fbpx
Browsing Category

Breaking News

ଆଜି ରାଜ୍ୟରେ ୧୧୨୯ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…

ରୋଷେଇ ଘରେ ଥିବା ଜିରା ବଦଳାଇପାରେ ଆପଣଙ୍କ ଭାଗ୍ୟ, ଘରେ ହେବ ଧନର ବର୍ଷା

ବାସ୍ତୁ ଶାସ୍ତ୍ରରେ ପ୍ରତ୍ୟେକ ଜିନିଷର ନିର୍ମାଣ ଓ ରକ୍ଷଣାବେକ୍ଷଣା ବିଷୟରେ ସଠିକ୍ ଦିଗ ଓ ନିୟମ କୁହାଯାଇଥାଏ । ବାସ୍ତୁଶାସ୍ତ୍ର ଦ୍ୱାରା ଆପଣ ନକାରତ୍ମକ ଶକ୍ତିରୁ ମୁକ୍ତି ପାଇବା ସହ ଜୀବନ ସହିତ ଜଡିତ କିଛି ସମସ୍ୟା…

ଏହି କମ୍ପାନୀ କର୍ମଚାରୀଙ୍କୁ ଦେବ ୨୬ ସପ୍ତାହର ପୈତୃକ ଛୁଟି, ଲିଙ୍ଗରେ ଫରକ୍ ନାହିଁ

ନୂଆଦିଲ୍ଲୀ: ମାଦକ ପାନୀୟ ନିର୍ମାଣ କରୁଥିବା କମ୍ପାନୀ DIAGEO India ସୋମବାର ଦିନ କହିଛି ଯେ, ସେ ନିଜର ଫ୍ୟାମିଲି ହଲିଡେ ପଲିସି ଅଧିନରେ ସ୍ତ୍ରୀ-ପୁରୁଷ ଉଭୟ ଲିଙ୍ଗର କର୍ମଚାରୀଙ୍କୁ ୨୬ ସପ୍ତାହର ପେରେଣ୍ଟଲ ଛୁଟି…

ପୁଣି ବଢ଼ିଲା ବିପଦ: ଚଳିତ ମାସରେ ଆସି ପାରେ ତୃତୀୟ ଲହର, ଅକ୍ଟୋବର ସୁଦ୍ଧା ଶୀର୍ଷ ଛୁଇଁବା ସମ୍ଭାବନା

କାନପୁର/ହାଇଦ୍ରାବାଦ୍‌, (ଭାସ୍କର ନ୍ୟୁଜ୍): ମହାମାରୀ କରେନାର ତୃତୀୟ ଲହରକୁ ନେଇ ସାରା ଦେଶରେ ଭୟର ବାତାବରଣ ଥିବା ବେଳେ ଆଇଆଇଟି କାନ୍‌ପୁର ଓ ହାଇଦ୍ରାବାଦ୍‌ର ବିଶେଷଜ୍ଞମାନେ ଆକଳନ କରି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି…

ଆଜି ବେଲଜିୟମ ବିପକ୍ଷ ସେମିଫାଇନାଲ୍‌ ଟକ୍କର୍‌, ଭାରତ ପାଇଁ ବଡ ଆହ୍ୱାନ

ଟୋକିଓ: ଅଲିମ୍ପିକ୍‌ କ୍ରୀଡା ଇତିହାସରେ ଭାରତ ଏକମାତ୍ର ଦଳ ଭାବେ ସର୍ବାଧିକ ଆଠଥର ସ୍ୱର୍ଣ୍ଣ ପଦକ ଜିତିଥିଲେ ହେଁ ଗତ ୪୧ ବର୍ଷଧରି କୌଣସି ପଦକ ପାଇନାହିଁ । ତେବେ ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସରେ ଭାରତ ଲଢ଼ୁଆ…

ଆଜିଠୁ ଖୋଲିବ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ୍‌, ଜାଣନ୍ତୁ ପର୍ଯ୍ୟଟକଙ୍କ ପାଇଁ କ’ଣ ରହିଛି ଗାଇଡ୍‌ଲାଇନ୍

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌):  ଆଜିଠୁ ପର୍ଯ୍ୟଟକଙ୍କ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ  ଓ ଉଦ୍ଭିଦ ଉଦ୍ୟାନ(ବଟାନିକାଲ ଗାର୍ଡେନ୍‌)। ଦୀର୍ଘ ୩ ମାସ ପରେ ଚିଡିଆଖାନା ଖେଲିବାକୁ ନିଷ୍ପତ୍ତି ନେଇଛନ୍ତି…

କୋଟିପତି ପିଏସଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଟିପତି ପିଏସ ବିରଞ୍ଚିଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର । ବିରଞ୍ଚି ସାହୁଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ ।…

ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଇସ୍ତଫା ଦେଲେ, ଜାଣନ୍ତୁ କିଏ…

ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ତଥା ପିଏମଓର ବରିଷ୍ଠ ଅଧିକାରୀ ଦେଇଛନ୍ତି ଇସ୍ତଫା । ସୋମବାର ଏହି ସୂଚନା ଦିଆଯାଇଥିବାବେଳେ ଚଳିତ ବର୍ଷ ଏଭଳି ପଦବୀ ଛାଡ଼ିବାରେ ଏହା ହେଉଛି…

ସିବିଏସଇ ଦ୍ୱାଦଶ ପିଲାଙ୍କୁ ପରୀକ୍ଷା ସୁଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅସନ୍ତୁଷ୍ଟ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସୁଯୋଗ ଦେବ ସିବିଏସଇ । ମାର୍କରେ ସନ୍ତୁଷ୍ଟ ନଥିବା ପିଲାଙ୍କୁ ଦିଆଯିବ ପରୀକ୍ଷା ସୁଯୋଗ । ପରୀକ୍ଷାରେ ପାଇଥିବା ମାର୍କକୁ ଚୂଡ଼ାନ୍ତ…

ଉପେନ୍ଦ୍ର ତ୍ରିପାଠୀଙ୍କୁ ରାଜ୍ୟପାହ୍ୟା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଦେଲେ ନୂଆ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅବସରପ୍ରାପ୍ତ ଆଇଏଏସ୍ ଅଫିସର୍ ଉପେନ୍ଦ୍ର ତ୍ରିପାଠୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପରାମର୍ଶଦାତା ସମେତ କାର୍ଯ୍ୟକାରୀ…