Browsing Category
Breaking News
ବଡ଼ମ୍ବା ସିଂହନାଥ ପୀଠରେ ଦଳାଚକଟା, ଜଣେ ମୃତ ୧୨ ଗୁରୁତର
କଟକ: ବଡ଼ମ୍ବା ସିଂହନାଥ ପୀଠ ନିକଟ ବ୍ରିଜ ଉପରେ ଦଳାଚକଟା। ଟି-ବ୍ରିଜ ଉପରେ ପ୍ରବଳ ଭିଡ଼ ଜମିବାରୁ ଦଳାଚକଟା ହୋଇଛି। ଦଳା ଚକଟାରେ ୧୬ ଜଣ ଲୋକେ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟ ହୋଇଥିବା ଏସଡିପିଓ ସୂଚନା ଦେଇଛନ୍ତି।…
‘CBI ପୁଣି ମୋ ଅଫିସରେ ରେଡ୍ କରିଛି’ କହିଲେ ମନୀଷ ସିସୋଦିଆ, ଏଜେନ୍ସୀ କହିଲା କୌଣସି ରେଡ୍ ହୋଇନାହିଁ
ନୁଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ କାର୍ଯ୍ୟାଳୟରେ ରେଡ୍ କରୁଛି ସିବିଆଇ। ନିଜେ ସିସୋଦିୟା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଟ୍ୱିଟ୍ କରି ସିସୋଦିୟା ଲେଖିଛନ୍ତି, 'ଆଜି ପୁଣି ସିବିଆଇ ମୋ…
କମ୍ ପାଣି ପିଉଥିବା ଲୋକଙ୍କୁ ଶୀଘ୍ର ମରିବାର ବିପଦ: ଜାଣନ୍ତୁ କେତେ ଗ୍ଲାସ୍ ଜରୁରୀ ? ଜାଣନ୍ତୁ କ’ଣ କହୁଛି ନୂଆ ରିସର୍ଚ୍ଚ
ଜଳ ହିଁ ଜୀବନ । ଏହା ତ ସମସ୍ତଙ୍କୁ ଜଣା, କିନ୍ତୁ ଏହି ତିନୋଟି ଶବ୍ଦର ଗମ୍ଭୀରତା ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବେ । ଯଦି ବିଜ୍ଞାନକୁ ବିଶ୍ୱାସ କରାଯାଏ, ତେବେ କମ୍ ପାଣି ପିଉଥିବା ଲୋକମାନଙ୍କୁ ଅନେକ ଗୁରୁତର ରୋଗ…
ଆସନ୍ତା ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ : ଘନ କୁହୁଡ଼ିକୁ ନେଇ ସତର୍କ କଲେ SRC
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟର ପାଣିପାଗ ଶୁଷ୍କ ରହିବା ସହ ବିଭିନ୍ନ ସ୍ଥାନରେ ହାଲୁକାରୁ ଘନ କୁହୁଡ଼ି ରହିବାର ଆଶଙ୍କା ରହିଛି । ଏପରିକି ଢେଙ୍କାନାଳ, ଅନୁଗୁଳ, କଟକ, କେନ୍ଦୁଝର, ଯାଜପୁର, ଭଦ୍ରକ,…
ଘନ କୁହୁଡି ନେଲା ଜୀବନ, ଦୁର୍ଘଟଣା ରେ ୨ ମୃତ ଓ ୫ଆହତ
ଯାଜପୁର: ଘନ କୁହୁଡିରେ ଚାଲିଗଲା 2ଜୀବନ। ୧୬ ନମ୍ବର ଜାତୀୟ ରାଜପଥ କୁଆଖିଆ ବାରବାଟୀ ଇଣ୍ଡିଆନ ପେଟ୍ରୋଲପମ୍ପ ନିକଟରେ ଘଟିଛି ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା। ଆଜି ସକାଳେ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ…
Amazon ଆପରେ ରୋଜଗାର କରିବାର ସୁଯୋଗ: ଘରେ ବସି ଜିତିପାରିବେ ୫୦୦ ଟଙ୍କା, ଜାଣନ୍ତୁ କିପରି ?
