Browsing Category

Breaking News

ଅନ୍ଧାର ଆକାଶରେ ମହାଜାଗତିକ ଦୃଶ୍ୟ: ଚନ୍ଦ୍ର ତଳେ ଶୋଭା ପାଉଛି ତାରା

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଏକ ଅଜବ ପ୍ରକାରର ଦୃଶ୍ୟ ଦେଖିଲା ଏ ସାରା ଜଗତ । ଆକାଶର କିଟିମିଟ ଅନ୍ଧାରରେ କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଦୃଶ୍ୟ ଦେଖି ସମସ୍ତେ ଅବିଶ୍ୱାସ ଆଖିରେ ଚାହିଁ ରହିଛନ୍ତି । ଯାହାକୁ…

ଗାଡ଼ି ଚାଳକ ସାବଧାନ: ଏପ୍ରିଲ ପହିଲାରୁ ଆରମ୍ଭ ହେବ ଟ୍ରାଫିକ୍ ଚେକିଂ, ନିର୍ଦ୍ଦେଶନାମା ଜାରି କଲେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଓ କେନ୍ଦ୍ର ସରକାର ଟ୍ରାଫିକ ପାଇଁ ଯେତେ ନିୟମ ଲାଗୁକଲେ ଓ ସଚେତନତା ଜାରି କଲେ ମଧ୍ୟ ଅମାନିଆଙ୍କ ଉପରେ ଲାଗିପାରୁନି ରୋକ । ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣାଜନିତ ମୃତ୍ୟୁ ବଢ଼ିବାରେ…

Old Pension Schemeକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ସରକାରୀ କର୍ମଚାରୀଙ୍କ ପେନସନ୍ ପାଇଁ ଗଠନ ହେବ କମିଟି

ନୂଆଦିଲ୍ଲୀ: ପୁରୁଣା ପେନସନ ସ୍କିମ (ଓପିଏସ)କୁ ପୁଣି ଥରେ ଲାଗୁ କରିବା ପାଇଁ କର୍ମଚାରୀମାନେ ବାରମ୍ବାର ଦାବି କରି ଆସୁଛନ୍ତି । ଦେଶର ପ୍ରତି ଅଣବିଜେପି ଶାସିତ ରାଜ୍ୟରେ ବିରୋଧୀମାନେ ଏହି ପ୍ରସଙ୍ଗକୁ ବାରମ୍ବାର ଉଠାଇ…

ବାସ୍ତୁ ଟିପ୍ସ: ଘର ବାହାରେ ଏହି ଜିନିଷ ରଖିଲେ ହୋଇଯିବେ ଗରିବ , ପ୍ରତ୍ୟେକ କାର୍ଯ୍ୟରେ ଆସିବ ବିଘ୍ନ

ହିନ୍ଦୁ ଧର୍ମରେ ଜ୍ୟେତିଷ ଶାସ୍ତ୍ର ପରି ବାସ୍ତୁ ଶାସ୍ତ୍ରର ମଧ୍ୟ ଅନେକ ମହତ୍ୱ ରହିଛି । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ଡିଜାଇନ୍ ଏବଂ ଏହାକୁ ରଖିବାର ଉପାୟ ଘର ଏବଂ ବ୍ୟକ୍ତିର ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ ।…

ମାଗଣା ସିଭିଲ୍ ସର୍ଭିସ୍ କୋଚିଂ: ଆସନ୍ତା ୨୬ରେ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ପ୍ରତିବର୍ଷ ଓଡ଼ିଶାର ଛାତ୍ରଛାତ୍ରୀଙ୍କର ସଫଳତାର ହାର କମିବାରେ ଲାଗିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ପଦକ୍ଷେପ ସ୍ୱରୂପ…

ଦୁଇଟି ଦେଶରେ ଖେଳାଯିବ ଏସିଆ କପ୍ ୨୦୨୩: ଇତିହାସରେ ପ୍ରଥମ ଥର ହେବ ଏହି ନିୟମ

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ ପାକିସ୍ତାନରେ ଆୟୋଜିତ ହେବାକୁ ଯାଉଛି । ତେବେ ଏହାକୁ ନେଇ ଲଗାତାର ଦ୍ୱନ୍ଦ୍ୱ ଲାଗି ରହିଛି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଯିବାକୁ ବିସିସିଆଇ ମନା କରିବା ପରେ ଏହାକୁ ନେଇ…

ଓଡ଼ିଶା ସରକାରଙ୍କ ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ: ଆସନ୍ତା ୪ ତାରିଖ ସୁଦ୍ଧା ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ସରକାରଙ୍କ ତରଫରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପଞ୍ଚାୟତ ସମିତି ଅଫିସ, ମୟୂରଭଞ୍ଜ ତରଫରୁ ବ୍ୟାଙ୍କ ମିତ୍ର, ସିଆରପି-ସିଏମ, ମାଷ୍ଟର ବୁକ…

୨୦୨୪ ନିର୍ବାଚନ ଲଢ଼ିପାରିବେନି ରାହୁଲ? ଇନ୍ଦିରା ଓ ସୋନିଆ ବି ହରାଇଥିଲେ ସଦସ୍ୟତା

ନୂଆଦିଲ୍ଲୀ: ମୋଦୀ ସରନେମ ମାମଲାକୁ ନେଇ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଲାଗିଛି ବଡ଼ ଝଟକା । ସୂରତ ସେଶନ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ଆଜି ରାହୁଲଙ୍କର ଲୋକସଭା ସଦସ୍ୟତା ରଦ୍ଦ ହୋଇଯାଇଛି ।…

ବଡ଼ ଘୋଷଣା: ମାଗଣା ରାସନ ନେଉଥିବା ଲୋକଙ୍କ ପାଇଁ ଖୁସିଖବର, ୩୦ ଜୁନ୍ ପର୍ଯ୍ୟନ୍ତ ଏହି ସୁବିଧା ଯୋଗାଇବେ ସରକାର

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ରାସନ କାର୍ଡ ଅଛି ଓ ଆପଣ ପ୍ରତି ମାସରେ ସରକାରଙ୍କଠାରୁ ମାଗଣା ରାସନ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଅପଡେଟ୍ । ନିକଟରେ ପ୍ରତ୍ୟେକ ରାସନ କାର୍ଡକୁ ଆଧାର ସହିତ ଲିଙ୍କ…

ପିଏମ୍ କିଷାନର ୧୪ତମ କିସ୍ତି ପୂର୍ବରୁ ଖୁସିଖବର ଦେଲେ କୃଷିମନ୍ତ୍ରୀ: ୧୪ କୋଟି ଚାଷୀ ହେବେ ମାଲାମାଲ୍

ନୂଆଦିଲ୍ଲୀ: ସାରାଦେଶର ଚାଷୀଙ୍କୁ ଫେବୃଆରରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୩ତମ କିସ୍ତି ଟଙ୍କା ମିଳିସାରିଛି । କିସ୍ତିର ଟଙ୍କା ଆକାଉଣ୍ଟକୁ ଆସିବା ପରେ ଚାଷୀମାନେ ୧୪ତମ କିସ୍ତିକୁ ନେଇ ଚର୍ଚ୍ଚା…