଖୀ: ବିସ୍ଫୋରଣ ହେବାର ରହିଛି ବିପଦ, ଯାଇପାରେ ଲକ୍ଷାଧିକ ଜୀବନ
ଇଟାଲୀର ସବୁଠାରୁ ସକ୍ରିୟ ଆଗ୍ନେୟଗିରି ହେଉଛି ମାଉଣ୍ଟ ଭେସୁଭିୟସ୍, ଯାହା ୭୯ ଖ୍ରୀଷ୍ଟାବ୍ଦରେ ପୋମ୍ପି ସହରକୁ ଧ୍ୱଂସ କରିଥିଲା । କିନ୍ତୁ ଏବେ ଏଥିରୁ ଅଧିକ ବିପଜ୍ଜନକ ଆଗ୍ନେୟଗିରି ବା ଜ୍ୱାଳାମୁଖୀ ସକ୍ରିୟ ହେବାକୁ…
ଆଇଆଇଟି ମୁମ୍ବାଇ କ୍ଲାସରେ ହମାସ ଆତଙ୍କବାଦୀଙ୍କ ଗୁଣଗାନ, ଭାରତୀୟ ସ୍ୱାଧୀନତା ସଂଗ୍ରାମ ସହ କଲେ ତୁଳନା
ନୂଆଦିଲ୍ଲୀ:ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲଜି(ଆଇଆଇଟି) ମୁମ୍ବାଇର କିଛି ଛାତ୍ର କଥିତ ଆକାରରେ ପାଲେଷ୍ଟାଇନ୍ ଆତଙ୍କବାଦୀଙ୍କ ସମର୍ଥନରେ କହିବା ଅଭିଯୋଗରେ ଜଣେ ପ୍ରଫେସର ଓ ଜଣେ ଅତିଥି ବକ୍ତାଙ୍କ ବିରୁଦ୍ଧରେ…
ସିଲିଣ୍ଡର ଫାଟି ଦୁଇଜଣଙ୍କ ମୃତ୍ୟୁ, ୫ ଆହତ, ବିଡି ଲଗାଇବା ବେଳେ ଅଘଟଣ
ନୂଆଦିଲ୍ଲୀ: ଘରେ ଚା ତିଆରି କରୁଥିବା ସମୟରେ ଏକ ସିଲିଣ୍ଡର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଘରକୁ ଭାଙ୍ଗି ଦେଇଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୦୫ ଜଣ ଗୁରୁତର…
ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: ପୁଲିସକୁ ନଜଣାଇ ଶବ ସତ୍କାର କଲେ ପରିବାର ଲୋକେ
ଭୁବନେଶ୍ୱର: ଆଜି ସନ୍ଦେହଜନକ ଭାବରେ ଜଣେ କଲେଜ ଛାତ୍ରୀଙ୍କର ମୃତ୍ୟୁ ଘଟିଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ସହରର ବାଲିପାଟନା ଅଞ୍ଚଳରେ । ତେବେ ମୃତ୍ୟୁର କାରଣ ଏପର୍ୟ୍ୟନ୍ତ ଜଣାପଡି ନ ଥିବା ବେଳେ…
(video)ରଶ୍ମିକା, ସାରାଙ୍କ ପରେ ଐଶ୍ୱର୍ଯ୍ୟା ରାୟ ହେଲେ DeepFakeର ଶିକାର, ଟାଇଗର ୩ ଗୀତରେ ଡ୍ୟାନ୍ସ ଭିଡିଓ ଭାଇରାଲ୍
ମୁମ୍ବାଇ: ଡିପଫେକ୍ ଭିଡିଓକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଧରିଛି । ସୋସିଆଲ ମିଡିଆରେ ପ୍ରଥମେ ରଶ୍ମିକା ମନ୍ଦାନାଙ୍କ ଏକ ଡିପଫେକ୍ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହୋଇଥିଲା । ଏହାପରେ ସଚ୍ଚିନ ତେନ୍ଦୁଲକରଙ୍କ ଝିଅ ସାରା…
ଇସ୍ରାଏଲ ପରେ ଏବେ ତାଇୱାନ ଦେବାକୁ ଚାହୁଁଛି ଏକ ଲକ୍ଷ ଭାରତୀୟଙ୍କୁ ଚାକିରି, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ: ସାରା ବିଶ୍ୱରେ ଭାରତୀୟଙ୍କ ପାଇଁ ରୋଜଗାରର ଦ୍ୱାର ଖୋଲୁଛି। ଇସ୍ରାଏଲ୍ ପରେ ବର୍ତ୍ତମାନ ତାଇୱାନ ଭାରତରୁ ଏକ ଲକ୍ଷରୁ ଅଧିକ ଭାରତୀୟଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରୁଛି। ବାସ୍ତବରେ ତାଇୱାନ କାରଖାନା,…