ନୂଆଦିଲ୍ଲୀ : ଇ-କମର୍ସ ପ୍ଲାଟଫର୍ମ ଆମାଜନରେ ଦୈନିକ ଆପ୍ କୁଇଜର ନୂଆ ଏଡିସନ୍ ଆରମ୍ଭ ହୋଇଛି । ଅନଲାଇନ୍ ସପିଂ ପ୍ଲାଟଫର୍ମ Amazon ଆଜି ଏହାର Quizରେ ଆମାଜନ ପେ ବାଲାନ୍ସରେ ୫୦୦ ଟଙ୍କା ଜିତିବାର ସୁଯୋଗ ଦେଉଛି ।…
‘ତାରକ ମେହତା କା ଉଲଟା ଚଷମା’ର ଫେମ୍ ସୁନୀଲ ହୋଲକରଙ୍କ ପରଲୋକ
ନୂଆଦିଲ୍ଲୀ: ଗତ ଦୁଇ ଦିନ ମଧ୍ୟରେ ରାଜନୀତି ସହିତ ଜଡ଼ିତ ଦୁଇଜଣ ବିଶିଷ୍ଟ ବ୍ୟକ୍ତିଙ୍କ ପରଲୋକ ଘଟିବା ପରେ ଏବେ ମନୋରଞ୍ଜନ ଧର୍ମୀ ଦୁନିଆରୁ ଆସିଛି ଏକ ବଡ଼ ଦୁଃଖ ଖବର । ଗତ ୧୨ ତାରିଖରେ ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ…
କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କୁ ହତ୍ୟା ଧମକ: ୧୦ ମିନିଟରେ ଆସିଲା ୨ ଥର ଫୋନ୍ କଲ୍
ନୂଆଦିଲ୍ଲୀ: କେନ୍ଦ୍ର ରୋଡ଼ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ହତ୍ୟା ଧମକ ମିଳିଛି । ନାଗପୁର ସ୍ଥିତ ଗଡକରୀଙ୍କ କାର୍ଯ୍ୟାଳୟକୁ ଏ ନେଇ ଏକ ଅଜ୍ଞାତ ସୂତ୍ରରୁ ଫୋନ୍ କଲ୍ ଆସିଥିଲା । କେହି ଜଣେ ଯୁବକ ଅଫିସର…
ପୈତୃକ ସମ୍ପତ୍ତିରେ ଝିଅ ଏବଂ ଭଉଣୀର ଅଧିକାରରେ ହେବନି ପରିବର୍ତ୍ତନ: ହାଇକୋର୍ଟ
ନୂଆଦିଲ୍ଲୀ: ପୈତୃକ ସମ୍ପତ୍ତିରେ ଝିଅ ଏବଂ ଭଉଣୀର ଅଧିକାରକୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି ଗୁଜରାଟ ହାଇକୋର୍ଟ। ଶୁକ୍ରବାର ଏକ ପିଟିସନର ଶୁଣାଣି ବେଳେ ଗୁଜରାଟ ହାଇକୋର୍ଟ କହିଛନ୍ତି ଯେ, ଝିିଅ ଓ ଭଉଣୀଙ୍କ ପ୍ରତି…
ସମସ୍ତ ଷ୍ଟାଟଅପ ଧାରୀଙ୍କ ପାଇଁ ବଡ଼ ଖବର: ଆସନ୍ତା ୧୬ ତାରିଖରେ କେନ୍ଦ୍ର ସରକାର ଲଞ୍ଚ କରିବେ MAARG Portal
ନୂଆଦିଲ୍ଲୀ: ସମସ୍ତ ଷ୍ଟାର୍ଟଅପ ଧାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଷ୍ଟାର୍ଟଅପକୁ କେନ୍ଦ୍ର ସରକାର ପ୍ରାଧାନ୍ୟ ଦେଉଥିବା ବେଳେ ଏନେଇ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଷ୍ଟାଟଅପ ବିଷୟରେ ଓ ଏହା ଆରମ୍ଭ କରୁଥିବା…