Browsing Category

Breaking News

ରୋନାଲଡୋଙ୍କ ପରେ ମେସିଙ୍କ ଉପରେ ସାଉଦି କ୍ଲବର ଆଖି, ୩୦୦ ମିଲିୟନ ଡଲାର ଦେଇ ସାଇନ୍ କରିବାକୁ ଚାହୁଁଛି ‘ଅଲ ହିଲାଲ’

ନୁଆଦିଲ୍ଲୀ: ପର୍ତୁଗାଲ ଫୁଟବଲ୍ ଦଳର ଅଧିନାୟକ କ୍ରିଷ୍ଟିଆନୋ ରୋନାଲଡୋଙ୍କ ପରେ ଆର୍ଜେଣ୍ଟିନାକୁ ନିଜ ନେତୃତ୍ୱରେ ବିଶ୍ୱ ବିଜେତା କରାଇଥିବା ଲିଓନେଲ ମେସି ଏବେ ସାଉଦୀ ଆରବ ଲିଗ୍ ଖେଳି ପାରନ୍ତି। ନିକଟରେ ରୋନାଲଡୋ…

Central Silk Board ପକ୍ଷରୁ ନିଯୁକ୍ତି ସୁଯୋଗ: କ୍ଲର୍କ, ଷ୍ଟେନୋ, ରୋଷେୟା, ଟ୍ରାନ୍ସଲେଟର ପଦବୀ ଖାଲି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ଖବର । ସେଣ୍ଟ୍ରାଲ ସିଲକ ବୋର୍ଡ ପକ୍ଷରୁ ୧୪୨ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଆସିଷ୍ଟାଣ୍ଟ ଡାଇରେକ୍ଟର, ଅପର ଡିଭିଜନ କ୍ଲର୍କ, ଆସିଷ୍ଟାଣ୍ଟ…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବଡ଼ ସଫଳତା, ଦେୟମୁକ୍ତ ଚିକିତ୍ସାରେ ୪୧୩ % ଅଭିବୃଦ୍ଧ

ଭାସ୍କର ନ୍ୟୁଜ୍‌: ବିଗତ ୨ ବର୍ଷ ମଧ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲୋକପ୍ରିୟତାରେ ଅଭୁତପୂର୍ବ ଅଗ୍ରଗତି ଘଟିଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦେଶକ ତଥା ଓଡ଼ିଶା ହେଲଥ୍ ଆସୁରାନସ୍ ସୋସାଇଟି ମୁଖ୍ୟ କାର୍ଯ୍ୟ…

ମାଗଣା ଚାଉଳ ବଣ୍ଟନ ଯୋଜନା ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର ରସିଦ

ନୂଆଦିଲ୍ଲୀ,୧୨ା୧: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ କେନ୍ଦ୍ର ସରକାର ଯେଉଁ ମାଗଣା ଚାଉଳ ବଣ୍ଟନ କରୁଛନ୍ତି ସେହି ଯୋଜନାର ନାମ ପରିବର୍ତ୍ତନ କରାଯାଇଛି। ଏନେଇ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି। ଏହି ଯୋଜନାର…

ହକି ମହାସମର: ଦୁଲୁକିବ କଳିଙ୍ଗ, ବିର୍ସା ମୁଣ୍ଡା ଷ୍ଟାଡିୟମ, ୧୬ଟି ଟିମ୍ ଖେଳିବେ ୪୪ଟି ମ୍ୟାଚ୍‌, ଦୁଇ ଓଡ଼ିଆ ଖେଳାଳିଙ୍କ ଉପରେ ନଜର

ଭାସ୍କର ନ୍ୟୁଜ୍‌: ଆଉ ମାତ୍ର କିଛି ମୁହୂର୍ତ୍ତର ଅପେକ୍ଷା। ପ୍ରତୀକ୍ଷାର ଅନ୍ତଃ ଘଟିବାକୁ ଯାଉଛି। ଶୁକ୍ରବାରଠାରୁ ଆରମ୍ଭ ହେଉଛି ହକି ମହାସମର। ଏଥିପାଇଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା…

