Browsing Category

Breaking News

କିଏ ହେବ ମୋ ଘଣ୍ଟିକିଆ Boy Friend: ବଜାରକୁ ଆସିଗଲା ସ୍ପେଶାଲ ଆପ୍, ଆଜିଠାରୁ ଲାଇଫ୍ ଖାଲି ରଙ୍ଗୀନ୍ ରଙ୍ଗୀନ୍

ନୂଆଦିଲ୍ଲୀ: ଆଜିକାଲିର ଅଧିକାଂଶ ଯୁବପୀଢ଼ି ସଂଘର୍ଷମୟ ଜୀବନ ଅପେକ୍ଷା ଖୁସିକୁ ବେଶି ଗୁରୁତ୍ୱ ଦେଉଛନ୍ତି । ଆଧୁନିକ ଯୁଗର ପୁଅ, ଝିଅମାନେ କମ୍ ବୟସରୁ ଏକ ଭିନ୍ନ ଲାଇଫଷ୍ଟାଇଲକୁ ଆପଣାଉଥିବା ଦେଖାଯାଉଛି । ବଡ଼ ବଡ଼ ସହରରେ…

ଆଜିଠାରୁ ଲାଇଭ ଦେଖିପାରିବେ ସୁପ୍ରିମକୋର୍ଟଙ୍କ ଶୁଣାଣି: ଏହି ୱେବସାଇଟରେ ହେବ ଷ୍ଟ୍ରିମିଂ…

ନୂଆଦିଲ୍ଲୀ: ଆଜି ଠାରୁ ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ଲାଇଭ ଦେଖିପାରିବେ । ସୁପ୍ରିମକୋର୍ଟଙ୍କ ସବୈଧାନିକ ପୀଠ ମାମଲା ଶୁଣାଣିର ଲାଇଭ ଷ୍ଟ୍ରିମିଂ ଆଜିଠାରୁ ହେବ । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ୟୁୟୁ ଲଳିତଙ୍କ…

SCB ପିଲାଚୋରି ଘଟଣାରେ ନୂଆ ଟ୍ୱିଷ୍ଟ: ମିଳିଲା ଶିଶୁକନ୍ୟା, ମାଷ୍ଟରମାଇଣ୍ଡ ଦମ୍ପତି ଅଟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ (ଏସସିବି)ର ପିଲା ଚୋରି ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ । ପିଲା ଚୋରି ଘଟଣାରେ ଜଣେ ମହିଳାଙ୍କୁ ଅଟକ ରଖାଯାଇଛି । ଚୋରି ହୋଇଥିବା ନବଜାତକୁ…

ଆଇନଜୀବୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପୋଲିସର ତଦନ୍ତ ଆରମ୍ଭ

ରାଉରକେଲାରେ ଆଇନଜୀବୀ ରମେଶ ଚନ୍ଦ୍ର ବଳଙ୍କ ଆତ୍ମହତ୍ୟା । ଡେଲି ମାର୍କେଟ ବାସଭବନରୁ ଝୁଲନ୍ତା  ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ । ତେବେ କିଭଳି ଓ କେଉଁ ପରିସ୍ଥିତିରେ…

(Video) ଆଧାରକାର୍ଡ ଦେଖାଇଲେ ଭୋଜିରେ ମିଳିବ ଖାଇବା: ନଚେତ୍ ଭୋଜିରୁ ଖାଲି ପେଟରେ ହିଁ ଫେରିବାକୁ ପଡିବ

ଅନେକ ସ୍ଥାନରେ ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବରେ ବ୍ୟବହାର କରାଯାଏ । ବିଭିନ୍ନ ସରକାରୀ ଯୋଜନା ହେଉ କିମ୍ବା ପରିଚୟପତ୍ର ଭାବରେ ଏହାକୁ ବ୍ୟବହାର କରାଯାଏ । କିନ୍ତୁ କ'ଣ ଆପଣ ଶୁଣିଛନ୍ତି ଯେ…

ଜାପାନ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାରରେ ହେବେ ସାମିଲ

ନୂଆଦିଲ୍ଳୀ: ଜାପାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାପାନର ପୂର୍ବ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ପିଏମ ନରେନ୍ଦ୍ର ମୋଦୀ ଟୋକିଓ ପହଞ୍ଚିଛନ୍ତି ।…

ନକଲି ମେଡିସିନ ଉପରେ ଲାଗିବ ରୋକ୍: ସମସ୍ତ ଜିଲ୍ଲାରେ ଜାରି ହେବ ଫୋନ୍ ନମ୍ବର, କାର୍ଯ୍ୟକ୍ରମ ହେବ ଟେଷ୍ଟିଂ ଲାବ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନକଲି କାରବାର ରାଜ୍ୟରେ ଅହେତୁକ ଭାବେ ବୃଦ୍ଧି ପାଇଛି । ଏନେଇ ଆକ୍ସନ ମୋଡ଼କୁ ଆସିଛନ୍ତି ରାଜ୍ୟ ସରକାର । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଏବେ ପ୍ରତ୍ୟେକ ଜିଲ୍ଲାରେ ଫୋନ ନମ୍ବର ଜାରି…

ଜିଓର୍ଜିଆ ମେଲୋନୀ ହେଲେ ଇଟାଲିର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ: ୭୭ ବର୍ଷରେ ବଦଳିଲା ୭୦ ସରକାର

ନୂଆଦିଲ୍ଲୀ: ଇଟାଲିରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଜିଓର୍ଜିଆ ମେଲୋନୀ ଇତିହାସ ରଚିଛନ୍ତି । ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ମେଲୋନୀ । ପୂର୍ବତନ ପ୍ରଧାନମନ୍ତ୍ରୀ ମାରିଓ…

ଏଣିକି କର୍ପୋରେଟରଙ୍କ ବିନା ଅନୁମତିରେ ଜବରଦଖଲ ଉଚ୍ଛେଦ ହୋଇ ପାରିବନି! ନୂଆ ନିୟମ ଲାଗୁ କରିବ BMC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜବରଦଖଲ ଉଚ୍ଛେଦ ପାଇଁ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଏଣିକି କର୍ପୋରେଟରଙ୍କ ବିନା ଅନୁମତିରେ ସହରରେ କୌଣସି ଜବରଦଖଲ ଉଚ୍ଛେଦ କାର୍ଯ୍ୟ ହୋଇ…

ଅକ୍ଟୋବର ପହିଲାରୁ ବଢ଼ିବ ବର୍ଷା: ଆହୁରି ୩ ଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଦେଶର ଉତ୍ତର-ପଶ୍ଚିମ ଭାଗର ଅନେକ ଅଂଶ ଏବଂ ପାର୍ଶ୍ୱବର୍ତୀ କେନ୍ଦ୍ରୀୟ ଅଞ୍ଚଳର କିଛି ଭାଗରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପାଇଁ ପାଣିପାଗ…