Browsing Category
Breaking News
AIIMS ଭୁବନେଶ୍ୱର ପକ୍ଷରୁ ବାହାରିଲା ଅନେକ ପଦବୀ
ସ୍ୱାସ୍ଥ୍ୟ କ୍ଷେତ୍ରରେ ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ପକ୍ଷରୁ ବାହାରିଛି ଅନେକ ପଦବୀ । ମୋଟ ୯୯ଟି ପଦବୀ ପାଇଁ…
ଅବକାରୀ ନିତିରେ ଦୁର୍ନୀତି: ମଦ କାରବାର ଘୋଟାଲାରେ ସମୀର ମହେନ୍ଦ୍ରଙ୍କୁ ଗିରଫ କଲା ED
ନୂଆଦିଲ୍ଲୀ: ଅବକାରୀ ନିତିରେ ହୋଇଥିବା ଦୁର୍ନୀତି ମାମଲାରେ ପବର୍ତ୍ତନ ନିର୍ଦ୍ଦେଶାଳୟ ଏକ ବଡ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି । ଏକ୍ସାଇଜ୍ ପଲିସିରେ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଇଡି ଦେଶର…
ଆପାର୍ଟମେଣ୍ଟ ବିକ୍ରି ଉପରୁ ହଟିଲା କଟକଣା: ଏଣିକି କାର୍ଯ୍ୟକାରୀ ହେବ ଓଡ଼ିଶା ରିୟଲ ଇଷ୍ଟେଟ ସଂଶୋଧିତ ରୁଲ୍ସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ରାଜ୍ୟରେ ଆପାର୍ଟମେଣ୍ଟ କିଣୁଥିବା ଲୋକଙ୍କୁ ସୁରକ୍ଷା ମିଳିବ । ଓଡ଼ିଶା ରିୟଲ ଇଷ୍ଟେଟ ନିୟମ-୨୦୧୭ରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ଏବେ ଓଡ଼ିଶା ରିୟଲ ଇଷ୍ଟେଟ (ରେଗୁଲେସନ ଆଣ୍ଡ…
AIIMSର ବଡ଼ ଘୋଷଣା: ରୋଗୀଙ୍କ ଫୁସଫୁସ ପ୍ରତିରୋପଣ କରାଯିବ ମାଗଣାରେ
ନୂଆଦିଲ୍ଲୀ: ଆଜିର ସମୟରେ ଫୁସଫୁସ କ୍ୟାନସର ଏକ ଭୟଙ୍କର ରୋଗ । ପ୍ରତିବର୍ଷ ଏହି ରୋଗରେ ହଜାର ହଜାର ରୋଗୀ ମୃତ୍ୟୁବରଣ କରୁଛନ୍ତି । ଅନେକ ଲୋକ ଏଥିରେ ସଂକ୍ରମିତ ହୋଇ ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି । ତେବେ…
ATMରୁ କ୍ୟାଶ୍ ଉଠାଇଲେ ଆପଣଙ୍କ ଆକାଉଣ୍ଟରୁ ପଇସା କଟି ଯାଉଛି କି: ଏଣିକି ଆଉ କଟିବନି, ଆସିଗଲା ଏକ ଖାସ୍ ଟ୍ରିକ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗ୍ରାହକ ପାଇଁ ଅନଲାଇନ ପେମେଣ୍ଟ ଅର୍ଥାତ ୟୁପିଆଇ ଫ୍ରି ହୋଇଥାଏ । ମାତ୍ର ଏଟିଏମରୁ ଟଙ୍କା ଉଠାଇଲେ ଏବେ ପୂର୍ବାପେକ୍ଷା ଅଧିକ ଚାର୍ଜ ଦେବାକୁ ପଡ଼ିବ । ଟଙ୍କା ଉଠାଣ ପରେ ପ୍ରତ୍ୟେକ କାରବାର…
ରାଜ୍ୟ ସରକାର ଗଠନ କଲେ ମେଣ୍ଟର ଗ୍ରୁପ୍: ସମସ୍ତ ସରକାରୀ ଡାକ୍ତରଖାନାର ସ୍ଥିତି ହେବ ଯାଞ୍ଚ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ମାତୃ ଓ ନବଜାତକ ମୃତ୍ୟୁହାର ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ରାଜ୍ୟର ସ୍ଥିତି ଜାତୀୟ ହାରଠାରୁ ଅଧିକ ରହିଛି । ତେବେ ଏହି ମୃତ୍ୟୁ ହାରକୁ ରୋକିବା ପାଇଁ…
ଚିଲିକାରେ ନିର୍ମାଣ ହେବ ଦେଶର ସବୁଠାରୁ ବଡ଼ Ropeway: ୧୦ଟି ରୋପୱେ ନିର୍ମାଣ ପାଇଁ NHAIକୁ ପ୍ରସ୍ତାବ ଦେବେ ରାଜ୍ୟ ସରକାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର ପାଇଁ ଏକ ଖୁସି ଖବର । ଚିଲିକାରେ ନିର୍ମାଣ ହେବ ଦେଶର ସବୁଠାରୁ ବଡ଼ ରୋପୱେ । ଏହି ରୋପୱେ କାଇଜାଇ ମନ୍ଦିରକୁ ସଂଯୋଗ କରିବ । ରାଜ୍ୟ ସରକାରଙ୍କ ସଡ଼କ ପରିବହନ ଓ…
ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ସିଧାସଳଖ ଯିବ କଳାକାର ସହାୟତା: ‘ଗୋ ଲାଇଭ୍’ର ଶୁଭାରମ୍ଭ କଲେ ସଂସ୍କୃତି ମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର କମ୍ପ୍ୟୁଟରୀକୃତ ସିଧାସଳଖ ହିତାଧିକାରୀଙ୍କ ଜମାଖାତାକୁ ଅନ୍ ଲାଇନ୍ ଜରିଆ ରେ ଅର୍ଥପ୍ରେରଣ ବ୍ୟବସ୍ଥା (ଗୋ ଲାଇଭ୍) କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ମଙ୍ଗଳବାର…
୧ରେ ଘୂର୍ଣ୍ଣିବଳୟ: ରାଜ୍ୟରେ ୨ରୁ ପ୍ରବଳ ବର୍ଷା
ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ଆସନ୍ତା ଅକ୍ଟୋବର ୧ ତାରିଖ ବେଳକୁ ଉତର-ପୂର୍ବ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଅକ୍ଟୋବର ୨…
ଅନେକଥର ପ୍ରେମ ଓ ବ୍ରେକଅପ୍ କରନ୍ତି ଏହି ରାଶିର ଲୋକେ: ଭଲ ପାଇବା ପୂର୍ବରୁ ସାବଧାନ୍!
ଜୀବନରେ ପ୍ରେମ ଏକ ମଧୁର ସମ୍ପର୍କ । କେତେଜଣଙ୍କ ଭାଗ୍ୟରେ ପ୍ରେମ ସଫଳ ହୋଇଥାଏ ତ ଆଉ କେତେକ ପ୍ରେମରେ ବିଫଳ ହୁଅନ୍ତି । ଆଉ କିଛି ବହୁବାର ପ୍ରେମ କରି ବ୍ରେକଅପ କରିବା ସହ ନୂଆ ପ୍ରେମର ଖୋଜ ରେ ଥାଆନ୍ତି । ଜ୍ୟୋତିଷ…