Browsing Category
Breaking News
ପୁତିନ ତିଆରି କରୁଛନ୍ତି ନୂଆ ସେନାବାହିନୀ! ଫାଇଟର ଡଲଫିନକୁ ପ୍ରଶିକ୍ଷଣ ଦେଉଛି ଋଷ
ନୂଆଦିଲ୍ଲୀ: ଋଷରେ ଏବେ ପୁଣିଥରେ ଆରମ୍ଭ ହୋଇଛି ଛକାପଞ୍ଝା । ୱାଗନର ଗ୍ରୁପ ଏବଂ ଋଷ ସେନା ଭିତରେ ତିକ୍ତତା ଜୋର ଧରିଛି । ଏହା ଭିତରେ ଋଷ ରାଷ୍ଟ୍ରପତିଙ୍କୁ ନେଇ ଏକ ବଡ ଦାବି କରିଛି ବ୍ରିଟେନ । ମାନବ ସେନା ପରେ…
ଫିଲ୍ମ ପ୍ରଯୋଜକ କୁଲଜୀତ ପଲଙ୍କ ପରଲୋକ
ନୂଆଦିଲ୍ଲୀ: ସିନେ ଜଗତରୁ ଆସିଛି ଏକ ଦୁଃଖଦ ଖବର । ଜଣାଶୁଣା ଫିଲ୍ମ ନିର୍ମାତା କୁଲଜୀତ ପଲ ଆଉ ନାହାନ୍ତି । ମୃତ୍ୟୁବେଳକୁ କୁଲଜୀତଙ୍କୁ ୯୦ ବର୍ଷ ହୋଇଥିଲା । ସେ ହାର୍ଟ ଆଟାକ କାରଣରୁ ମୃତ୍ୟୁବରଣ କରିଛନ୍ତି । ଖରାପ…
ଫିଲ୍ମ ଷ୍ଟାଇଲରେ ପଞ୍ଚକୁଲା ବନ୍ୟାର ପାଣି ଭିତରୁ ଉଦ୍ଧାର ହେଲେ ମହିଳା: କିନ୍ତୁ ଭାସିଗଲା କାର୍
ନୂଆଦିଲ୍ଲୀ: ହରିୟାଣାର ପଞ୍ଚକୁଲାରେ ହଠାତ ଏକ ଭୟଙ୍କର ବନ୍ୟା ସାରା ଅଞ୍ଚଳକୁ ଛାରଖାର କରି ଦେଇଛି । ଏହି ବନ୍ୟାରେ ଅନେକ କିଛି ଆସବାବପତ୍ର ଭାସି ଯାଇଛି । ଏହା ଭିତରେ ଏକ କାର ମଧ୍ୟ ଭାସି ଯାଉଥିବାର ଦେଖାଯାଇଥିଲା,…
ନଳକୂପ ପାଣିରୁ ବାହାରୁଛି ପଥର ଗୁଣ୍ଡ: ପାଣିର ରଙ୍ଗ ହଳଦିଆ ହୋଇଯାଉଛି, କିଡନୀ ରୋଗରେ ୭ ଜଣଙ୍କ ଜୀବନ ଗଲାଣି, ୨୫ରୁ ଅଧିକ ଚିକିତ୍ସିତ ହେଉଛନ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ମଣିଷର ଜୀବନଶୈଳୀରେ ପରିବର୍ତ୍ତନ ଘଟୁଥିବା ବେଳେ ପରିବେଶ ମଧ୍ୟ ଅଧିକ ଦୂଷିତ ହେବାରେ ଲାଗିଛି । ଏନେଇ ଅନେକ ରିସର୍ଚ୍ଚ ତଥ୍ୟ ମଧ୍ୟ ସାମ୍ନାକୁ ଆସିଥିଲା । । ତେବେ ଆଜିକାଲି…
ଡାଇବେଟିସ୍ ରୋଗୀ ଭାତ ସଂପୂର୍ଣ୍ଣ ଛାଡି ନ ଦେଇ ସୀମିତ ମାତ୍ରାରେ ଖାଇବା ଠିକ୍, ଅନ୍ୟଥା ହଜମ ପ୍ରକ୍ରିୟା ହେବ ପ୍ରଭାବିତ
ଡାଇବେଟିସ୍ ରୋଗୀଙ୍କୁ ବହୁତ ଖାଦ୍ୟପଦାର୍ଥ ଖାଇବା ମନା । ବିଶେଷକରି ଡାଇବେଟିସ୍ ରୋଗୀଙ୍କୁ ଭାତ ଖାଇବାକୁ ବାରଣ ରହିଥାଏ । କିନ୍ତୁ ଆମ ଦେଶରେ ଭାତ ଲୋକଙ୍କର ମୁଖ୍ୟ ଆହାର ହୋଇଥାଏ । ଏଠାରେ ତ ଲୋକମାନେ ଦୁଇ ଦିନ ବି ଭାତ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଲା ଇଜିପ୍ଟର ସର୍ବୋଚ୍ଚ ପୁରସ୍କାର ‘ଅର୍ଡର ଅଫ୍ ଦି ନାଇଲ୍’