JDUର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବଙ୍କ ପରଲୋକ

ନୂଆଦିଲ୍ଲୀ: ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବଙ୍କ ପରଲୋକ ଘଟିଛି । ଶରଦ ୭୫ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ନେଇ ତାଙ୍କର ଝିଅ ଶୁଭାଷିନୀ ଯାଦବ ଟ୍ୱିଟ କରି ସୂଚନା ଦେଇଛନ୍ତି । ଗତ କିଛିଦିନ ଧରି ଶରଦ…

୬ ଜିଲ୍ଲାରେ ଘନ କୁହୁଡ଼ି ପାଇଁ ସତର୍କ: ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ SRC

ଭୁବନେଶ୍ୱର: ଗତ ୨ ଦିନ ହେବ ରାଜ୍ୟରେ ଶୀତର ପ୍ରଭାବ ହ୍ରାସ ପାଇଥିବା ବେଳେ ରାତିର ତାପମାତ୍ରାରେ ବୃଦ୍ଧି ଘଟୁଛି । ଏପରିକି ତାପମାତ୍ରା ୨ରୁ୫ ଡିଗ୍ରୀ ବୃଦ୍ଧି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ…

ବ୍ରିଟେନରେ ବିୟର ବୋତଲରେ ଛପା ହେଲା ହିନ୍ଦୁ ଦେବୀଙ୍କ ଫଟୋ, ଲେବଲ୍ ହଟାଇବାକୁ ଦାବି କଲେ ହିନ୍ଦୁ ବାସିନ୍ଦା

ନୂଆଦିଲ୍ଲୀ: ବ୍ରିଟେନରେ ପୁଣି ଥରେ ହିନ୍ଦୁମାନଙ୍କର ଧାର୍ମିକ ଭାବନା ଆଘାତ ହୋଇଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏହି ଫଟୋ ଚିତ୍ର ଖୁବ ଭାଇରାଲ ହେବାରେ ଲାଗିଛି। ବ୍ରିଟେନରେ ବିୟର ବୋତଲରେ ହିନ୍ଦୁ ଦେବୀଙ୍କ ଫଟୋ…

ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ମିଳିବ କି ନା: ଓଡ଼ିଶା ସମେତ ୨୪ଟି ରାଜ୍ୟ ପଠାଇଲେ ପ୍ରସ୍ତାବ, କେଉଁ ରାଜ୍ୟର କ’ଣ ରହିଛି ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତର ବିଭିନ୍ନ ରାଜ୍ୟରେ ହିନ୍ଦୁମାନଙ୍କର ସଂଖ୍ୟା ଅଲଗା ଅଲଗା ରହିଛି । ଯେଉଁ ରାଜ୍ୟରେ ହିନ୍ଦୁଙ୍କ ସଂଖ୍ୟା କମ୍ ରହିଛି, ସେଠାରେ ସେମାନଙ୍କୁ ସଂଖ୍ୟାଲଘୁର ମାନ୍ୟତା ପ୍ରଦାନ ନେଇ ରାଜ୍ୟମାନଙ୍କର…

କେନ୍ଦୁଝର ଓ ସୁନ୍ଦରଗଡ଼ ହସ୍‍ପିଟାଲରେ ବିଭିନ୍ନ ପଦବୀ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: କେନ୍ଦୁଝର ଏବଂ ସୁନ୍ଦରଗଡ଼ ହସ୍‍ପିଟାଲ ପାଇଁ ବିଭିନ୍ନ ପଦବୀ ପୂରଣ ନିମନ୍ତେ ବିଜ୍ଞାପ୍ତି ପ୍ରକାଶ ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ଏହି ବିଜ୍ଞାପନରେ ଏନେସ୍‍ଥେସିଆ…