Browsing Category

Breaking News

୭୦ ହଜାର ଯୁବକଙ୍କୁ ମିଳିବ ସରକାରୀ ଚାକିରୀର ଉପହାର, ୧୩ ଜୁନରେ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩ ଜୁନ୍ ୨୦୨୩ ରେ ନିଯୁକ୍ତି ମେଳାରେ ୭୦,୦୦୦ ଲୋକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ। ମଙ୍ଗଳବାର ସକାଳ ୧୦.୩୦ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ…

ମେ ମାସରେ ପୁଣି ହ୍ରାସ ପାଇଲା ଦରଦାମ୍‌: ୪.୨୫% ରେ ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ: ଦେଶରେ ନିରନ୍ତର ଭାବେ ଦରଦାମ୍ ହ୍ରାସ ପାଇବାରେ ଲାଗିଛି । ମେ ୨୦୨୩ ରେ ଭାରତର ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ମୁଦ୍ରାସ୍ଫୀତି ହ୍ରାସ ପାଇ ୪.୨୫ ପ୍ରତିଶତକୁ ହ୍ରାସ ପାଇଛି । ଯାହା ଏପ୍ରିଲ ମାସରେ…

କୋୱିନ୍ ଡାଟା ଲିକ୍ ଖବର ଭିତ୍ତିହୀନ ଏବଂ ଦୁର୍ଭାଗ୍ୟଜନକ, ପୋର୍ଟାଲ୍ ସଂପୂର୍ଣ୍ଣ ସୁରକ୍ଷିତ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କୋଭିଡ -19 ଟୀକାକରଣ ପାଇଁ ବ୍ୟବହୃତ CoWIN ପୋର୍ଟାଲରେ ଉପଲବ୍ଧ ତଥ୍ୟ ପ୍ରଘଟ ହୋଇଥିବା ଖବର ସୋମବାର ପ୍ରକାଶ ପାଇଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମ ଟେଲିଗ୍ରାମ ମାଧ୍ୟମରେ ଲିକ ହୋଇଥିବା ଅଭିଯୋଗ ହେବ ପରେ…

ବିପର୍ଯ୍ୟୟ ଝଡ଼ କାହିଁକି ହେଲା ଏତେ ଭୟଙ୍କର, କାରଣ କହିଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ଭାରତରେ ଚକ୍ରବତୀ ଝଡ଼ ବିପର୍ଯ୍ୟୟର ଗମ୍ଭୀର ପ୍ରଭାବ ଦେଖିବାକୁ ମିଳିଛି । ମୁମ୍ବାଇ, ଗୁଜରାଟ ଏବଂ କେରଳର ସମୁଦ୍ର କୂଳରେ ଉଚ୍ଚ ଉଚ୍ଚ ଲହରୀ ଉଠୁଛି । ସାଇକ୍ଲୋନିକ୍ ଝଡ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଭାରତୀୟ…

ପ୍ରକାଶ ପାଇଲା ଯୁକ୍ତ ୩ ନାମଲେଖା ବିଜ୍ଞପ୍ତି, ଜୁନ୍ ୧୯ରୁ ଜୁଲାଇ ୪ ଯାଏଁ ଛାତ୍ରଛାତ୍ରୀ କରିବେ ଆବେଦନ

ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବର୍ତ୍ତମାନ ଯୁକ୍ତ ୩ ନାମ ଲେଖାଇବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଯୁକ୍ତ ୩ ପାଇଁ ଅନଲାଇନ ଫର୍ମପୂରଣର ଆବେଦନ ପ୍ରକ୍ରିୟା ଜୁନ୍…

ରାଜ୍ୟରେ ବାରମ୍ବାର ବିଦ୍ୟୁତ୍‍ କାଟ୍‍କୁ ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ; ସମସ୍ୟାର ତତ୍କାଳ ସମାଧାନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ବାରମ୍ବାର ବିଦ୍ୟୁତ୍‍କାଟ୍‍ ଅଭିଯୋଗର ସମାଧାନ ଲକ୍ଷ୍ୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଦ୍ୟୁତ୍‍ ଉପଭୋକ୍ତା ମାନଙ୍କର…

ବୟସ ବଢିଲେ, ନିଦ କାହିଁକି ଜଲଦି ଭାଙ୍ଗିଯାଏ ? ବିଜ୍ଞାନ ଅନୁଯାୟୀ ଏହା ହେଉଛି ପ୍ରକୃତ କାରଣ

ଭୁବନେଶ୍ୱର : ଘରର ବୁଢାବୁଢିମାନେ ଯେମିତିକି ଜେଜେବାପା, ଜେଜେମା, ଅଜା ଓ ଆଈ ଏମାନେ ପ୍ରାୟତଃ ସକାଳେ ଜଲଦି ଉଠି ଯାଆନ୍ତି । କେହି କେହି ଭୋର ୩ ବା ୪ାରୁ ଉଠିଯାଆନ୍ତି । ଏମିତିକି ଆମ ବାପା-ମାଙ୍କର ମଧ୍ୟ ବଡି ଭୋରରୁ…

ଆଜି ଦିନ ୨.୩୦ ସୁଦ୍ଧା ରେକର୍ଡ ତାପମାତ୍ରା, ଆଗାମୀ ୫ ଦିନ ଗ୍ରୀଷ୍ମ ପ୍ରବାହ !!

ଭୁବନେଶ୍ୱର: ଆଗାମୀ ୫ଦିନ ଯାଏଁ ରାଜ୍ୟରେ ତାପମାତ୍ରା ରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ , ପ୍ରଭାବରେ ଆଗାମୀ ଉପକୂଳରେ ଗୁଳୁଗୁଳି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ । ଏହି ୫ଦିନ ଯାଏଁ ରାଜ୍ୟର କିଛି…

ଟ୍ରଫି ମିଳିଲାନି, କଟିଲା ସମ୍ପୂର୍ଣ୍ଣ ମ୍ୟାଚ ଫିସ୍: WTC Finalରେ ଟିମ ଇଣ୍ଡିଆର ଖାଲିହାତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟ ପରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ହାତଛଡା କରିଛି ଟିମ ଇଣ୍ଡିଆ । ଏହା ସହିତ ଟିମ ଇଣ୍ଡିଆକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ମ୍ୟାଚ ପରେ ଟିମ ଇଣ୍ଡିଆ ଉପରେ ଲାଗିଛି ଏକ ବଡ…

ପ୍ରଳୟ ରଚିବ ବିପର୍ଯ୍ୟୟ, କେରଳ ଓ ମୁମ୍ବାଇ ସମୁଦ୍ରରେ ଦେଖାଦେଲାଣି ପ୍ରଭାବ, ୧୦,୦୦୦ଲୋକ ହେବେ ସ୍ଥାନାନ୍ତର

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଜ୍ଞାନ ଅଧିକାରୀଙ୍କ ସୂଚନା ଅନୁଯାୟୀ ‘ବିପର୍ଯ୍ୟୟ’ ଏକ ଭୀଷଣ ଗମ୍ଭୀର ଘୂର୍ଣ୍ଣିଝଡ ରୂପରେ ସୌରାଷ୍ଟ-କଚ୍ଛର ତଟୀୟ କ୍ଷେତ୍ରରେ ମାଡ କରିବ । ଘୂର୍ଣ୍ଣିଝଡକୁ ଦୃଷ୍ଟିରେ ରଖି ଗୁଜୁରାଟର…