Browsing Category

Breaking News

ବିଦେଶ ପାଠପଢ଼ା ଏବେ ସହଜ: ଛାତ୍ରଛାତ୍ରୀଙ୍କୁ ମିଳୁଛି ୧ କୋଟି ଟଙ୍କାର ସ୍କଲାରସିପ, କେମିତି କରିବେ ଆପ୍ଲାଏ

ନୂଆଦିଲ୍ଲୀ: ଆଜିର ସମୟରେ ବିଦେଶରେ ଶିକ୍ଷାଭାଭ କରିବା ଏକ ପ୍ରକାରର ସ୍ୱପ୍ନ । ସାଧାରଣ ଭାବେ ଗରିବ ଓ ମଧ୍ୟବିତ୍ତ ପରିବାରଙ୍କ କ୍ଷେତ୍ରରେ ସେମାନଙ୍କର ପିଲାମାନଙ୍କୁ ବିଦେଶରେ ପଢ଼ାଇବା କଷ୍ଟସାଧ୍ୟ ହୋଇଥାଏ । ପୁଅ,…

ଭିଜିଲାନ୍ସ ଜାଲରେ ସରକାରୀ ବାବୁ ; IDCO ସହକାରୀ ନିର୍ଦ୍ଦେଶକଙ୍କ ଘରେ ଚଢାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ । IDCO ସହକାରୀ ନିର୍ଦ୍ଦେଶକ ମନୋଜ କୁମାର ଲେଙ୍କାଙ୍କ ଭୁବନେଶ୍ବର ସମେତ ଖୋର୍ଦ୍ଧା, ପୁରୀ ଏବଂ କେନ୍ଦ୍ରାପଡାରେ ଏକକାଳୀନ ୭ଟି ସ୍ଥାନରେ ଚଢାଉ ଚାଲିଛି ।…

DA ବଢ଼ିଲା ୪ ପ୍ରତିଶତ: କର୍ମଚାରୀଙ୍କ ସର୍ବନିମ୍ନ ଓ ସର୍ବାଧିକ ବେସିକ ସାଲାରି କେତେ ବଢ଼ିବ, ଜାଣନ୍ତୁ କାଲକୁଲେସନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ସାଧାରଣ ଭାବେ କର୍ମଚାରୀଙ୍କ ଡିଏ ବର୍ଷକୁ ମାର୍ଚ୍ଚ ଓ ସେପ୍ଟେମ୍ବରରେ ଦୁଇଥର ଘୋଷଣା କରାଯାଇ ଜାନୁଆରୀ ଓ ଓ ଜୁଲାଇରେ…

ଓଡ଼ିଶାରେ ଆରମ୍ଭ ହେବ ଯାଞ୍ଚ: ପଛ ସିଟ ବେଲଟ୍ ବାଧ୍ୟତାମୂଳକ, ନଚେତ୍ ଭରିବେ ଫାଇନ୍

ନୂଆଦିଲ୍ଲୀ: କାର ପଛରେ ସିଟରେ ବସୁଥିବା ଯାତ୍ରୀମାନେ ସିଟ ବେଲଟ ପିନ୍ଧିବା ବାଧ୍ୟତାମୂଳକ । ଏହି ନିୟମ ଖୁବଶୀଘ୍ର ଓଡ଼ିଶାରେ କାର୍ଯ୍ୟକାରୀ ହେବାକୁ ଯାଉଛି । ନିକଟରେ କାର ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ…

OHPC ତରଫରୁ ବାହାରିଲା ୧୫୭ଟି ପଦବୀ, ଓଡ଼ିଶାର ଛାତ୍ରଛାତ୍ରୀମାନେ ଶୀଘ୍ର କରନ୍ତୁ ଆବେଦନ

ଚାକିରି ଅନ୍ୱେଷଣରେ ରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚପିସି) ତରଫରୁ ଅନେକ ଚାକିରି ବାହାରିଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ତଳେ ଦିଆଯାଇଥିବା…

UGC ଲାଗୁ କରିବ ନୂଆ ନିୟମ! ୪ ବର୍ଷିଆ ଡିଗ୍ରୀ ପରେ ସିଧାସଳଖ PhDରେ ଆଡମିସନ, ରିସର୍ଚ୍ଚ ପେପର ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ: ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ନିୟମ କାର୍ଯ୍ୟକାରୀ କରିବାକୁ ଯାଉଛି । ୪ ବର୍ଷର ଡିଗ୍ରୀ ପୂରା କରିବା ପରେ ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କୁ ପିଏଚଡି ପ୍ରୋଗ୍ରାମରେ…

ପୁର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ। ପୁର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲବ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କର ୯୦ ବର୍ଷ ବୟସରେ ଏକ ଘରୋଇ ହସପିଟାଲରେ…

ଭାରତକୁ ସହଜ ବିଜୟ: ରାହୁଲ-ସୂର୍ଯ୍ୟଙ୍କ ଅର୍ଦ୍ଧଶତକରେ ମ୍ୟାଚ ଜିତିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚକୁ ଅତି ସହଜରେ ଜିତି ନେଇଛି ଟିମ ଇଣ୍ଡିଆ । ଓପନର କେ.ଏଲ ରାହୁଲ ଏବଂ ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ଏହି…

ଆର ଭେଙ୍କଟରମଣି ଦେଶର ନୂତନ ଆଟର୍ଣ୍ଣି ଜେନେରାଲ

ନୂଆଦିଲ୍ଲୀ: ବରିଷ୍ଠ ଆଡଭୋକେଟ୍ ଆର ଭେଙ୍କଟରମଣିଙ୍କୁ ଭାରତର ନୂତନ ଆଟର୍ଣ୍ଣି ଜେନେରାଲ୍ ଭାବରେ କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି। ତାଙ୍କୁ ତିନି ବର୍ଷ ପାଇଁ ନିଯୁକ୍ତ କରାଯାଇଛି। ସମ୍ପ୍ରତି ଭାରତର ଆଟର୍ଣ୍ଣି…

କୋଭିଡ ବୁଷ୍ଟର ଡୋଜ ନେଲେ ହେଉଛି କି ହାର୍ଟ-ଆଟାକ୍ ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: କରୋନା ମହାମାରୀ ଏବଂ ହୃଦରୋଗର ବୁଷ୍ଟର ଡୋଜ ମଧ୍ୟରେ କୌଣସି ସମ୍ପର୍କ ନାହିଁ। ବୁଷ୍ଟର ଡୋଜ ବିଷୟରେ କଳ୍ପନାଜଳ୍ପନାର ଅନ୍ତ ଘଟାଇବାବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହି କଥା କହିଛନ୍ତି। ଅମୃତା ହସପିଟାଲ…