ନୁଆଦିଲ୍ଲୀ: ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତ୍ତାହ ଏଲ୍-ସିସି କାଇରୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ 'ଅର୍ଡର ଅଫ୍ ଦି ନାଇଲ୍' ପୁରସ୍କାର ପ୍ରଦାନ କରିଛନ୍ତି । 'ଅର୍ଡର ଅଫ୍ ଦି ନାଇଲ୍' ହେଉଛି ମିଶରର…
ଏହି କର୍ମଚାରୀମାନଙ୍କ ବଢିବ ବେତନ, ସରକାର ଦେଲେ ମଞ୍ଜୁରୀ, ଏତିକି ହେବ ବୃଦ୍ଧି
ନୂଆଦିଲ୍ଲୀ: କେନ୍ଦ୍ର ସରକାର ବର୍ତ୍ତମାନ ଆଉ କିଛି କର୍ମଚାରୀଙ୍କ ଦରମା ବୃଦ୍ଧିକୁ ଅନୁମୋଦନ କରିଛନ୍ତି (କର୍ମଚାରୀଙ୍କ ଦରମା ବୃଦ୍ଧି)। ସୂଚନା ପ୍ରଦାନ କରି ମନ୍ତ୍ରଣାଳୟ କହିଛି ଯେ, କୋଇଲା ଇଣ୍ଡିଆ ଲିମିଟେଡର…
ପଇସା ପଠାଇବା ସମୟରେ ଏହା ଭୁଲ୍ ଆକାଉଣ୍ଟକୁ ଚାଲିଗଲେ ଆପଣ ଏହା ଫେରିପାଇବେ କି ନା? କଣ କହିଛି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆସନ୍ତୁ ଜାଣିବା
ବେଳେ ବେଳେ ଆମେ ସଂପର୍କୀୟ, ବନ୍ଧୁ ବାନ୍ଧବ କିମ୍ବା ଚିହ୍ନା ପରିଚିତଙ୍କ ପାଖକୁ ପଇସା ପଠାଇବା ସମୟରେ ଏହା ଭୁଲ୍ ଆକାଉଣ୍ଟକୁ ଚାଲିଯାଏ । ଏହାକୁ ନେଇ ଆମେ ବହୁତ ବ୍ୟସ୍ତ ହୋଇଯାଉ । ଆମେ ସେହି ପଇସା ଫେରି ପାଇବୁ କି ନା…
ବିଦ୍ୟାଳୟରେ ସାତ ବର୍ଷର ଅଜ୍ଞାନ ଶିଶୁ ସହ ଡିଜିଟାଲ ଦୁଷ୍କର୍ମ, ନାବାଳକ ଛାତ୍ର ବିରୋଧରେ ମାମଲା ରୁଜୁ
ନୂଆଦିଲ୍ଲୀ: ଶିମଲାରେ ଜଣେ ଶିଶୁ ସହ ଡିଜିଟାଲ ଦୁଷ୍କର୍ମ ଖବର ସାମ୍ନାକୁ ଆସିଛି । ଉପନଗର ସମରହିଲର ଏକ ସ୍କୁଲରେ ପଢୁଥିବା ଏକ ସାତ ବର୍ଷର ଶିଶୁ ସହିତ ସେହି ବିଦ୍ୟାଳୟର ଜଣେ ନାବାଳକ ଡିଜିଟାଲ ରେପ କରିଛି । ପରିବାର…
୨୦୨୪ ସାଧାରଣ ନିର୍ବାଚନ ଲାଗି ବିରୋଧୀ ଦଳଙ୍କ ରଣନୀତି ଜୋରଦାର, ସାମ୍ନାକୁ ଆସିଲା ବିରୋଧୀ ଗଠବନ୍ଧନର ନାମ
ନୂଆଦିଲ୍ଲୀ:୨୦୨୪ ସାଧାରଣ ନିର୍ବାଚନ ଲାଗି ପ୍ରସ୍ତୁତିରେ ଲାଗି ପଡିଥିବା ବିରୋଧୀ ଦଳର ଗଠ ବନ୍ଧନର ନାମ ଏବେ ସାମ୍ନାକୁ ଆସିଛି । ଏହାର ନାମ ପିଡିଏ ରଖାଯାଇଛି । ଯଦିଓ ଏହା ଉପରେ ଏବେ ମୋହର ଲାଗି ନାହିଁ ତଥାପି ଏହି…