Browsing Category

Breaking News

ହୃଦ୍‌ରୋଗ ସହ ଲଢ଼ିବା ପାଇଁ ସାଧାରଣ ଜନତାଙ୍କୁ ଦିଆଯିବ CPR ଟ୍ରେନିଙ୍ଗ,ରକ୍ଷା ପାଇପାରିବ ଲକ୍ଷାଧିକ ଜୀବନ

ଭୁବନେଶ୍ୱର:ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବର୍ତ୍ତମାନ ସମୟରେ ସାରା ବିଶ୍ଵରେ ଘଟୁଥିବା ଅକାଳ ମୃତ୍ୟୁର ମୁଖ୍ୟ କାରଣ ପାଲଟିଛି ହୃଦ୍‌ରୋଗ । ଭାରତରେ ପ୍ରାୟ ୩୬ ପ୍ରତିଶତ ମୃତ୍ୟୁ ହୃଦ୍‌ରୋଗ ଜନିତ ହେଉଥିବା ବେଳେ ଓ…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ମାମଲାରେ ନୂଆ ମୋଡ: କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ୧୫ ପୃଷ୍ଟାର ରହସ୍ୟ କାଗଜ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ୫ ଦିନ ବିତିଯାଇଥିବା ବେଳେ କ୍ରାଇମବ୍ରଞ୍ଚ ତଦନ୍ତ ଆରମ୍ଭ କରିଛି । ଫଳରେ ପ୍ରତ୍ୟେକ ଦିନ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି । ତେବେ ଅଭିଯୁକ୍ତ ଗୋପାଳ…

ବରିଷ୍ଠ ଆଇଏଏସ୍ ଅଧିକାରୀ ବୈଠକରେ କରିଲେ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିଲେ, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଆଜିକାଲି ବିହାରର ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ରିପୋର୍ଟ ଅନୁଯାୟୀ,…

ଜାତକ ନୁହେଁ ବରଂ ହେଲଥ୍ କାର୍ଡ ମାଧ୍ୟମରେ ହେବ ବିବାହ: ସରକାର ଶୀଘ୍ର ଜାରି କରିବେ ନୂଆ କାର୍ଡ

ଆମ ସମାଜରେ ପାରମ୍ପାରିକ ଭାବରେ ବିବାହ ସମୟରେ ପୁଅ ଓ ଝିଅର ଜାତକ ମିଳାଯାଏ । ଅଧିକାଂଶ ଗୁଣ ମିଶିବା ପରେ ବିବାହ କରାଯାଇଥାଏ । କିନ୍ତୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାତକ ବଦଳରେ ବଦଳରେ ହେଲଥ୍ ବା ସ୍ୱାସ୍ଥ୍ୟ…

ଡ଼ାକ ବିଭାଗରେ ସରକାରୀ ନିଯୁକ୍ତିର ସୁଯୋଗ, ଖାଲି ପଡ଼ିଛି ୪୦୮୮୯ ଟି ପଦବୀ, ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ସରକାରୀ ଚାକିରି ପାଇବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ଡ଼ାକ ବିଭାଗରେ ବମ୍ପର ନିଯୁକ୍ତି ବାହାରିଛି । ଏଥିରେ ୧୦ମ ପାସ କରିଥିବା ପିଲା ଆବେଦନ କରିପାରିବେ । ଡ଼ାକ ବିଭାଗ ୪୦୮୮୯ ପଦବୀରେ ଗ୍ରାମୀଣ ଡାକ…

Best CM:ସର୍ବୋତ୍ତମ ମୁଖ୍ୟମନ୍ତ୍ରୀ ତାଲିକାରେ ସବୁଠାରୁ ଆଗରେ କିଏ ? କାହାକୁ ଜନତା ବାଛିଲେ ବେଷ୍ଟ ସିଏମ

ନୂଆଦିଲ୍ଲୀ:ବର୍ତ୍ତମାନ ଦେଶର ୩୦ ଟି ରାଜ୍ୟରେ ନିର୍ବାଚିତ ସରକାର ଅଛନ୍ତି। ଏଥିରେ ଦିଲ୍ଲୀ ଏବଂ ପୁଡୁଚେରୀ ଭଳି ୟୁନିଅନ୍ ଅଞ୍ଚଳ ମଧ୍ୟ ଅନ୍ତର୍ଭୁକ୍ତ। ତେବେ ଭିନ୍ନ ଭିନ୍ନ ରାଜ୍ୟରେ ଜନତାଙ୍କ ମଧ୍ୟରେ ତାଙ୍କ…

ବ୍ୟାଙ୍କରେ SO ପଦବୀରେ ନିଯୁକ୍ତି ସୁଯୋଗ, ଗ୍ରାଜୁଏଟ୍ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଆଇ) ରେ ସ୍ପେଶାଲିଷ୍ଟ ଅଫିସର (ଏସଓ) ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ୪୨ ଟି ପଦବୀ ପୂରଣ ହେବ । ଏହି…

SAIL Apprentice Recruitment:୧୦୦ରୁ ଅଧିକ ପୋଷ୍ଟ ପାଇଁ ବାହାରିଲା ନିଯୁକ୍ତି, ତୁରନ୍ତ କରନ୍ତୁ ଆବେଦନ

ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ (SAIL) ଭିଲାଇ ୧୨୦ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ www.sail.co.in ପରିଦର୍ଶନ କରି ଏହି ପୋଷ୍ଟଗୁଡିକ ପାଇଁ…

ଭୁବନେଶ୍ୱର ନିଶା ନିବାରଣ କେନ୍ଦ୍ରରେ ମାଡ଼: ଚାଲିଗଲା ସର୍ବେଶ୍ୱରଙ୍କ ଜୀବନ

ଭୁବନେଶ୍ୱର : ଭୁବନେଶ୍ୱର ନିଶା ନିବାରଣ କେନ୍ଦ୍ରରେ ମାଡ଼ ଘଟଣାରେ ଆସିଛି ବଡ଼ ଅପଡେଟ । ଏହି ମାମଲରେ ମେଡିକାଲରେ ଚିକିତ୍ସିତ ହେଉଥିବା ସର୍ବେଶ୍ୱର ସାହୁଙ୍କର ମୃତ୍ୟୁ ଘଟିଛି । ଗୁରୁତର ଅବସ୍ଥାରେ ଏକ ଘରୋଇ ମେଡିକାଲରେ…

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଗିରଫ ମାମଲା; ଜିମରୁ ୧୯ ଲକ୍ଷ ଟଙ୍କା ଜବତ

ବଲାଙ୍ଗିର: ଗତକାଲି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜିସିଂଙ୍କୁ ଗିରଫ କରାଯାଇଥିଲା । କଣ୍ଟାବଞ୍ଜିର ଆଲିଶାନ ସିନେମା ହଲ ମାଲିକ ପୁଅଙ୍କ ସହ କୌଣସି ଏକ କାରଣରୁ ଗଣ୍ଡଗୋଳ ହୋଇଥିଲା । ତେବେ ଏହି…