Browsing Category
Breaking News
ଓଡିଶା ଆସିବେ ନଡ୍ଡା; ବାଣ୍ଟିବେ ଗୁରୁମନ୍ତ୍ର
ଭୁବନେଶ୍ୱର: ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା । ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଓଡିଶା ଆସିବେ ନଡ୍ଡା ।ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ବିଜେପି ଦଳକୁ…
‘କୁଆଡେ ଯାଇ ମର’ କହିବା ଆତ୍ମହତ୍ୟା ପାଇଁ ଉସୁକାଇବା ନୁହେଁ: ହାଇକୋର୍ଟ
ନୂଆଦିଲ୍ଲୀ: ସ୍ୱାମୀଙ୍କ ଚାପୁଡ଼ା ମାରିବା ପରେ ‘କୁଆଡେ ଯାଇ ମର’ କହିଥିବା ପତ୍ନୀଙ୍କୁ ପଞ୍ଜାବ-ହରିୟାଣା ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି ଯେ,…
ଏକା ସାଙ୍ଗରେ ୨୨ଟି ଜାଗାରେ ରେଡ କରୁଛି ଇନକମ୍ ଟାକ୍ସ: ଟାର୍ଗେଟରେ ଲାଞ୍ଚୁଆ ଅଫିସର
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ମାରାଥନ ରେଡ୍ କରୁଛି ଇନକମ୍ ଟାକ୍ସ । ଭ୍ରଷ୍ଟାଚାରୀ ଓ ଲାଞ୍ଚୁଆ ଅଫିସରମାନଙ୍କ କଳାଧନ ଏବଂ ଆୟ ବହିର୍ଭୁତ ସମ୍ପତ୍ତିକୁ ଜବତ କରିବା ପାଇଁ ଅଣ୍ଟା ଭିଡିଛି ଆଇଟି ଡିପାର୍ଟମେଣ୍ଟ । ୧୨ରୁ…
ସନ୍ନ୍ୟାସ ନେଲେ କୋହଲିଙ୍କ ସାଥୀ ଖେଳାଳି: ୧୧୫ ମ୍ୟାଚ ଖେଳି କ୍ରିକେଟରୁ ଅଲରାଉଣ୍ଡରଙ୍କ ଅବସର
ନୂଆଦିଲ୍ଲୀ: ୟୁଏଇରେ ଜାରି ରହିଛି ଏସିଆ କପ୍ ମହାଯୁଦ୍ଧ । ଟ୍ରଫି ପାଇଁ ୬ଟି ଟିମ ମଧ୍ୟରେ କଡା ଟକ୍କର ଜାରି ରହିଛି । ସେପଟେ ଗୋଟିଏ ଦଳକୁ ଲାଗିଛି ଏକ ବଡ ଝଟକା । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ…
ଯୁବ ସାଧାରଣ ସମ୍ପାଦକ(ମିଡିଆ)ନିଯୁକ୍ତ କଲା BJD: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ
ବାଲେଶ୍ୱର,(ଓଡ଼ିଶା ଭାସ୍କର): ବିଜୁ ଯୁବ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜୋନ ପାଇଁ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିବା ବେଳେ ସାଧାରଣ ସମ୍ପାଦକ(ଗଣମାଧ୍ୟମ) ପଦରେ ଯୁବ ନେତା ଧୀରେନ ନାୟକଙ୍କକୁ ଅବସ୍ଥାପିତ…
୩୦୦ ବର୍ଷ ପରେ ଗଣେଶ ଚତୁର୍ଥୀରେ ଶୁଭ ଯୋଗ: ପିନ୍ଧନ୍ତୁ ନାହିଁ ଏହି ରଙ୍ଗର ପୋଷାକ
ଗଣେଶ ଉତ୍ସବ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ପେଣ୍ଡାଲ ପ୍ରସ୍ତୁତ ହୋଇ ରହିଛି । ବେଳେ ବୁଧବାର ଦିନ ପୂଜାପାଠ, ଘର ଏବଂ ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ ହେବ । ପଣ୍ଡିତ ପ୍ରଣବ ମିଶ୍ର କହିଛନ୍ତି ଯେ ଗଣେଶ…
ରିସର୍ଚ୍ଚ: ସୁସ୍ଥ ଲୋକଙ୍କ ହୃଦସ୍ପନ୍ଦନରେ ବ୍ୟାଘାତ, ଜାଣନ୍ତୁ କାର୍ଡିଆକ୍ ଚ୍ୟାନେଲୋପାଥି ସୁସ୍ଥ ଲୋକଙ୍କୁ କିଭଳି ପ୍ରଭାବିତ କରିଥାଏ
ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ହୃଦଘାତରେ ପିଡିତ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି। ସୁସ୍ଥ ଲୋକଙ୍କଠାରେ ମଧ୍ୟ ହୃଦଘାତ ସମସ୍ୟା ଦେଖାଯାଉଛି। ତେବେ ନିକଟରେ ଏକ ଗବେଷଣାରୁ ଜଣାପଡିଛି ଯେ, ସୁସ୍ଥ ଲୋକଙ୍କୁ ମଧ୍ୟ…
UPSCରେ ଅନେକ ପଦବୀ ପାଇଁ ବାହାରିଲା ନିଯୁକ୍ତି : ଏପରି କରନ୍ତୁ ଆବେଦନ
ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ଯୁବପୀଢ଼ୀଙ୍କ ପାଇଁ ଆସିଛି ଖୁସିଖବର । ସଙ୍ଘ ଲୋକ ସେବା ଆୟୋଗ UPSCରେ ଅନେକ ପଦବୀ ପାଇଁ ବାହାରିଛି ନିଯୁକ୍ତି । ଏହି ପଦବୀ ପାଇଁ ଇଚ୍ଛା ପ୍ରକାଶ…
ସାବଧାନ! ହାର୍ଟ ଆଟାକ ଆସିବା ପୂର୍ବରୁ ଦେଖାଦେଇଥାଏ ଏହି ୫ ଲକ୍ଷଣ
ଅନେକଥର ଲୋକଙ୍କୁ ଅନୁଭବ ବି ହୁଏନାହିଁ ଓ ହାର୍ଟ ଆଟାକର ଶିକାର ହୁଅନ୍ତି । ସାଧାରଣତଃ ଏହା ଖରାପ ଜୀବନଶୈଳୀ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ହୋଇଥାଏ । ଆମେ ଏପରି କିଛି ଜିନିଷକୁ ଅଣଦେଖା କରିଥାଊ, ଯାହାକି ଜୀବନ ପ୍ରତି…
ITBP ନିଯୁକ୍ତି 2022: ଦଶମ ପାସ୍ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ କେତେ ମିଳିବ ଦରମା ?
ନୂଆଦିଲ୍ଲୀ: ଭାରତ ତିବ୍ଦତୀୟ ସୀମା ପୋଲିସ୍ ଫୋର୍ସ (ଆଇଟିବିପି) କନଷ୍ଟେବଲ୍ ନିଯୁକ୍ତି ୨୦୨୨ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। କୌଣସି ପୁରୁଷ କିମ୍ବା ମହିଳା ପ୍ରାର୍ଥୀ ଯେଉଁମାନେ କନଷ୍ଟେବଳ ପଦବୀ…