Browsing Category

Breaking News

ଓଡ଼ିଶାରେ ଏକ IPL ଟିମ୍ ହେବା ଆବଶ୍ୟକ କି: ରାଜ୍ୟର କ୍ରୀଡ଼ାବିତଙ୍କୁ କେବେ ସୁଯୋଗ ମିଳିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ପୂରାତନ କାଳରୁ ଓଡ଼ିଶା ମାଟି ବହୁ ବୀରଙ୍କର ଜନ୍ମସ୍ଥଳ ରହିଆସିଛି । ନୃତ୍ୟ, ସଂଗୀତ, ସାହିତ୍ୟ, ରାଜନୀତି, ପ୍ରଶାସନ, କ୍ରୀଡ଼ା ଆଦି ବିଭିନ୍ନ କ୍ଷେତ୍ରରେ ଏକାଧିକ ପ୍ରତିଭା ଜାତୀୟ ଓ…

ପ୍ରଥମ ଥର ପାଇଁ ୧ ଲକ୍ଷ କୋଟି ଟଙ୍କାର ମାଇଲ୍‌ଖୁଣ୍ଟ ଅତିକ୍ରମ କଲା ପ୍ରତିରକ୍ଷା ଉତ୍ପାଦନ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରଣାଳୟର ନିରନ୍ତର ପ୍ରୟାସର ପରିଣାମ ସ୍ୱରୂପ, ୨୦୨୨ -୨୩ ଆର୍ଥିକ ବର୍ଷ (ଏଫ୍‌ୱାଇ)ରେ ପ୍ରତିରକ୍ଷା ଉତ୍ପାଦର ମୂଲ୍ୟ ପ୍ରଥମ ଥର ପାଇଁ ଏକ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି ।…

ଆଦାନୀ ଗ୍ରୁପ୍‌କୁ କ୍ଲିନ୍ ଚିଟ୍ ଦେଲେ ସୁପ୍ରିମକୋର୍ଟ କମିଟି: କହିଲେ- ହୋଇନାହିଁ କୌଣସି ନିୟମ ଉଲ୍ଲଘଂନ

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟ ନିଯୁକ୍ତ ତଦନ୍ତକାରୀ କମିଟି ଆଦାନୀ ଗ୍ରୁପକୁ କ୍ଲିନ୍ ଚିଟ୍‌ ଦେଇଛନ୍ତି । ସାର୍ବଜନୀନ ହୋଇଥିବା ରିପୋର୍ଟରେ ସୁପ୍ରିମକୋର୍ଟ କମିଟି କହିଛି ଯେ ଆଦାନୀ ଗ୍ରୁପ୍…

ଗ୍ରାହକ ସାବଧାନ: କୋଲ୍ଡ ଡ୍ରିଙ୍କସ ବୋତଲ ଭିତରୁ ବାହାରିଲା ଏକ ବଡ଼ ପୋକ, ଥଣ୍ଡା ପିଇବା ପୂର୍ବରୁ ଚେକ୍ କରି ପିଅନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଗ୍ରୀଷ୍ମ ସିଜିନ୍ ଚାଲିଥିବା ବେଳେ ରାଜ୍ୟବାସୀ ଅସହ୍ୟ ଗରମରେ କଲବଲ ହେଉଛନ୍ତି । ତେଣୁ ଏଭଳି ସ୍ଥିତିରେ ଲୋକମାନେ ଥଣ୍ଡା ପାନୀୟ, ଲସି, ସରବତ, ତରଭୁଜ ଖାଇବାକୁ ପସନ୍ଦ…

ChatGPTର ଅଫିସିଆଲ ମୋବଇଲ ଆପ ହେଲା ଲଞ୍ଚ, ପ୍ରଥମେ ଏହି ୟୁଜର୍ସଙ୍କୁ ମିଳିବ ସୁବିଧା, ଏପରି କରନ୍ତୁ ଡାଉନଲୋଡ

ନୂଆଦିଲ୍ଲୀ: OpenAI ଏହାର କୃତ୍ରିମ ଇଣ୍ଟେଲିଜେନ୍ସ ଚାଟବଟ୍ ଚାଟ୍ ଜିପିଟିର ମୋବାଇଲ୍ ଆପ୍ ଲଞ୍ଚ କରିଛି। ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ କମ୍ପାନୀ ପ୍ରଥମ ଅଫିସିଆଲ୍ ଆପ୍ ପ୍ରକାଶ କରିଛି। କମ୍ପାନୀ ଖୁବ ଶୀଘ୍ର…

ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି; ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ର

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଂଚଳରେ ତାପମାତ୍ରା ୪୦ଡିଗ୍ରୀ ଉପରେ ଥିବା ରେକର୍ଡ କରାଯାଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୪ ଦିନ…

ପେଟ୍ରୋଲ ପମ୍ପରେ ଜିରୋ ଦେଖାଗଲେ ମଧ୍ୟ ଏହି ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ ହୋଇପାରେ ଅସୁବିଧା

ନୂଆଦିଲ୍ଲୀ: ଆପଣ କାର କିମ୍ବା ବାଇକ୍ ରେ ପେଟ୍ରୋଲ-ଡିଜେଲ ଇନ୍ଧନ ଭରିବା ସମୟରେ ପମ୍ପ ମେସିନର ଡିସପ୍ଲେରେ ସବୁବେଳେ ଶୂନକୁ ହିଁ ଧ୍ୟାନ ଦେଉଥିବେ। ଇନ୍ଧନ ଭରିବାବେଳେ ଏହା ଦେଖାଯିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ…

ମାଟ୍ରିକ ଖୁସି ଗୋଟିଏ ଦିନରେ ମିଳେଇଗଲା: କାଲି ୮୬%ରେ ପାସ୍, ଆଜି ଚାଲିଗଲା ଜୀବନ

ଭଦ୍ରକ: ଭଦ୍ରକ ଚରମ୍ପା ପଞ୍ଚାୟତରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଶ୍ରୀରାମପୁର ଗାଁରେ ଜଣେ ମାଟ୍ରିକ ଛାତ୍ର ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି । ଗତକାଲି ମାଟ୍ରିକରେ ୮୬% ମାର୍କ ରଖି ପାସ କରିଥିବା ଜଣେ ଛାତ୍ର ଆଜି…

ଟ୍ରକକୁ ଓଭରଟେକ କରିବାକୁ ଯାଇ ଡିଭାଇଡରରେ ପିଟି ହେଲା କାର, ୪ମୃତ, ୩ ଆହତ

ଲକ୍ଷ୍ନୌ: ବିଳମ୍ବିତ ରାତ୍ରିରେ ଲକ୍ଷ୍ନୌ- ହାର୍ଡୋଇ ରାଜପଥରେ ଥିବା ଜିଁଦୌର ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ତିନି ଜଣ ଆହତ ମଧ୍ୟ ହୋଇଛନ୍ତି। ଟ୍ରକଟି ଓଲଟିବା ଫଳରେ ଏହି…

ବୈବାହିକ ଜୀବନରେ ଖୁସି ଚାହୁଁଥିଲେ ଆପଣାନ୍ତୁ ଏହି ଟିପ୍ସ

ତେବେ ପୁରୁଷମାନେ ନିଜ ଯୌନଶକ୍ତି ବଢ଼ାଇବା ପାଇଁ ବଜାରରେ ଉପଲବ୍ଧ ହେଉଥିବା ବିଭିନ୍ନ ପ୍ରକାରର ମେଡ଼ିସିନ ଖାଇବାକୁ ମନସ୍ତ କରନ୍ତି ଯାହା ତାଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇବା ସହିତ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା…